Bhabara Thakura Sri Jagannath - Bhakta Salabega (ଭାବର ଠାକୁର ଶ୍ରୀ ଜଗନ୍ନାଥ - ଭକ୍ତ ସାଲବେଗ) by Sushama Parija

ଭାବର ଠାକୁର ଶ୍ରୀ ଜଗନ୍ନାଥ – ଭକ୍ତ ସାଲବେଗ

ବିଲ, ବଣ, ନଦୀ, ପାହାଡ଼କୁ ପଛରେ ପକାଇ ଆଗେଇ ଚାଲିଥାନ୍ତି ସେ । ଅତିକ୍ରମ କରି ସାରିଥାନ୍ତି କେତେ କେତେ ମସୃଣ, ବନ୍ଧୁର ପଥ । ବାଟରେ କେବେ କଣ୍ଟାର ଆଘାତରେ ତ କେତେବେଳେ ଗୋଡ଼ି ପଥର ଆଘାତରେ ରକ୍ତାକ୍ତ ହୋଇଛି ପାଦ । ଯନ୍ତ୍ରଣାରେ ଚିତ୍କାର କରି ଉଠିଛନ୍ତି ସେ । କେବେ କେମିତି ପଥଶ୍ରମ ଜନିତ କ୍ଳାନ୍ତିରେ ଅବଶ ହୋଇ ପଡ଼ିଛି ପାଦ ଦୁଇଟି, ତଥାପି ଅଟକି ଯାଇ ନାହାଁନ୍ତି ସେ । ଆଗେଇ ଚାଲିଛନ୍ତି ଆଗକୁ, ଆଗକୁ । ଶରୀର ଥକି…

ଅଧିକ ପଢ଼ନ୍ତୁ
Odia Bhajan Loda To Srianga Dhuli (ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି) on Lord Jagannath by Rama Chandra Pradhan

ଲୋଡ଼ା ତୋ ଶ୍ରୀଅଙ୍ଗଧୂଳି

ଧନ ଲୋଡ଼ା ନାହିଁ ଜନ ଲୋଡ଼ା ନାହିଁ ଲୋଡ଼ା ତୋ ଶ୍ରୀଅଙ୍ଗ ଧୂଳି ଦେଲେ ଟିକେ ଧୂଳି ହୁଅନ୍ତି ମୁଁ ବୋଳି କରି ତୋତେ ଗଳାମାଳି… ଆରେ ଧନମାଳି ତୁ ମୋ ସୁନାଥାଳି ଦେ’ ତୁ କରୁଣା ଢାଳି ତୋ କରୁଣା ଢଳି କାଳେ ଯିବ ମିଳି ମୋ ସ୍ୱାର୍ଥପରତା ମଳି… ମନେ ତୋତେ ଭାଳି କରୁଛି ମୁଁ ଅଳି ଲିଭେଇଦେ ସ୍ୱାର୍ଥ କାଳି ଲିଭିଲେ ସେ କାଳି ସବୁ ଯିବ ଜଳି ହଟିବ ସଂସାରୁ କଳି……

ଅଧିକ ପଢ଼ନ୍ତୁ
Odia Poem Ratna Bedi Darsana (ରତ୍ନବେଦୀ ଦର୍ଶନ) by Ashutosh Meher

ରତ୍ନବେଦୀ ଦର୍ଶନ

ତୁଳସୀରେ ମନ ଅବଢ଼ାରେ ମନ ମନ ରତ୍ନ ସିଂହାସନେ ବାଇଶୀ ପାହାଚ ବଡଦାଣ୍ଡେ ଭରା ଧୂଳି ମୁଠେ ଧନ ଧନେ ॥୦॥ ସତରେ କାଳିଆ କେତେ ଦିନ ହେଲା ଦେଖି ନାହିଁ ତୋ’ର ମୁହଁ ଥୟ ଧରି ଥିବି ଆଉ କେତେ ଦିନ ମନ ଖୋଲି ତୁହି କହ ପରାଣ ଧନରେ ବଞ୍ଚିବି କେମିତି ଆଶଙ୍କା ଭରୁଛି ମନ ॥୧॥ ଦେଖୁଛି ତୋ’ ବାନା ଫର ଫର ଉଡ଼େ ହସୁଛି ସେ ନୀଳ ଚକ୍ର ସତେ କାହିଁ…

ଅଧିକ ପଢ଼ନ୍ତୁ
Odia Poem Mukti Dia (ମୁକ୍ତି ଦିଅ) by Soubhagyabati Giri

ମୁକ୍ତି ଦିଅ

ମୁକ୍ତି ଦିଅ ମୁକ୍ତି ଦିଅ ପ୍ରଭୁ ମତେ ଜନନୀର ଜଠରରୁ ନିବିଡ଼ ଘୋର ଅନ୍ଧକାରରେ କରୁଥିବା ସଂଘର୍ଷରୁ ପାପର ପଙ୍କରେ ଘାଣ୍ଟି ମୁଁ ହେଉଛି ନିତି ପାଏ ଏଠି କଷ୍ଟ ଜଲ୍ଦିଜଲ୍ଦି ପାଦ ଥାପିବା ପାଇଁକି ଡାକେ ମତେ ଧରାପୃଷ୍ଠ କ୍ଷମା ଦିଅ କ୍ଷମା ଦିଅ ମତେ ପ୍ରଭୁ ପାପର କର କ୍ଷୟ ସତ୍ୟପଥେ ଆଉ ଧର୍ମପଥେ ମୁଁ ରଖିବି ତ ସଦା ଲୟ ଧରାପୃଷ୍ଠରେ ପାଦ ଥାପିବାକୁ ଦିଅ ପ୍ରଭୁ ଅନୁମତି ସବିତା ଦର୍ଶନେ ଶପଥ…

ଅଧିକ ପଢ଼ନ୍ତୁ
Biography of Bhakta Bandhu Mohanty (ଭକ୍ତ ବନ୍ଧୁ ମହାନ୍ତି) by Ashish Kumar Swain

ଭକ୍ତ ବନ୍ଧୁ ମହାନ୍ତି

ବନ୍ଧୁ ମହାନ୍ତିଙ୍କ ଘର ଯାଜପୁର ଜିଲ୍ଲାରେ, କିନ୍ତୁ ଗ୍ରାମ ଜନଶ୍ରୁତି ଏବଂ କାବ୍ୟକାରଙ୍କ ଭିନ୍ନ ଭିନ୍ନ ମତାନୁସାରେ ମହାନ୍ତି ପାଟଣା, ପାଟ ଗ୍ରାମ, କପିଳେଶ୍ୱର ଗ୍ରାମରେ ବୋଲି ଜଣାଯାଏ । ସେ ଥିଲେ ଜାତିରେ କରଣ । ପାଞ୍ଚ ଜଣ ପ୍ରାଣୀଙ୍କୁ ନେଇ ଥିଲା ତାଙ୍କ ସଂସାର; ଦୁଇଟି ଝିଅ ଏବଂ ଗୋଟିଏ ପୁଅ । ସ୍ତ୍ରୀଙ୍କ ନାମ ମଧ୍ୟ ଭିନ୍ନ ଭିନ୍ନ ମତବ୍ୟକ୍ତ ହୁଏ । କିଏ ମାଳତୀ କହେ ତ କିଏ କନକ । ଘୋର ଅଭାବ, କ୍ଷୁଧା ଓ ଆର୍ଥିକ…

ଅଧିକ ପଢ଼ନ୍ତୁ