Interview with Samaresh Routray

ଆଗଧାଡ଼ିର ଅଭିନେତା ସମରେଶ ରାଉତରାୟଙ୍କ ସହ ଆଳାପ

ଓଡ଼ିଆ କଥାଚିତ୍ର ଜଗତରେ ଖଳନାୟକ ବିଷୟରେ ଚର୍ଚ୍ଚା ହେଲେ ଗୋଟିଏ ନାମ ସବୁବେଳେ ମନକୁ ଆସେ, ତାହା ହେଲା ସମରେଶ ରାଉତରାୟ । ସେ ଅଭିନୟ ଆରମ୍ଭ କରିଥିଲେ ହିନ୍ଦୀ କଥାଚିତ୍ର ଜଗତରୁ ଏବଂ ପରେ ଓଡ଼ିଆ କଥାଚିତ୍ର ଜଗତରେ ନାୟକ ଭାବରେ କାମ କରିବା ଆରମ୍ଭ କରିଥିଲେ । ପ୍ରଥମ ଦୁଇଟି କଥାଚିତ୍ର ପରେ ସେ ନାୟକରୁ ସାଜିଥିଲେ ଖଳନାୟକ ଓ ସାଉଁଣ୍ଟିଥିଲେ ଦର୍ଶକଙ୍କର ଭଲପାଇବା । ଓଡ଼ିଆ କଥାଚିତ୍ରରେ ଖଳନାୟକର ସଂଜ୍ଞା ବଦଳାଇଦେଇଥିବା ସମରେଶ…

ଅଧିକ ପଢ଼ନ୍ତୁ
Baigana Besara

ବାଇଗଣ ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ପୂର୍ବରୁ ଥରେ ଇତିଶ୍ରୀୟା ସାହୁଙ୍କ ଦ୍ୱାରା କଦଳୀ ମଞ୍ଜା ବେସର ତରକାରୀ ବିଷୟରେ ପ୍ରକାଶ କରାଯାଇଥିଲା । କିନ୍ତୁ…

ଅଧିକ ପଢ଼ନ୍ତୁ
Guru Gourav Radha Krishnan

ଗୁରୁ ଗୌରବ: ରାଧାକ୍ରିଷ୍ଣନ

ଗୁରୁଦିବସ । ଗୁରୁଙ୍କୁ ପୂଜା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାର ଏକ ପବିତ୍ର ଦିନଟିଏ । ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ସ୍ୱରୂପ ଏହି ଦିବସ ପାଳିତ ହୋଇଆସୁଛି । ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରିବାରେ ଗୁରୁ ହିଁ ସାଜନ୍ତି ଆଲୋକ ବର୍ତ୍ତିକା । କେବେ ଆକଟଭରା କଠୋର ଅନୁଶାସନ ତ ପୁଣି କେବେ ତାଙ୍କ ଉତ୍ସାହପ୍ରଦ ପ୍ରେରଣା ଜଣଙ୍କୁ ସାଧାରଣରୁ ଅସାଧାରଣର ମୁକୁଟ ପିନ୍ଧାଏ । ପାଠ ହେଉ କି ସଙ୍ଗୀତ ।…

ଅଧିକ ପଢ଼ନ୍ତୁ
Download Now 18th Edition of Shubhapallaba

୧୮ଶ ସଂସ୍କରଣ

୨୦୨୦ ମସିହାର ସେପ୍ଟେମ୍ବର ମାସରେ ଶୁଭପଲ୍ଲବର ୧୮ଶ ସଂସ୍କରଣ ପ୍ରକାଶ ପାଇଥିଲା । ୭୧ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୪ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Lockdown

ଲକ୍ ଡାଉନ୍

ଜୀବନଟା କେମିତି କେଜାଣି? ଟିକେ ବି ଫୁରସତ ନାହିଁ । ନିଶ୍ୱାସ ପ୍ରଶ୍ୱାସକୁ ସତେ ଅବା କିଏ ବନ୍ଦ କରିଦେଉଛି? କର୍ମଜଞ୍ଜାଳ ଭିତରେ ଛନ୍ଦି ବନ୍ଦୀ କିନ୍ତୁ ଶାନ୍ତି ନାହିଁ କି ଆତ୍ମ ସୁଖ ବି ମିଳେ ନାହିଁ? ସବୁବେଳେ କାର୍ଯ୍ୟବ୍ୟସ୍ତ । କିଛି ବୁଝାପଡ଼େନି କି କିଛି ଜାଣିବି ହୁଏନି । ସେଦିନ କାହିଁକି ଥକା ଲାଗେ? କିଛି କରିବା ପାଇଁ ଇଛା ହୁଏ ନାହିଁ । ମନରେ ବି ଆଗ୍ରହ ନାହିଁ । କେବଳ…

ଅଧିକ ପଢ଼ନ୍ତୁ