Odia Poem Ma Pain Kabita (ମା' ପାଇଁ କବିତା) by Nirmal Sahu

ମା’ ପାଇଁ କବିତା

ତୋ’ର ଛବି ଉଙ୍କିମାରେ ଏହି ଜୀବନେ ପଥେ ମନଲୋଭା ବାତ୍ସଲ୍ୟର ମୋହ ସୁମଧୁର କରତାଳ ସହ । ଭଲ ପାଇବାର ସେ ଆତ୍ମୀୟତା ପଣତେ ତା’ର ସ୍ୱପ୍ନଭିଜା ରଙ୍ଗୀନ ଫଗୁଣ ଆଖିରେ ରହିଛି ତା’ର ଅନନ୍ତ ଇସାରା ମୋହରେ ବାନ୍ଧି ହୋଇଛି ତ୍ରିବେଣୀ ମୁହାଣ । ପରିବାରକୁ ନିଜ ସ୍ୱପ୍ନ ଦେଇ ସମ୍ଭାଳିଛି ନକରି ବେଳ-ଅବେଳ କରିନି ବାହାନା ବଞ୍ଚିବାର ସଂଘର୍ଷ ନେଇ ରହିଛି ଆମ ସହ ଚିର ତିଳ ଜଞ୍ଜାଳ ସହ । ଆଗରେ ଜୀବନର ଅନେକ ପଥ ମା’ର…

ଅଧିକ ପଢ଼ନ୍ତୁ
Odia Poem Premara Mane (ପ୍ରେମର ମାନେ) by Madhumita Mishra

ପ୍ରେମର ମାନେ

ପଚାରିଦେଲା ସେ ଫିସ୍ ଫିସ୍ କରି, “ପ୍ରେମର ମାନେଟି କ’ଣ??” କହିଦେଲି ମୁଁ ଯେ ଫୁସ୍ ଫୁସ୍ କରି, “ଆପେ ଆପେ ତୁମେ ଜାଣ…” ତା’ ପରେ ଚାଲିଲା ତମତମ ହୋଇ, ଡାକିଲି ପକେଇ ରାଣ । ପଛକୁ ବୁଲି ମୁହଁକୁ ମୋଡ଼ିଲା; କହିଲି, “ତୁମେ ତ ମୋର ଜୀବନ… ତୁମେ ମୋର ମନ ତୁମେ ତ ମୋ ପ୍ରାଣ ତୁମେ ମୋର ଗଣ୍ଠିଧନ ତୁମକୁ କହୁଛି ବୁଝେଇ ଶୁଣ ଗୋ ତୁମେ ମୋର ପ୍ରୀତି ପ୍ରେମ ।” ମନକୁ…

ଅଧିକ ପଢ଼ନ୍ତୁ
Odia Festival Bada Osha (ବଡ଼ଓଷା) Katha

ବଡ଼ଓଷା କଥା

୧୨ ମାସରେ ୧୩ ପର୍ବ କାହିଁକି ୨୩ ନୁହେଁ ୩୩ ଠାରୁ ବି ଅଧିକ ପର୍ବପାଳନ ହୁଏ ଓଡ଼ିଶାରେ । ତନ୍ମଧ୍ୟରୁ କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ପାଳନ ହେଉଥିବା ବଡ଼ଓଷା ହେଉଛି ଅନ୍ୟତମ । ଏହିଦିନ ବାବା ଧବଳେଶ୍ୱରଙ୍କ ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ବାବା ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି । ବଡ଼ ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍ଥାନ ଏକାଦଶୀ ପରେ ପାଳିତ ହୋଇଥାଏ । ହରିଶୟନ…

ଅଧିକ ପଢ଼ନ୍ତୁ
Odia Poem Boita Bandana (ବୋଇତ ବନ୍ଦାଣ) by Mamata Sahu

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ ହୁଅଇ ପାଳନ କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆ ଘରର ପୂର୍ବ ପରମ୍ପରା ରହିଅଛି ଚିର ଦିନ ॥ ପୂରୁବ କାଳରେ ସାଧବ ମାନେ ଯେ ବୋଇତରେ ଯାଉଥିଲେ ବିଦେଶକୁ ଯାଇ ବ୍ୟବସାୟ କରି ଧନରତ୍ନ ଆଣୁଥିଲେ ॥ ଯାଉଥିଲେ ହସି କାର୍ତ୍ତିକ ମାସରେ ଫେରୁଥିଲେ ଆଷାଢ଼ରେ ହରଷ ଚିତ୍ତରେ ବାଣିଜ୍ୟ କର୍ମକୁ କରୁଥିଲେ ସୁମାର୍ଗରେ ॥ ମନାସୀ ମନରେ ଶୁଭ କାମନା ଯେ ଧରିଣ ବନ୍ଦାଣ ଥାଳି ବନ୍ଦାଉ ଥିଲେ ଝିଅ ବୋହୂ ମିଶି…

ଅଧିକ ପଢ଼ନ୍ତୁ
Odia Story Pratikshara Pratiksha (ପ୍ରତୀକ୍ଷାର ପ୍ରତୀକ୍ଷା) by Kumar Gourab Adhikari

ପ୍ରତୀକ୍ଷାର ପ୍ରତୀକ୍ଷା

“ପ୍ରୟାସ, ୨୩.୦୯.୨୦୦୨ କେମିତି ଅଛ ତୁମେ? ଆଶା କରୁଛି ଭଲରେ ଥିବ । ଏଥର ଦୁର୍ଗାପୂଜାରେ ତୁମେ ଆସିବ ନା ଗାଁକୁ? ଦୁଇ ବର୍ଷରୁ ଆସିନାହଁ ତୁମେ । ଏଥର ନ ଆସିଲେ ମୁଁ ଆଉ ତୁମ ସହ କଥା ହେବିନି । ମୋ ସହ ଥରଟିଏ ଦେଖା କରିବାକୁ ଆସିବ ନା? ଜାଣିନି ଆମେ ଆଉ କେବେ ବି ଦେଖା କରି ପାରିବା କି ନା । ଏ ଜନ୍ମରେ ହୁଏତ ଆଉ ଦେଖା ନ ହେଇପାରେ । ଡାକ୍ତର ବାବୁ କହୁଥିଲେ…

ଅଧିକ ପଢ଼ନ୍ତୁ