କନ୍ଥା

ଆଜି ଯେତେ ଦୂରେଥିଲେ ଦୂରତା ସାଜେନା ବାଧକ 4ଜି ନେଟ୍ଓର୍କ କି ଜିଅ ଫୋନ୍ ସମସ୍ତଙ୍କଠାରୁ ଉର୍ଦ୍ଧ୍ୱରେ ଯାହାର କଥା, ସେ ମୋ ମା’ର ପୁରୁଣା ଲୁଗାରେ ତିଆରି କନ୍ଥା… ମା’ କୋଳରେ ଶୁଇବାର ନିଦ ତା’ ଆଲିଙ୍ଗନରେ ଅପୂର୍ବ ଶାନ୍ତି ସବୁ ଏବେ ଏବେ ଅନୁଭବ ହୁଏ ଦୂରେଇଯାଏ ବ୍ୟଥା, ଯେବେ ମୋ ପାଖରେ ଥାଏ ମୋ ମା’ ହାତତିଆରି କନ୍ଥା… ତା’ ପିନ୍ଧା ଲୁଗାର ବାସ ମୋ ପାଇଁ ତା’ ମମତାର ନିଶ୍ୱାସ ତା’…

ଅଧିକ ପଢ଼ନ୍ତୁ
Odia Poem Kana Boli Bhabicha Ki (କଣ ବୋଲି ଭାବିଚ କି) by Pallavi Pujapanda

କ’ଣ ବୋଲି ଭାବିଚ କି !

ଭାବିଚ କି, କର ନଜର ଦୂର ଦୂର ମନେ ମୋର ଟାଣିଦେବ ଲକ୍ଷ୍ମଣର ଗାର ! ଦିନରାତି ଏକ କରି ସବୁ କାମକୁ ପଛ କରି ନିଇତି ଘାଣ୍ଟୁଛି ତମ ପ୍ରୋଫାଇଲ, ମୁଁ ବି ଦେଖୁଛି ମ ଦେଉଅଛ କେଉଁ ଦେବାଦେବୀ ଚିତ୍ରରେ କମେଣ୍ଟ ଆଉ ଦିଲ୍ ! ନଜରରେ ପଡ଼ିଛି ବି ଡେଣା ଥାପି ସାରିଲାଣି ଫୁରଫୁର୍ ଫରେନ୍ ଚଢ଼େଇ, ଏସନ ଆସ ତ, ନଛାଡ଼ିଛି ଯଦି ହାତରେ ପାଦରେ ଡେଉଁରିଆ ପିନ୍ଧେଇ ମୋ ନାଁ…

ଅଧିକ ପଢ଼ନ୍ତୁ
Odia Poem E Kemitika Nuabarsa Asichhi (ଏ କେମିତିକା ନୂଆ ବର୍ଷ ଆସିଛି) by Tara Rani Nayak

ଏ କେମିତିକା ନୂଆ ବର୍ଷ ଆସିଛି

କ୍ୟାଲେଣ୍ଡର ବଦଳିବା ସାଥିରେ ଆଉ କ’ଣ କିଛି ବଦଳିଛି? ସବୁ ଯେମିତି ଥିଲା, ଆଜିବି ସେମିତି ଅଛି । ଆଜିବି କନ୍ୟା ଭ୍ରୁଣ ହତ୍ୟା ହେଉଛି ନୂଆ ବୋହୂଟିଏ ଜଳୁଛି ରାସ୍ତା କଡ଼ରେ, କଣ୍ଟା ବୁଦାରେ ନିଷ୍ପାପ ଶିଶୁ ଗଡ଼ୁଛି ଏ କେମିତିକା ନୂଆ ବର୍ଷ ଆସିଛି? ଆଜିବି ବୃଦ୍ଧା ଆଶ୍ରମରେ ବୁଢ଼ା ବାପାମା’ ଦିନ କଟୁଛି ଯୋୖଥ ପରିବାର, ଆଇ ମା’ କାହାଣୀ ଇତିହାସେ ଲେଖା ଚାଲିଛି । ଏ କେମିତିକା ନୂଆ ବର୍ଷ ଆସିଛି?…

ଅଧିକ ପଢ଼ନ୍ତୁ
Odia Poem Ketedina Emiti (କେତେଦିନ ଏମିତି) by Ramesh Chandra Behera

କେତେଦିନ ଏମିତି

କେତେଦିନ ଏମିତି ଆଦର୍ଶର ମୁଖା ପିନ୍ଧି ଭିଆଣ ଅଭିନୟ କରି ମିଠା ମିଠା କଥା କହି ଅନ୍ୟ ଠୁଁ କାରତାଳି ଶୁଣିବାକୁ ଭଲ ପାଉଥିବ? କେତେଦିନ ଏମିତି କାମ, କ୍ରୁଧଃ, ଲୋଭ ମଦ, ମାଧୁର୍ଯ୍ୟରେ ଲିପ୍ତ ରହୁଥିବା ଲୋକ ଆଦର୍ଶର ମଣିଷର ଅଭିନୟ କରି ମିଛ ସମ୍ପର୍କ କରି ଚାଲିବ ପୁଣି ଦୂରେଇ ଯାଉଥିବ? କେତେଦିନ ଏମିତି ନାଟକ କରି ଚାଲିବ ଲୋଭ, ସ୍ୱାର୍ଥପରତାରେ ନିଜ ଆଭିଜାତ୍ୟକୁ ଭୁଲି ଯାଇ ସମସ୍ୟାରେ ସମସ୍ୟାକୁ ସୃଷ୍ଟି କରି ନିଜ…

ଅଧିକ ପଢ଼ନ୍ତୁ
Odia Story Anubhav (ଅନୁଭବ) by Purnima Lenka

ଅନୁଭବ

ବିଜୁଳିର ତୀକ୍ଷ୍ଣ ଶବ୍ଦ କାନକୁ ସ୍ପର୍ଶ କଲା ପରେ ଛାତିର ସ୍ପନ୍ଦନଟି ବଢ଼ି ଗଲା ତା’ର ପର ମୁହୂର୍ତ୍ତରେ ହଠାତ ମୋ’ ନିଦଟା ଭାଙ୍ଗିଗଲା । କିଛିକ୍ଷଣ ପାଇଁ କିଛି ବୁଝି ପାରିଲିନି, ଚିନ୍ତା କରିବାର କ୍ଷମତା ହରେଇ କିଛି ସମୟ ବିଛଣାରେ ପଡ଼ି ରହିଲି, କିଛି ସମୟ ନୀରବତା ପରେ ନିଜକୁ ଚେତନାରେ ଆଣି ଝରକା ପାଖକୁ ଯାଇ ଦେଖେ ତ ପ୍ରବଳରୁ ଅତି ପ୍ରବଳ ବର୍ଷା । ପଛକୁ ବୁଲି କାନ୍ଥ ଘଣ୍ଟାରେ ଦୃଷ୍ଟି…

ଅଧିକ ପଢ଼ନ୍ତୁ