Odia Festival Bada Osha (ବଡ଼ଓଷା) Katha

ବଡ଼ଓଷା କଥା

୧୨ ମାସରେ ୧୩ ପର୍ବ କାହିଁକି ୨୩ ନୁହେଁ ୩୩ ଠାରୁ ବି ଅଧିକ ପର୍ବପାଳନ ହୁଏ ଓଡ଼ିଶାରେ । ତନ୍ମଧ୍ୟରୁ କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ପାଳନ ହେଉଥିବା ବଡ଼ଓଷା ହେଉଛି ଅନ୍ୟତମ । ଏହିଦିନ ବାବା ଧବଳେଶ୍ୱରଙ୍କ ପୀଠରେ ବିଶେଷ ପୂଜା ଅନୁଷ୍ଠାନ କରାଯାଏ ଓ ବାବା ଧବଳେଶ୍ୱର ବଡ଼ସିଂହାର ରୂପରେ ଦର୍ଶନ ଦିଅନ୍ତି । ବଡ଼ ଓଷା ଭୀଷ୍ମ ପଞ୍ଚକ ମଧ୍ୟରେ ବଡ଼ ଏକାଦଶୀ ବା ଦେବ ଉତ୍ଥାନ ଏକାଦଶୀ ପରେ ପାଳିତ ହୋଇଥାଏ । ହରିଶୟନ…

ଅଧିକ ପଢ଼ନ୍ତୁ
Odia Poem Boita Bandana (ବୋଇତ ବନ୍ଦାଣ) by Mamata Sahu

ବୋଇତ ବନ୍ଦାଣ

ବୋଇତ ବନ୍ଦାଣ ହୁଅଇ ପାଳନ କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆ ଘରର ପୂର୍ବ ପରମ୍ପରା ରହିଅଛି ଚିର ଦିନ ॥ ପୂରୁବ କାଳରେ ସାଧବ ମାନେ ଯେ ବୋଇତରେ ଯାଉଥିଲେ ବିଦେଶକୁ ଯାଇ ବ୍ୟବସାୟ କରି ଧନରତ୍ନ ଆଣୁଥିଲେ ॥ ଯାଉଥିଲେ ହସି କାର୍ତ୍ତିକ ମାସରେ ଫେରୁଥିଲେ ଆଷାଢ଼ରେ ହରଷ ଚିତ୍ତରେ ବାଣିଜ୍ୟ କର୍ମକୁ କରୁଥିଲେ ସୁମାର୍ଗରେ ॥ ମନାସୀ ମନରେ ଶୁଭ କାମନା ଯେ ଧରିଣ ବନ୍ଦାଣ ଥାଳି ବନ୍ଦାଉ ଥିଲେ ଝିଅ ବୋହୂ ମିଶି…

ଅଧିକ ପଢ଼ନ୍ତୁ
Odia Story Pratikshara Pratiksha (ପ୍ରତୀକ୍ଷାର ପ୍ରତୀକ୍ଷା) by Kumar Gourab Adhikari

ପ୍ରତୀକ୍ଷାର ପ୍ରତୀକ୍ଷା

“ପ୍ରୟାସ, ୨୩.୦୯.୨୦୦୨ କେମିତି ଅଛ ତୁମେ? ଆଶା କରୁଛି ଭଲରେ ଥିବ । ଏଥର ଦୁର୍ଗାପୂଜାରେ ତୁମେ ଆସିବ ନା ଗାଁକୁ? ଦୁଇ ବର୍ଷରୁ ଆସିନାହଁ ତୁମେ । ଏଥର ନ ଆସିଲେ ମୁଁ ଆଉ ତୁମ ସହ କଥା ହେବିନି । ମୋ ସହ ଥରଟିଏ ଦେଖା କରିବାକୁ ଆସିବ ନା? ଜାଣିନି ଆମେ ଆଉ କେବେ ବି ଦେଖା କରି ପାରିବା କି ନା । ଏ ଜନ୍ମରେ ହୁଏତ ଆଉ ଦେଖା ନ ହେଇପାରେ । ଡାକ୍ତର ବାବୁ କହୁଥିଲେ…

ଅଧିକ ପଢ଼ନ୍ତୁ
Odia Poem Priyatama Priti (ପ୍ରିୟତମା ପ୍ରିତୀ) bu Akshay Rath

ପ୍ରିୟତମା ପ୍ରିତୀ

ନିଝୁମ୍ ରାତିର ପ୍ରିୟତମା ପ୍ରିତୀ, ରାତିର ରାତିରେ ପ୍ରେମ ସେ କରୁଛି… ପ୍ରେମରେ ଭରା ମଧୁଚନ୍ଦ୍ରିକାର ସ୍ପର୍ଶ, ପ୍ରେମିକ ମନକୁ ମୋ ପାଗଳ କରୁଛି… ଆଖି ଖୋଲିଦେଲେ ଏକା ହୋଇଯାଏ, ପ୍ରିୟତମା ପ୍ରିତୀ ପାଖୁ ଲିଭିଯାଏ… ରଙ୍ଗଭରା ସ୍ୱପ୍ନ ବେରଙ୍ଗ ରାତିର, ଅନ୍ଧାର ଭିତରେ ତୁଟି ହଜିଯାଏ… ଝରକା ସେପାଖ ରୂପେଲି ଜହ୍ନରେ, ପ୍ରେମିକାର ମୁଖ ଖୋଜି ଖୋଜି ପ୍ରାୟ… ଅଳ୍ପ ଅଳ୍ପ ତା’ ରୂପର ବର୍ଣ୍ଣନା, କରିଚାଲେ ମୋ ପ୍ରେମିକ ହୃଦୟ… – ଅକ୍ଷୟ ରଥ

ଅଧିକ ପଢ଼ନ୍ତୁ
Odia Poem Padoshi (ପଡ଼ୋଶୀ) by Saroj Kumar Sahoo

ପଡ଼ୋଶୀ

ଦୁଃଖକୁ ନେଇଣ ସୁଖରୁ ମୁଠାଏ ପାରେନା ସିନା ସେ ଅଜାଡ଼ି ପରିବାର ମଧ୍ୟେ ହେଲେ ମତାନ୍ତର ସହଜରେ ଦିଏ ସଜାଡ଼ି । ଭୁଲାଇ ଦିଏ ସେ କ୍ଷଣିକ ମଧ୍ୟରେ ଥାଅ ଯେତେ ଦିନ ରୁଷିକି ଭାବ ଦିଆନିଆ ହୋଇଯାଏ ଯଦି ପଦେଅଧେ କେବେ ବସିକି । ତେଲଲୁଣ ଠାରୁ ଘରକରଣା ବି ବଖାଣି ଦିଏ ସେ ଆଗରେ ଚୋରା ପିରତିର ଖୋଲେ ବି ଗୁମର ସବୁଠୁ ନିଆରା ଢଙ୍ଗରେ । ପୁନେଇଁ ପରବେ ହେଲେ ପିଠାପଣା ଖଣ୍ତେ ଅଧେ ଦିଏ ଯାଚିକି…

ଅଧିକ ପଢ଼ନ୍ତୁ