Odia Poem Garabe Kahibi Odiapua Mun (ଗରବେ କହିବି ଓଡ଼ିଆପୁଅ ମୁଁ) by Tapan Dixit

ଗରବେ କହିବି ଓଡ଼ିଆପୁଅ ମୁଁ

“ଗରବେ କହିବି ଓଡ଼ିଆପୁଅ ମୁଁ ଓଡ଼ିଆ ମୋ ମାତୃଭାଷା ଯାହାର ପବନ ପ୍ରତି ନିଶ୍ୱାସେ ମୋ ପାଣି ଯା’ ଶୋଣିତେ ମିଶା” ମଳୟରେ ଯା’ର ତୁଳସୀ ମହକ ଭକତିର ଛୁଆଁ ଦିଏ ଗାଈଆଳ ପିଲା ନିତି ସଞ୍ଜେ ଯହିଁ ମୁରଲୀ ବଜାଇ ଯାଏ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଯହିଁ ଅଇଁଠା ଅବଢ଼ା ଖାଇ ପ୍ରେମ ବାଣ୍ଟୁଥାନ୍ତି ସଭିଏଁ ଯେଉଁଠି ଆନନ୍ଦେ ବିଭୋର ହୋଇ । ଯାହାର ଠାକୁର ଜଗତର ନାଥ ସାଗର ଯା’ ମହୋଦଧି…

ଅଧିକ ପଢ଼ନ୍ତୁ
Odia Poem Abastaba Kabita (ଅବାସ୍ତବ କବିତା) by Hrushikesh Swain

ଅବାସ୍ତବ କବିତା

କଳ୍ପନାର ଉଦ୍ୟାନରେ ମୋ କବିତା ଯଦି ହେଇଥାନ୍ତା ଫୁଲ, ଶବ୍ଦର ରଙ୍ଗସବୁ ତା’ ପାଖୁଡ଼ା ଅଧରେ ଛନ୍ଦର ରାଗିଣୀ ଛନ୍ଦି ପ୍ରଜାପତି ଡେଣାରେ ତା’ ସୁରଭିରେ ହରଷି ସରାଗ ହୃଦୟ ଆବେଶେ କରନ୍ତା ବସନ୍ତର ସ୍ୱାଗତ, ଗୋପନରେ ଗାଇ ମଧୁଗୀତ । ଆଞ୍ଜୁଳାଇ ଶବ୍ଦ ସାଥେ ସ୍ୱପ୍ନରଙ୍ଗ ବୋଳି ଫିଙ୍ଗି ଦିଅନ୍ତି ଯଦି ଆକାଶକୁ ଲକ୍ଷ କରି, ବିନ୍ଦୁ ବିନ୍ଦୁ ରୂପେଲି ବରଷାରେ ମିଶି ପୁଣି ପଡ଼ିଯାନ୍ତେ ଝରି ଝିଲିମିଲି ରଞ୍ଜିତ ମନ ଆକାଶରେ କବିତାରେ ସ୍ୱପ୍ନ…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 14th Edition

✍ ଚତୁର୍ଦ୍ଦଶ ସମ୍ପାଦକୀୟ

ପାହାନ୍ତି ପହରୁ ଚଳଚଞ୍ଚଳ ଦେଖିଛ କି ତୁମେ କାରେ ବର୍ଷା କାକର ଖାତିରି ନକରି ହୋଇଥାଏ ଏକାକାରେ ହସାଇ ଦେବାକୁ ଶୁଷ୍କ ଭୂମିରେ ସବୁଜିମାର ଢେଉ ପାଣି ଫଟାଇ ରକତ ନିଗାଡ଼େ କଷଣ ଯେତେ ସେ ପାଉ କେବେ ଥକେ ନାହିଁ ଦୁଇ ହାତ ତା’ର ଜଗତର ହିତ ପାଇଁ… ଶ୍ରମିକ ଭାଇ… ସେ ପରା ଆମ ଶ୍ରମିକ ଭାଇ… କେତେ ତା’ ବିତିଛି ତନ୍ଦ୍ରା ଆଖିରେ ସୁପ୍ତ ରାତି କେତେ ସେ ଦେଖିଛି ଜାଗ୍ରତ ଦିନ…

ଅଧିକ ପଢ଼ନ୍ତୁ
bhagaban-tame-bi-bhul

ଭଗବାନ ତମେ ବି ଭୁଲ

ଏ କାହାଣୀର ନାଁ ଶୁଣି ଆପଣମାନଙ୍କୁ ଲାଗୁଥିବ ଏମିତି କେବେ କ’ଣ ହେଇପାରେ, ଯୋଉଠି ଭଗବାନ ବି ଭୁଲ ହେଇପାରନ୍ତି ! ଆଉ ତା’ଠୁ ଆଶ୍ଚର୍ଯ୍ୟର କଥା, କିଏ ସେ ମଣିଷ ଯେ ଭଗବାନଙ୍କୁ ଭୁଲ କହୁଛି? ନିହାତି ତା’ ମନରେ ବହୁତ ପାପ ଭରିକି ରହିଥିବ । ଏ କାହାଣୀ କାହା କଳ୍ପନାର ନୁହଁ, ଏ କାହାଣୀ ହେଉଛି ଗୋଟେ ଫୁଲ ପରି ନିଷ୍ପାପ ହୃଦୟ ଥିବା ଛୋଟ ଝିଅର ଜୀବନ କାହାଣୀ । ଯେଉଁଟି…

ଅଧିକ ପଢ଼ନ୍ତୁ
Mandia-Jau (ମାଣ୍ଡିଆ ଜାଉ) recipe in Odia

ମାଣ୍ଡିଆ ଜାଉ

ଅତ୍ୟଧିକ ଗରମରେ ଶରୀରକୁ ସୁସ୍ଥ ରଖିବା ପାଇଁ ଆଦିମ କାଳରୁ ମଣିଷ ବିଭିନ୍ନ ଖାଦ୍ୟ ଶସ୍ୟର ପ୍ରୟୋଗ କରି ଆସୁଛି । ମାଣ୍ଡିଆ ଏକ ଶସ୍ୟ ଯାହା ଓଡ଼ିଶାରେ ପ୍ରାଚୀନ କାଳରୁ ଅମଳ କରାଯାଏ । ଶରୀରକୁ ଥଣ୍ଡା ରଖିବା ସହିତ ଏହାର ଅନେକ ଔଷଧୀୟ ଗୁଣ ଅଛି । ସେଥିପାଇଁ ଏହାକୁ ଖରାଦିନେ, ପଶ୍ଚିମ ଓଡ଼ିଶାରେ ଜାଉ ତିଆରି କରିକି ଖାଇଥାନ୍ତି । ଆସନ୍ତୁ ଜାଣିବା ଏଠି ଏକ ପଶ୍ଚିମ ଓଡ଼ିଶାର ବହୁତ ପୁରୁଣା ମାଣ୍ଡିଆ…

ଅଧିକ ପଢ଼ନ୍ତୁ