Odia Poem Samaya (ସମୟ) by Monalisa Mishra

ସମୟ

ସମୟ ସ୍ରୋତରେ ଭାସମାନ ଆମେ ଗତି ଯେ ସମ୍ମୁଖ ଦିଗକୁ, ଆଗାମୀ ଭବିଷ୍ୟ ଶୁଭେଚ୍ଛା ସ୍ୱାଗତେ ପାସୋରିଦେବୁ ଅତୀତକୁ । କାଳର କରାଳ ଗତି ବଳୀୟାନ ଶାସନ କରେ ସେ ସଭିଙ୍କୁ, ସୁଖ-ଦୁଃଖ ହାନି-ଲାଭ ଭଲ-ମନ୍ଦ ନକରେ ଅପେକ୍ଷା କାହାକୁ । ପୁରାତନ ସ୍ମୃତି ପୁରୁଣା ସପନ ସାଇତାଯେ ହୃଦୟରେ, ନବପଲ୍ଲବର ସମ ପୁଣି କିଛି ସ୍ଫୁରିବ ନବବେଳାରେ । ଅପେକ୍ଷା-ଉପେକ୍ଷା ପ୍ରୀତି-ପ୍ରତିଶୃତି ନୂତନ ଡେଣା ମେଲିବ, ହିଂସା-ଦ୍ୱେଷ-ଈର୍ଷା ରାଗ-ଅଭିମାନ ହୃଦରୁ ଅପସରିବ । ସମୟ ପ୍ରବାହ କିଏବା ରୋକିବ ଷୋହଳୁ ଯେମିତି…

ଅଧିକ ପଢ଼ନ୍ତୁ
Odia Poem Adwitiya Odisha (ଅଦ୍ୱିତୀୟ ଓଡ଼ିଶା) by Rajshekhar Chima on Shubhapallaba Magazine

ଅଦ୍ୱିତୀୟ ଓଡ଼ିଶା

ଆସ ଗାଇବା ଓଡ଼ିଆ ଗୀତ, ଓଡ଼ିଶା ଦର୍ଶନରେ କିଛି ସମୟ କରିବା ଅତିବାହିତ । ଜୀବନର ଅମୂଲ୍ୟ କ୍ଷଣ ହେଉ ଅଭୁଲା ଅତୀତ, ଓଡ଼ିଶା ଅଦ୍ୱିତୀୟ ବୋଲି କରିବା ମନୋନୀତ । ପ୍ରବାହ ହେଉଛି ମହାନ‌ଦୀର ଅମୃତ ଧାରା, କଳିଙ୍ଗ ପ୍ରଦେଶର ଯାହା ଜୀବନ‌ ଧାରା । ପ୍ରାକୃତିକ ଅରଣ୍ୟ ସମ୍ପଦର ହାରିକା, ଅନ୍ୟତମ ନାମ ଆମ ଚିଲିକା, ଭିତର କନିକା । ଅଦ୍ଭୁତ ଶିଳ୍ପକଳା ସୌନ୍ଦର୍ଯ୍ୟର ଅଧିଷ୍ଠାତ୍ରୀ, ଐତିହାସିକ ମନ୍ଦିର ବାରସତ୍ତ୍ୱର ଶୀର୍ଷ ନେତ୍ରୀ । କୀଚକେଶ୍ୱରୀ, ଘଣ୍ଟେଶ୍ୱରୀ, ସମଲେଶ୍ୱରୀ, ଭୁବନେଶ୍ୱରୀ, ମାଣିକେଶ୍ୱରୀ…

ଅଧିକ ପଢ଼ନ୍ତୁ
lepakshi-temple

ବାଙ୍ଗାଳୁରୁ ସପ୍ତାହନ୍ତ ଭ୍ରମଣ: ଲେପାକ୍ଷୀ ମନ୍ଦିର

ବମ୍ବେରୁ ବାଙ୍ଗାଳୁରୁ ବଦଳି ପରେ କିଛି ସମୟ ଲାଗିଗଲା ସବୁକିଛି ବ୍ୟବସ୍ଥିତ ହେବାପାଇଁ । ବହୁବର୍ଷ ତଳେ ବାଙ୍ଗାଳୁରୁ ଆସିଥିଲି କୌଣସି ଏକ ଟ୍ରେନିଂ ପାଇଁ । ସେତେବେଳର ବେଙ୍ଗାଳୁରୁ ଏହା ଭିତରେ ବହୁତ ବଦଳି ଗଲାଣି । ସକାଳୁ ସକାଳୁ ପାଖ ମନ୍ଦିରରୁ ଶୁଭଲକ୍ଷ୍ମୀଙ୍କ ବିଷ୍ଣୁ ସହସ୍ରନାମ, ରାସ୍ତା କଡ଼ର ଫୁଲ ବିପ୍ପଣୀ କିମ୍ବା ଦକ୍ଷିଣ ଭାରତୀୟ କଫିର ମହାକକୁ ମୁଁ ମନେ ମନେ ଖୋଜୁଥାଏ । ଗଲା ଡିସେମ୍ବର ୨୪ ତାରିଖ ରବିବାର ତଥା ପତ୍ନୀଙ୍କ ଜନ୍ମଦିନ ଥାଏ । ପତ୍ନୀ,…

ଅଧିକ ପଢ଼ନ୍ତୁ
ghoda-dimba-odia-story

ଘୋଡ଼ା ଡିମ୍ବ

ପ୍ରାୟ ୨୮ କି ୨୯ ବର୍ଷ ତଳର କଥା । ମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ସ‌ହ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା ଘର ସେ । ଛୁଆ ତିନିଟା ଦୁଇ ଦୁଇ ବର୍ଷ ସାନ ବଡ଼ । ମହାପାତ୍ର ବାବୁଙ୍କୁ ଏଇ ୩୬ ବର୍ଷ ଆଉ ଟୁନାଦେବୀଙ୍କୁ ୨୭ କି ୨୮ ହେବ ଅତି ବେଶୀରେ, ସେ ସମୟରେ ଝିଅ ଗୁଡ଼ାକ…

ଅଧିକ ପଢ଼ନ୍ତୁ
He Bhagaban

ହେ ଭଗବାନ !

ହେ ଭଗବାନ ! କେଉଁଠି ତୁମେ? ସମାଜ ସଙ୍କଟରେ, ସଂସାର ବିନାଶ ପଥେ, ବିଶ୍ୱ ବିପଦର ଅର୍ଗଳିରେ । ମଣିଷ ଖୋଳିଚାଲିଛି ମଣିଷ ପାଇଁ ଗଡ଼ତା । କାହିଁକି ଏମିତି? କେତେଦିନ ଆଉ ଏମିତି ଚାଲିଥିବ ମଣିଷର ନାରକୀୟ ଖେଳ? କୁତ୍ସିତ କଦର୍ଯ୍ୟ ଅବ୍ୟାହତ କର୍ମ? ସାଧୁବେଶରେ ଅସାଧୁତା, ଆଚାର ଛଳରେ ବ୍ୟଭିଚାର, କାର୍ଯ୍ୟ ନାଆଁରେ ଅକାର୍ଯ୍ୟ, ମଣିଷ ପାଇଁ ଏକ ନିତିଦିନିଆ ଖେଳେ ହେଇଗଲାଣି । ପ୍ରକୃତ ସାଧୁ ମୃତ୍ୟୁ ଅପମୃତ୍ୟୁର ଶୀକାର ହେଉଥିବା ବେଳେ ଅସାଧୁ ସୁଖସ୍ୱପ୍ନରେ ବିଭୋର ।…

ଅଧିକ ପଢ଼ନ୍ତୁ