Odia Poem Asa Ke Kutika Chita (ଆସ କେ କୁଟିବ ଚିତା) by Sasmita Pradhan

ଆସ କେ କୁଟିବ ଚିତା

ପସରା ମୁଣ୍ଡେଇ କେଲୁଣୀ ବୁଢ଼ୀ ଆସ ଝିଅ, ବୋହୂ ଛାଡ଼ଇ ରଡ଼ି ॥ ଆସ କେ କୁଟିବ ଦେହରେ ଚିତା ରାଧାକୃଷ୍ଣ ଅବା ଶ୍ରୀରାମ ସୀତା ॥ ଥିରି ଥିରି କରି ଦେବି ମୁଁ କୁଟି ରହିଥିବ ସଦା ଅଭୁଲା ସ୍ମୃତି ॥ ପିମ୍ପୁଡି କାଟିଲା ପରି ଲାଗିବ ଦିନେ ଦୁଇ ଦିନ ପୀଡ଼ା ରହିବ ॥ ତା’ପରେ ଦିଶିବ ଭାରି ସୁନ୍ଦର ଝଟକୁ ଥିବ ସେ ଦେହେ ତୁମର ॥ ଚିତା କୁଟା ମୋର କୁଳ…

ଅଧିକ ପଢ଼ନ୍ତୁ
Odia Poem Cha Cup re Prema (ଚା' କପ୍‌ରେ ପ୍ରେମ) by Tika Govind

ଚା’ କପ୍‌ରେ ପ୍ରେମ

କେବଳ ଝଡ଼ ଉଠେନି, ଅପେକ୍ଷିତ ହୃଦୟଟେ ମିଳିଲେ ଚା’ କପରେ ପ୍ରେମ ବି ହୁଏ । ଆଖିରେ ଦେଖି ହୁଏ ଉତୁରୁଥିବା ପ୍ରେମ ଆଙ୍ଗୁଠିରେ ଛୁଇଁହୁଏ ଉଷ୍ମତା, ଓଠରେ ଚାଖି ହୁଏ ସ୍ୱାଦ, କେବଳ ଅନୁଭବ ହିଁ କରିହୁଏ ହୃଦୟର ଅଭ୍ୟନ୍ତରକୁ ଛୁଉଁଥିବା ସେ ମିଠା ଗୋଟେ ବାସ୍ନା । ଠିକ ସେଥିପାଇଁ ବୋଧେ କେହି ଜଣେ ଦେଖା ହେଲେ ହିଁ ପାଟିରୁ ବାହାରେ “ଗୋଟେ କପ୍ ଚା’ ହେଇଯାଉ?” – ଟିକାଗୋବିନ୍ଦ ମହାନ୍ତ

ଅଧିକ ପଢ଼ନ୍ତୁ
Odia Story Bala Budha (ବାଲା ବୁଢ଼ା) by Avijit Sahu

ବାଲା ବୁଢ଼ା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର…

ଅଧିକ ପଢ଼ନ୍ତୁ
Odia Poem Khoje Mun Tumaku (ଖୋଜେ ମୁଁ ତୁମକୁ) by Basumati Sahoo

ଖୋଜେ ମୁଁ ତୁମକୁ

ଖୋଜେ ମୁଁ ତୁମକୁ ତୁମ ହାତରେ ହାତ ଛନ୍ଦିବାକୁ ପାଦରେ ପାଦ ମିଶେଇ ଚାଲିବାକୁ କହିବା ପୂର୍ବରୁ କଷ୍ଟ ଜାଣିବାକୁ । ଖୋଜେ ମୁଁ ତୁମକୁ ମୋ ଅର୍ଥହୀନ କଥାରେ ହସିବାକୁ ଦୁଃଖକୁ ମୋର ଅନୁଭବ କରିବାକୁ ଆଖି ଦେଖି ମନ କଥା ପଢ଼ିବାକୁ । ଖୋଜେ ମୁଁ ତୁମକୁ ରାଗିବା ପର୍ଯ୍ୟନ୍ତ ରଗେଇବାକୁ ଟିକିଏ ଖୁସିରେ ମନେ ପକେଇବାକୁ ନିଷ୍ପତ୍ତି ନେବା ଆଗରୁ ପଚାରିବାକୁ । ଖୋଜେ ମୁଁ ତୁମକୁ ସବୁ କଥାରେ ମୋ ସହ…

ଅଧିକ ପଢ଼ନ୍ତୁ