ଗାଁ ଯାତ୍ରା ଓ ବ୍ରହ୍ମାନନ୍ଦ ଉପାଖ୍ୟାନ
“ଗପ ନୁହେଁ ନିଚ୍ଛକ ସତ”ର ଅଂଶ ୬ଷ୍ଠ ପଢ଼ିଲା ବେଳର କଥା, ବୟସ ୧୧-୧୨ ବର୍ଷ। ନୂଆ ନୂଆ ଶିଖିଥିବା ବାଳୁଙ୍ଗାମୀର କୌଶଳ ପ୍ରଦର୍ଶନପାଇଁ ମନ ଭାରି ଉଚ୍ଛନ୍ନ। ସେଇଟା ନାଁ କମେଇବା ପାଇଁ ନୁହେଁ କି ପଦକ ପ୍ରାପ୍ତି ଆଶାରେ ନୁହେଁ । ସାଙ୍ଗ ମେଳରେ ନିଜ ବୀରତା (ବାହାଦୁରୀ) ଦେଖେଇବା ଉଦ୍ଦ୍ୟେଶରେ । ଆମ ଗାଁ ପାଖ ଗାଁରେ ମକରସଂକ୍ରାନ୍ତିକୁ ଯାତ୍ରା ହୁଏ । ସେଇ ଯାତ୍ରା ସମ୍ବନ୍ଧିତ କିଛି କଥା; ପ୍ରତିଦିନ ସାଇକଲରେ ପଢ଼ିବାକୁ ଗଲା ବେଳେ…

