jhan-jhan

ଝଣ୍ ଝଣ୍

ସବୁଦିନ ସକାଳୁ ସକାଳୁ ଏଇ ଶବ୍ଦଟା ମୂରଲୀର ନିଦ ଭାଙ୍ଗେ । ଖବରକାଗଜବାଲାଟା ପୁରା ଲକ୍ଷ୍ୟକରି ଏମିତି ରକେଟ୍ ବେଗରେ ଖବରକାଗଜଟା ଛାଡ଼େ ଯେ, ଦୁଆର ସାମ୍ନା ବାସ୍ତୁଟା ଝଣ୍ ଝଣ୍ ସ୍ୱରରେ ଚିତ୍କାର କରେ । ବାସ୍ତବରେ ଚିତ୍କାର ନୁହଁ ତ, କାହାର ଉପସ୍ଥିତି ଯେମିତି ଜାହିର କରେ । ସେଇଥିପାଇଁ ତ’ ସେଇ ବାସ୍ତୁଟା ସେଇଠି ଅଛି । ମୃଦୁ ମଳୟ ତା’ ଦେଇ ଚାଲିଗଲେ, ସେ ଝଣ୍ ଝଣ୍ ଶବ୍ଦଟା ମୂରଲୀ କାନରେ…

ଅଧିକ ପଢ଼ନ୍ତୁ
Upahara Odia Story bi Biswaranjan Sahoo

ଉପ‌ହାର

ନିଜ ମୋବାଇଲରେ ଆସିଥିବା OTPକୁ ସଫଳତାର ସହ ପ୍ରବେଶ କରାଇବା ପରେ ଟିକେ ଆଶ୍ୱସ୍ତି ଅନୁଭବ କଲେ ମିଶ୍ର ବାବୁ । ଯାହା ବି ହେଲେ ପ୍ରଥମ ଥର କିଛି ଅନଲାଇନ କିଣିବାଟା ଗୋଟେ ଯୁଦ୍ଧ ଜିତିବା ପରି ଲାଗୁଥିଲା ମିଶ୍ର ବାବୁଙ୍କୁ । ଘରଣୀଙ୍କ ଏତେ କହିଲା ପରେ ଯାଇ ଆଜି ମିଶ୍ର ବାବୁ ଅନଲାଇନ କିଛି କିଣୁଛନ୍ତି । ପଡ଼ିଶା ଘର ଜେନା ବାବୁଙ୍କ ସ୍ତ୍ରୀ ଏତେ ସୁନ୍ଦର ଶାଢ଼ୀଟେ ପିନ୍ଧି ବୁଲୁଛନ୍ତି, ଆଉ…

ଅଧିକ ପଢ଼ନ୍ତୁ
Ae Ta Jibana Odia Short Story by Tarun Kumar Mishra

ଏଇତ ଜୀବନ

ସେଦିନ ସକାଳୁ ଉଠି ପ୍ରାତଃ ଭ୍ରମଣରେ ବାହାରିଗଲା ସୁଜିତ୍ । କି ଖରା କି ବର୍ଷା ସବୁଦିନ ସକାଳୁ ତା’ର ବୁଲିଯିବାଟା ଥୟ । ଜଗନ୍ନାଥ ମନ୍ଦିର ହେଇ ପାର୍କ ପର୍ଯ୍ୟନ୍ତ ଯାଇ ସେଠାରୁ କିଛି ଫୁଲ ଧରି ସେ ଫେରେ ପ୍ରତିଦିନ । ଆଜି କିନ୍ତୁ ଫେରିଲାବେଳକୁ ତା’ ଘର ପାଖରେ ଲୋକ ଗହଳି ଲାଗିଥିଲା । ତା’ର ପଡ଼ୋଶୀ ଦାସବାବୁ ଯାହାଙ୍କ ଘରଆଡ଼େ ଦୀର୍ଘ ବାର ବର୍ଷ ଧରି ମନାନ୍ତର ମତାନ୍ତର ପାଇଁ ଚାହୁଁ…

ଅଧିକ ପଢ଼ନ୍ତୁ
prasada

ପ୍ରସାଦ

ନିକଟ ଅତୀତରେ ମୋ ଘର ପାଖ ମନ୍ଦିର ପ୍ରତିଷ୍ଠାର ବାର୍ଷିକ ଉତ୍ସବ ପାଳନ ହେଉଥାଏ । କଲୋନିର ପ୍ରାୟ ଲୋକ ସନ୍ଧ୍ୟାରେ ପ୍ରସାଦ ପାଇବାକୁ ଆସିଥାନ୍ତି । ମୁଁ ଓ ମୋ ଭାଇ ମଧ୍ୟ ସେଠାକୁ ଯାଇଥାଉ । ବଫେ ସ୍ଟାଇଲ୍, ଅର୍ଥାତ୍ ସମସ୍ତେ ପ୍ରସାଦ ନେଇ ମନ୍ଦିର ସାମ୍ନାରେ ଛିଡ଼ା ହୋଇ ଖାଇବା ବ୍ୟବସ୍ଥା ହୋଇଥାଏ । ମୁଁ ଓ ମୋ ଭାଇ ମଧ୍ୟ ପ୍ରସାଦ ନେଇ ଗୋଟାଏ ପାଖରେ ଛିଡ଼ାହୋଇ ଖାଉଥାଉ । କିଛି…

ଅଧିକ ପଢ଼ନ୍ତୁ
Pherichhi Phaguna Odia Short Story by Prabir Kumar Sahoo

ଫେରିଛି ଫଗୁଣ

ମାସରେ ପାଖାପାଖି କୋଡ଼ିଏ ବାଇଶି ଦିନ ତାଲା ଲାଗି ରହୁଥିବା, ସହର ଶେଷ ମୁଣ୍ଡରେ ଥିବା ଏଇ ଘରଟି କାହିଁକି କେଜାଣି କାହାରି ଆଖିକୁ ଭଲ ଦେଖା ଯାଏନି । କିଏ ଏ ଧୂଳି ଧୂସରିତ ରଙ୍ଗହୀନ ଘରଟିକୁ ପସନ୍ଦ କରେନି ତ’ ଆଉ କେହି ସେ ଘରେ ସାମାଜିକ ଚଳଣିଠାରୁ ଦୂରେଇ ରହୁଥିବା ଲୋକଟିକୁ । ଅନେକ ତ’ ସେ ପରିତ୍ୟକ୍ତ ପ୍ରାୟ ଘରେ ରହୁଥିବା ଲୋକଟିକୁ ଚିହ୍ନିନାହାନ୍ତି । ଏଇ ଘରଟି ଯେମିତି ସମୀର…

ଅଧିକ ପଢ଼ନ୍ତୁ