Odia Poem Mo Gaon (ମୋ ଗାଁ) by Chittaranjan Barik

ମୋ ଗାଁ

ପୂର୍ବାକାଶେ ବାଳରବି ଅପରୂପ ଉଷା ଛବି ଆଙ୍କି ଦେଇଅଛି ଯେହ୍ନେ ମାନସ ହସ୍ତେ, ବିଛାଇ କଂସାରି ଲତା ଶେଫାଳୀ ଶିଶିର ସ୍ନାତା କରେ ସେ ଉଷା ବନ୍ଦନା ଆନନ୍ଦ ଚିତ୍ତେ, ହାତେ ଧରି ଔତ୍ସୁକ୍ୟ ମୋତି ଅନୁପଲା ଦେଖାଏ ତା’ ବାତ୍ସଲ୍ୟ ପ୍ରୀତି ।୧। ପଶ୍ଚିମୁ ଆଦ୍ୟ ପାଇକା ତୀରରେ ହସଇ ମକା କ୍ଷେତ ଦିଶେ ଯେହ୍ନେ ଛାୟା ମିଶ୍ରିତ ଛବି, ନବବଧୂ ସ୍ନାନ ସାରି ଲାଜକୁଳି ଲତା ପରି ଯାଆନ୍ତି ନିଜ କୁଟିରେ ବିଭୁଙ୍କୁ ଭବି,…

ଅଧିକ ପଢ଼ନ୍ତୁ
Odia Story Bhruna (ଭ୍ରୁଣ) by Sudhanshu Shekhar Dwibedi

ଭ୍ରୁଣ

ଗର୍ଭକୁ ଆସିବାପରେ ମମ୍ମି ଅଭିମାନ କଲା । ପାପା କହିଲେ ଘରେ ବହୁତ ଲୋକ ହୋଇଗଲେଣି ଆଉ ପିଲା ଦରକାର ନାହିଁ । ମା’ ଗର୍ଭରେ ରହି ସେ ଜାଣିପାରୁଥାଏ ଲୋକମାନେ ବଡ଼ ଅଜବ ଢଙ୍ଗରେ ଭାବି ହେଉଛନ୍ତି । ସେଥିପାଇଁ ମମ୍ମି ଚିନ୍ତାଶୀଳ ହୋଇଯାଏ । ମୋର ଅସ୍ଥିରତା ଏବଂ ଗର୍ଭରେ ଅବ୍ୟବସ୍ଥିତ ଅବସ୍ଥା ତାକୁ ଅଜଣା ଉଷ୍ଣତାରେ ଭରିଦିଏ । ପରନ୍ତୁ ପାପା ନିକଟରେ ଥିଲେ ଏକ ଅଜଣା ଭୟରେ ସେ ଅସ୍ତ ସୂର୍ଯ୍ୟର…

ଅଧିକ ପଢ଼ନ୍ତୁ
Odia Poem Mo Gaon Mo Utkala Mati (ମୋ ଗାଁ ମୋ ଉତ୍କଳ ମାଟି) by Basantilata Jena

ମୋ ଗାଁ ମୋ ଉତ୍କଳ ମାଟି

ମୋ ଉତ୍କଳ ମାଟି ପୁଣ୍ୟ ତୀର୍ଥ ମୋର ଜନମିଲି ତା’ କୋଳର ମୋ ଗାଆଁର ମାଟି ସବୁଠୁ ସୁନ୍ଦର ସବୁଜିମା ଭରପୂର ।୧। ମୋ ଗାଆଁର ଲୋକ ଭାଇ ଚାରା ନେଇ ଏକାଠି ମେଳି ହୁଅନ୍ତି ପୁନେଇ ପରବ ପାଳନ କରନ୍ତି ଗଣ୍ଡ ଗୋଳ ନ କରନ୍ତି ।୨। ସୁଖରେ ଦୁଃଖରେ ଠିଆ ହୋଇ ଥା’ନ୍ତି ଜଣେ ଜଣଙ୍କ ପାଖର ଭଲ ମନ୍ଦ କଥା ବୁଝିଣ ଥାଆନ୍ତି ଭାବି ନିଜ ପରିବାର ।୩। ଏ ଉତ୍କଳ ମାଟି…

ଅଧିକ ପଢ଼ନ୍ତୁ
Odia Poem Prema Upahara (ପ୍ରେମ ଉପହାର) by Ashutosh Meher

ପ୍ରେମ ଉପହାର

ଫୁଲ ଉପହାର ଦେଲ ସିନା ସଖୀ କଣ୍ଟା ଫୋଡ଼ିଗଲା ହାତେ, ଫୁଲ ଝାଉଁଳିଲା ରଙ୍ଗ ଉଡ଼ିଗଲା ଦାଗ ରହିଗଲା ସତେ ॥ କଣ୍ଟା ଫୁଲେ ଥିଲା ତୁମ ଦୋଷ କ’ଣ ତା’ରି ରଙ୍ଗେ ମନ ତୋଷ ସେଇ କଥା ଏକା ହୃଦୟରେ ଭରେ ରହି ହୁଏ ଅବଶୋଷ ॥ ସେ ଫୁଲ ପାଖୁଡ଼ା ପରଶେ ଲାଗଇ ସତେ କିବା ହୃଦ ତୁମ ସୁଗନ୍ଧରେ ଭରା ଭୁରୁ ଭୁରୁ ବାସ ମହକେ ପ୍ରେମିକା ନାମ ॥ ଦାଗ ଲଭିବାରେ…

ଅଧିକ ପଢ଼ନ୍ତୁ
Odia Poem Bhaba Bhaktira Mulya (ଭାବ ଭକ୍ତିର ମୂଲ୍ୟ) by Kapileswar Mishra

ଭାବ ଭକ୍ତିର ମୂଲ୍ୟ

କୁଆଁ ତାରା ଉଇଁବାକୁ ଆହୁରି ଘଡ଼ିଏ ରାତି ଅଛି ବୋଧେ ! ଚାଉଁକିନା ନିଦ ଭାଙ୍ଗି ଗଲା । ହାତ ବୁଲାଇ ଆଣିଲା ବେଳକୁ ଦେହ ମୁହଁ ସବୁ ଝାଳ । ଏ ପର୍ଯ୍ୟନ୍ତ ସ୍ୱପ୍ନର ଆବେଗ କଟିନାହିଁ ବୋଧହୁଏ !! ରହି ରହି ବର୍ଷା ଅସରା ହେଲା ଭଳି ମନକୁ ଭିଜେଇ ଦେଉଛି ସ୍ୱପ୍ନର ବୃତ୍ତାନ୍ତମାନ । ମନ ଯେମିତି ଖୋଜି ବୁଲୁଛି ସ୍ୱପ୍ନର ସେଇ ଶୀହରଣମାନଙ୍କୁ… ସ୍ୱପ୍ନର ଢେଉକୁ ଓ ବେଳାଭୂମିରେ ମଥା ପିଟୁଥିବା…

ଅଧିକ ପଢ଼ନ୍ତୁ