Ahe Dinabandhu

ଆହେ ଦୀନବନ୍ଧୁ

ଆହେ ଦୀନବନ୍ଧୁ ପ୍ରଭୁ କୃପାସିନ୍ଧୁ କରୁଣା ସାଗର ହରି ଭବ ସାଗରରୁ ପାରିକର ମୋତେ ଦେଇ ତବ କୃପା ତରୀ ॥ ଅନାଥର ନାଥ ଆହେ ଜଗନ୍ନାଥ ପ୍ରଭୁ ନୀଳାଦ୍ରି ବିହାରୀ ମହୋଦଧି ତୀରେ ନୀଳ କନ୍ଦରରେ ଅଛ ପ୍ରଭୁ ବିଜେ କରି ॥ ଜୟ ଆଦିମୂଳ ଭକତ ବତ୍ସଳ ପରମ ବ୍ରହ୍ମ ମୁରାରି ଶ୍ୱେତପଦ୍ମ ଡୋଳା ଦୁଃଖ-ସିନ୍ଧୁ ଭେଳା ସିନ୍ଧୁ-ଜେମା ମନୋହାରୀ ॥ ପତିତପାବନ ପୁର୍ଣ୍ଣ ପରଂବ୍ରହ୍ମ ପତିତ ପାତକ ହାରୀ ତବ ଶ୍ରୀଚରଣ ତାମରସ…

ଅଧିକ ପଢ଼ନ୍ତୁ
Chaka-Akhi

ଚକା ଆଖି

ଚକା ଆଖି ଆହେ ଚକା ଆଖି ଚକା ଆଖି ଆହେ ଚକା ଆଖି ତୁମେ ଥାଉ ହେଲି ନିରିମାଖି ଚକା ଆଖି ଆହେ ଚକା ଆଖି ॥ ବଡ଼ ଦେଉଳରେ ରତନ ବେଦିରେ ପରମ ଆନନ୍ଦେ ଥାଅ ବସି ଆରତ ଡାକିଲେ ଶୁଣ କି ନ ଶୁଣ ରଙ୍ଗ ଅଧରରେ ଦିଅ ହସି କା’ର ଦୁଃଖେ ସୁଖେ କି ଯାଏ ତୁମର ତୁମେ ତ’ ଆପଣେ ମହାସୁଖି ॥ ଷାଠିଏ ପଉଟି ଭୋଗର ସମ୍ଭାରେ ପାରେ ନାହିଁ…

ଅଧିକ ପଢ଼ନ୍ତୁ
samaya-bada-balaban

ସମୟ ବଡ଼ ବଳବାନ

ସମୟକୁ ଦିନେ ମଣିଷଟେ ପଚାରିଲା କହ କାହିଁକି ମୁଁ ବେଳେ ବେଳେ ହାରିଯାଏ ଜୀବନ ଖେଳରେ ? ହସିକି ସମୟ କହିଲା ମୋତେ ଦେଖ ଦିନ ହେଉ କି ରାତି ବର୍ଷା ହେଉ କି ଶୀତ ଖରା ହେଉ କି ଛାଇ ଭଲ ହେଉ କି ମନ୍ଦ ମୁଁ ସବୁବେଳେ ଆଗକୁ ଦଉଡ଼ୁ ଥାଏ ତୁ ମୋ ସହିତ ଚାଲି ଦେଖ ସଫଳତା ତୋ ପଛରେ ଧାଉଁଥିବ । – ଆଶୁତୋଷ ମେହେର

ଅଧିକ ପଢ଼ନ୍ତୁ
ନିରୁତା ପ୍ରେମର ସାତୋଟି ସ୍କେଚ

ନିରୁତା ପ୍ରେମର ସାତୋଟି ସ୍କେଚ

(୧) ବୁଝେନା ସେ କିଛି, ଯେତେ ବି ପଢ଼ିଚି ମୁଁ ବି ଜାଣିଚି, ହେଲେ ଏତିକି ଚାହୁଁଚି ଖାଲି ସେ ଜାଣୁ ଯାହା ବି ଲେଖିଚି, ତାକୁ ହିଁ ଲେଖିଚି । (୨) ସେ କିଛି ଦିନ ତଳେ ଦେଖା ହେଇ ଥିଲା । ଫୁଲ ଗଛ ଟିଏ ଦେଇ କହିଲି, ରଖିଥା ମୋ ପାଖେ ୟା ଛଡ଼ା ଜୀବନ୍ତ ଆଉ କିଛି ନାହିଁ; ମୁଁ ଜାଣିଚି ତତେ ମାରିବାକୁ ଭାରି ଭଲ ଲାଗେ । (୩) ଚେନାଏ ହସ ଧାର…

ଅଧିକ ପଢ଼ନ୍ତୁ
ସୁଆଦିଆ ଓଡ଼ିଆ

ସୁଆଦିଆ ଓଡ଼ିଆ

ଓଡ଼ିଆ ଖାଦ୍ୟର ବାସ୍ନା ଅଲଗା, ରାଇଜ ମୋ ଅଟେ ତା’ଠୁ ଅଧିକା । ସଭିଏଁ ଅଟନ୍ତି ଭଉଣୀ ଭାଇ, ଆଜିକାଲି ଆଉ ସେ ଭାବ ନାହିଁ । ରାଗ ଅଭିମାନ ଚୁଲିକୁ ଯାଉ, ଓଡ଼ିଆଙ୍କ ପ୍ରେମ ଏମିତି ଥାଉ । ଛାଡ଼ି ଚାଲିଗଲେ ବୋଧେ ବହୁତ, କରିବନି କେବେ ଆମ ସହିତ । ପୁରୁଣା ହିସାବ ପରେ କରିବ, ନୂଆ ବରଷରେ ସାଥିରେ ଥିବ । ହସି ଖେଳି କଟି ଯାଉ ଜୀବନ, ଆତ୍ମା ଗଲା ଦିନ ନଯାଏ ଧନ । ନିଜର ବୋଲି କିଛି…

ଅଧିକ ପଢ଼ନ୍ତୁ