Odia Bhajan Rathara Darsana Kariba (ରଥରେ ଦର୍ଶନ କରିବା) by Mamata Sahu

ରଥରେ ଦର୍ଶନ କରିବା

ଆସହେ ଭକତ ଚକା ନୟନକୁ ରଥରେ ଦର୍ଶନ କରିବା ଜୀବନର ଯେତେ ଦୁଃଖ ଯାତନାକୁ ହସି ହସି ଭୁଲିଯିବା ॥ ପରବ୍ରହ୍ମ ସେ ଯେ ଚତୁର୍ଦ୍ଧା ମୁରତି ଭକତ ବତ୍ସଳ ହରି ଭାବର ଠାକୁର ନିଳାଦ୍ରୀ ବିହାରି ଦୟାମୟ ଦଇତାରି ॥ ମନ କିଣିନିଏ ବାଙ୍କ ଚାହାଣିରେ ଅଧା ନାଲିହସ ତା’ର ଲାବଣ୍ୟ ସମ୍ଭାର ଅପରୁପ ଶୋଭା ଦିଶେ କେଡ଼େ ମନୋହର ॥ ଆଷାଢ଼ର ଶୁକ୍ଲ ଦ୍ୱିତୀୟା ତିଥିରେ ଯିବେ ଶ୍ରୀଗୁଣ୍ଡିଚା ଘର ଭାଇ ଭଗିନି ତିନି…

ଅଧିକ ପଢ଼ନ୍ତୁ
Odia Bhajan Biswa Prasidha Rathajatra (ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା) by Mamata Sahu

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଆଜି ଉତ୍କଳେ ପାଳିତ ହୁଏ ଉତ୍ସବ ମୁଖର ଚଳ ଚଞ୍ଚଳିତ ବଡ଼ଦାଣ୍ଡ ହୋଇଥାଏ ॥ ଆଷାଢ଼ ଶୁକଳ ଦ୍ୱତୀୟା ତିଥିରେ ପବିତ୍ର ଏ ରଥଯାତ୍ରା ରଥରେ ଦର୍ଶନ ଦେବେ ପରବ୍ରହ୍ମ ଦୀନବନ୍ଧୁ ବିଶ୍ୱକର୍ତ୍ତା ॥ ରତ୍ନ ସିଂଘାସନ ଛାଡ଼ି ଜଗନ୍ନାଥ ଭକତ ମେଳରେ ରହି ଟାହିଆ ହଲାଇ ମନ୍ଦ ମନ୍ଦ ହସି ନିଏ ଭକ୍ତ ମନ ମୋହି ॥ ଦିବ୍ୟ ଚେତନାର ଭକତି ଆବୋରି ଭକତଟି ଆସି ଥାଏ ଚତୁର୍ଦ୍ଧା ମୁରତି କରିକି…

ଅଧିକ ପଢ଼ନ୍ତୁ
Odia Poem Jagara Rathajata (ଜଗାର ରଥଯାତ) by Jangyash Kumar Rout

ଜଗାର ରଥଯାତ

ବଡ଼ ଠାକୁର ଗୋ ବଡ଼ ଦିଅଁ ତୁମେ ରଥଯାତ ତୁମ ବଡ଼ । ବଡ଼ ବଡ଼ ଆଖି ଦେଖିବାକୁ ଧାଇଁ ଆସନ୍ତି ଭକ୍ତ ସମୁଦ୍ର ॥ ବରଷକେ ଥରେ ମିଳୁଛି ସୁଯୋଗ ଜଗା ରଥ ଭିଡ଼ିବାକୁ । କୋଟିଏ ଜନ୍ମର ପାପ ହେବ କ୍ଷୟ ଦେଖି ଜଗା ନୟନକୁ ॥ ସୂର୍ଯ୍ୟ ଚନ୍ଦ୍ର ଆଖି ତୋ’ରରେ କାଳିଆ ଦେଖୁଛୁ ସଂସାର ଲୀଳା l କରି କରାଉଥାଉ ତୁହି ଜଗା ସବୁ ପରା ତୋରି ମାୟା ॥ ରଥଯାତ…

ଅଧିକ ପଢ଼ନ୍ତୁ
Download Now 40th Edition of Shubhapallaba

୪୦ଶ ସଂସ୍କରଣ

୨୦୨୨ ମସିହାର ଜୁଲାଇ ମାସରେ ରଥଯାତ୍ରା ଅବସରରେ ଶୁଭପଲ୍ଲବର ୪୦ଶ ସଂସ୍କରଣ ପ୍ରକାଶ ପାଇଥିଲା । ୩୧ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ୧୪ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ