Samayaku Ki aba Bharasa (ସମୟକୁ କି ଅବା ଭରସା) by Gyana Ranjan Panda

ସମୟକୁ କି ଅବା ଭରସା

ଛାତ ଉପରେ ବସି ରାତିର ଅନ୍ଧାରରେ ଆକାଶର ବିଶାଳତାକୁ ପରଖୁଥିଲି । ଆକାଶରେ ଝଲସୁଥିବା ଟିକି ଟିକି ତାରାମାନେ ଅତି ଛୋଟ ଛୋଟ ଦିଶୁଥିଲେ ବି ସେମାନେ ବାସ୍ତବରେ ବହୁତ ବିଶାଳ । ଏହି ସୀମାହୀନ ଆକାଶରେ କେତେ ଯେ ବଡ଼ ବଡ଼ ଗ୍ରହ ଏବଂ ତାରା ପୁଞ୍ଜ ଅଛନ୍ତି ତାହା କେବଳ ସେହି ବିଶ୍ୱ ନିୟନ୍ତାଙ୍କୁ ଜଣା । ଏତେ ବଡ଼ ବିଶାଳ ବିଶ୍ୱ ତୁଳନାରେ ମୋର ଅବସ୍ଥିତି କେତେ ଯେ ନଗନ୍ୟ ତାହା ସହଜରେ ଅନୁମେୟ । ଏହି ଅନନ୍ତ…

ଅଧିକ ପଢ଼ନ୍ତୁ
Odia Poem Shakuni (ଶକୁନି) by Smrutiranjan Barik

ଶକୁନି

ପଶାପାଲି ଚକ୍ଷୁଅଗ୍ରେ ପ୍ରବେଶଇ ମନେ, ନାମ ଶୁଣି ଥରିଯାଏ କୁରୁକ୍ଷେତ୍ର ଗାନେ । ନୁହେଁ ସେ ଆତତାୟୀ ହୃଦୟ ବିଦାରୀ, ଅତିସ୍ନେହୀ ଭ୍ରାତା ଜାଣେ ସେ ଗାନ୍ଧାରୀ । ଗାନ୍ଧାର ସୁକନ୍ୟା ଅଲିଅଳୀ ରାଜକନ୍ୟା, ଦୁଃଖର ପ୍ରବେଶ ଆସେ ଅଶ୍ରୁରୂପେ ବନ୍ୟା । ପ୍ରସ୍ତାବ ଭୀଷ୍ମର ଶୁଣି ସେହି ଭ୍ରାତା, ହୃଦୟ ସମ୍ଭାଳି ଦିଏ ଅରାଜିର ବାର୍ତ୍ତା । ସୁନ୍ଦରୀ ଭଗିନୀ ଅଲିଅଳି ରାଜଜେମା, ଅନ୍ଧର ବିବାହଦୁଃଖ ଟାଣେ ଆଜି ସୀମା । ଚଞ୍ଚଳ ଶକୁନି ନେଇ ଦୃଢ଼ ପଣ, ସ୍ୱଚିନ୍ତେ ଉପାୟ କୁରୁକ୍ଷେତ୍ରେ…

ଅଧିକ ପଢ଼ନ୍ତୁ
Odia Story Nata o Natua (ନଟ ଓ ନାଟୁଆ) by Binay Mohapatra

ନଟ ଓ ନାଟୁଆ

ମାଙ୍କଡ଼ ମାଙ୍କିଡ଼ିଆର (ମଦାରୀ) ବନ୍ଧୁତା କେବଳ ଆବଶ୍ୟକତାର । ଆବଶ୍ୟକତା ନଥିଲେ ମାଙ୍କଡ଼ ଆଉ ମଣିଷର ସମ୍ପର୍କ କ’ଣ? ମଣିଷ ତା’ର ଡମ୍ବରୁ ବଜାଏ, ଆଉ ବିଚରା ମାଙ୍କଡ଼ ଡମ୍ବରୁର ତାଳେ ତାଳେ ନାଚେ, କେବେ ନୂଆବୋହୂ ହୋଇ ଯାଏ ତ କେତେବେଳେ ମଦୁଆ ସ୍ୱାମୀର ଅଭିନୟ କରେ । କିଛି କ୍ଷଣ ପାଇଁ ମଣିଷ ପାଲଟି ଯାଏ ନଟ, ଆଉ ମାଙ୍କଡ଼ ନାଟୁଆ । ମାଙ୍କଡ଼ ନାଚ ସରିଲେ ନଟର ଚିରା ଗାମୁଛା ଉପରେ କିଛି ଟଙ୍କେ ଦି’ ଟଙ୍କିଆ…

ଅଧିକ ପଢ଼ନ୍ତୁ
Odia Poem Bapa Tume Gala Pare (ବାପା ତୁମେ ଗଲା ପରେ) by Ramesh Chandra Behera

ବାପା ତୁମେ ଗଲା ପରେ

ବାପା ତୁମେ ଗଲା ପରେ… (ମୁଁ) ଜୀଅନ୍ତା ଶବଟିଏ ପାଲଟି ଯାଇଛି ମନର ମନ୍ଦିର ଭୁଶୁଡ଼ି ପଡ଼ିଛି କାନ୍ଥ, ବାଡ଼, ସାହି ପଡ଼ିଶା ନିରବ, ନିସ୍ତବ୍ଧ ଖାଲି ତୁମ ପ୍ରତିଛବି ତୁମ ସ୍ମୃତି ମନେପଡ଼ୁଛି ଅଧୁରା ଲାଗୁଛି ଘରଟି ବାପା ତୁମେ ଗଲାପରେ… ବିରହ ନିଆଁରେ ଜଳୁଛି ହୃଦୟରେ ସ୍ମୃତି ସବୁ ଚାପି ହୋଇଛି ଅଶାର କିରଣ ଝାଉଁଳି ଯାଇଛି କାହାରି ମୁଖରେ ହସ ଟିକେ ମିଳୁନି ଆଖିର ଲୁହକୁ ଓଠର ଦୁଇ ଧାର ପିଇ ଯାଉଛି…

ଅଧିକ ପଢ଼ନ୍ତୁ
Gaparu Gapatie (ଗପରୁ ଗପଟିଏ) by Dr. Viyatprajna Acharya

ଗପରୁ ଗପଟିଏ

ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ ସମ୍ମାନ, ଜୀବନ ବଞ୍ଚାଏ । ମୋର ହାଉସମ୍ୟାନସିପ ବର୍ଷର କଥା । ମେଡ଼ିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ ମେଡିକାଲ କଲେଜ, ସୋମବାର ଆଉ ବିଭାଗୀୟ ମୁଖ୍ୟଙ୍କ ୟୁନିଟ; ଏ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟ୍‌ଡୋର୍‌ରେ ପ୍ରବଳ ଭିଡ଼ । କୌଣସି କାରଣବଶତଃ ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେଦିନ ଛୁଟିରେ ଥାଆନ୍ତି । ପ୍ରାୟ ୧୨ଟା ୩୦…

ଅଧିକ ପଢ଼ନ୍ତୁ