Surabhi

ସୁରଭି: (…. କିଛି ସମ୍ପର୍କର)

“ଶୁଣୁଛ ସୁରଭି ! ସେ ଦିନ ତୁମ କଥା ନ ମାନି ସେ ବାଇଆଚଢ଼େଇର ବସାଟିକୁ ଭାଙ୍ଗି ଦେଲି ବୋଲି ବୋଧହୁଏ ଆଜି ଆମ ବସାଟିକୁ ସମୟର ସୁଅଟା ଭାଙ୍ଗି ଦେଲା । ଆଉ ସେଇ ରାଗରେ ତୁମେ ବି ମୋତେ…।” ଏତିକି ବେଳେ ଶୀତଳ ପବନର ଏକ କୋମଳ ସ୍ରୋତଟା ନିରୁ ଜେଜେଙ୍କ ଶରୀରକୁ ସ୍ପର୍ଶ କରି ଚାଲିଗଲା । ମୃଦୁ ହସଟିଏ ହସିଦେଇ ନିରୁ ଜେଜେ କହିଲେ “ତୁମେ ମୋ କଥା ଶୁଣୁଛ ନା ସୁରଭି ! ମୁଁ ଜାଣେ…

ଅଧିକ ପଢ଼ନ୍ତୁ
eka-dahani-ra-apamrutyu

ଏକ ଡାହାଣୀର ଅପମୃତ୍ୟୁ

ପୃଥିବୀରେ ଆଖି ଦୃଶିଆ ଭୌଗୋଳିକ ପରିବର୍ତ୍ତନ ଘଟେ ଅନେକ ବର୍ଷରେ । କିନ୍ତୁ, ଆମ ଗାଁ ବ୍ରାହ୍ମଣୀ ନଦୀ ତା’ ଗତିପଥ ବଦଳାଇଲା ମୋ ଆଖି ସାମ୍ନାରେ, ମୁଁ ୮ମ ଶ୍ରେଣୀରେ ପଢ଼ୁଥିବାବେଳେ । ତତ୍ ସହିତ ମଧ୍ୟ ବଦଳିଗଲା ଆମ ଗାଁର ଐତିହାସିକ ମାନଚିତ୍ର । ଏହା ଯେଉଁ ସମୟର କଥା, ସେତେବେଳେ ଗାଁ ମାନେ ସହରୀ ପ୍ରଭାବ ଠାରୁ ଥିଲେ ବହୁ ଦୂରରେ । ଗାଁ ମାନେ ଥିଲେ ନିରୋଳା ଗାଁ । ଅର୍ଥାତ୍ ରାତି ହେଲେ ସେଠାରେ ସିନ୍ଧି ଚୋର…

ଅଧିକ ପଢ଼ନ୍ତୁ
Odissi-song-for-dumies

ଓଡ଼ିଶୀ ସଙ୍ଗୀତ ଫର ଡମିଜ: ଚମ୍ପୂ ଛାନ୍ଦ ଚଉତିଶା ଆଉ ବାକିସବୁ

ଓଡ଼ିଶାର ସଙ୍ଗୀତ ବହୁପ୍ରାଚୀନ । ପ୍ରାୟତଃ ସମସ୍ତ ପୁରୁଣା ସାହିତ୍ୟ ଗାନ ପାଇଁ ଉଦ୍ଦିଷ୍ଟ । କାବ୍ୟ ପରମ୍ପରାର ଏଡ଼େ ବ୍ୟାପକ ପ୍ରସିଦ୍ଧି ଥିବାରୁ ଏଗୁଡ଼ିକୁ ସ୍ୱରତାଳବଦ୍ଧ କରି ଶାସ୍ତ୍ରୀୟ ନିୟମାନୁସାରେ ଗାୟନ କରାଯିବାରୁ ଏହା ଶାସ୍ତ୍ରୀୟ ସଙ୍ଗୀତ କୁହାଗଲା । ତେବେ ସର୍ବପ୍ରାଚୀନ ଓଡ଼ିଆ ସାହିତ୍ୟ ହେଲେ ଚର୍ଯ୍ୟାପଦ । ପ୍ରାଚୀନ ବୌଦ୍ଧ ପରମ୍ପରାରେ ରଚିତ ଏହି ଗୀତଗୁଡ଼ିକ ଆଜିକାଲିର ରୁଚିରେ ଅମାର୍ଜିତ ଏବଂ ସ୍ଥାନେ ସ୍ଥାନେ ଅପ୍ରୀତିକର ହୋଇପାରେ । ଡାହୁକବୋଲିର ଏହି କବିମାନଙ୍କ ପ୍ରଭାବ ରହିଛି । ତା’ପରେ ଆସିଲେ ଦ୍ୱାଦଶ…

ଅଧିକ ପଢ଼ନ୍ତୁ
Rabibara

ରବିବାର

“ଓହୋ, ଏଇ ସପ୍ତାହଟା ଗୋଟିଏ ବର୍ଷ ଭଳି ଲାଗିଲା । ଯା ହଉ କାଲି ରବିବାର ।” ନିଜ ବ୍ୟାଗ ସଜାଡୁ ସଜାଡୁ ବଡ଼ବାବୁ କହିଲେ । ନିତା ତାଙ୍କ ପାଖ କ୍ୟାବିନରେ ବସେ । ସେ ତାଙ୍କ କଥା ଶୁଣି ହସିଲା । ବଡ଼ବାବୁ ନିଜ ପାନଖିଆ ଦାନ୍ତ ଦେଖେଇ କହିଲେ, “ବୁଝିଲେ ମାଡାମ, ରବିବାରରେ ମଣିଷ ଟିକେ ଶାନ୍ତିରେ ଶୋଇବ । ନହେଲେ ସପ୍ତାହଯାକର ଯୋଉ ଗଧ ଖଟଣୀ । ଆପଣ ଏବେ ବାହାରିବେନି…

ଅଧିକ ପଢ଼ନ୍ତୁ
abyakta-bedana

ଅବ୍ୟକ୍ତ ବେଦନା

ଟ୍ରେନ ଆସିବାର ସମୟ ପାଖେଇ ଆସୁଥିଲା । ତରତର ହେଇ ପ୍ଲାଟଫର୍ମ ଆଡ଼େ ଆଗଉଥିଲି ମୁଁ । ପ୍ରଥମ ଥର ପାଇଁ ବନ୍ଧୁଜଣଙ୍କ ଆସୁଛନ୍ତି ମୋ ସହରକୁ । ତାଙ୍କର ସାମାନ୍ୟତମ ଅସୁବିଧା ମଧ୍ୟ ବାପାଙ୍କର କ୍ରୋଧ ଉଦ୍ରେକ କରିବା ପାଇଁ ଯଥେଷ୍ଟ; ଆଉ ସେଥିପାଇଁ ଟ୍ରେନ ଆସିବାର କିଛି ସମୟ ଆଗରୁ ଯାଇ ଷ୍ଟେସନ ପାଖରେ ଅପେକ୍ଷା କରିବାକୁ ଥିଲା କଡ଼ା ନିର୍ଦେଶ । ପ୍ଲାଟଫର୍ମ ୧ ପାଖରେ ପହଞ୍ଚି ଘଣ୍ଟା ଦେଖିଲି, ଟ୍ରେନ ଆସିବାକୁ ଆହୁରି ପନ୍ଦର ମିନିଟ ବାକି…

ଅଧିକ ପଢ଼ନ୍ତୁ