ନିସ୍ତବ୍ଧ ରାତିର ପାଉଁଜି
ରାତି ପାହିବାକୁ ଆଉ ବେଶ୍ କେଇ ଘଣ୍ଟା ବାକି ଥାଏ, ମିତାଲିର ଭୟ ଭରା ଡାକ ଶୁଭିଲା ଶୋଭନକୁ । “ଶୋଭନ !! ମୋତେ ବହୁତ ଡର ଲାଗୁଛି, ଗୋଟେ ପାଉଁଜିର ସ୍ଵର ମୋତେ ବାରମ୍ବାର ଉଠେଇଦେଉଛି ।” ମିତାଲି କୋହ ଆଉ ଭୟରେ କଣ୍ଠ ଥରେଇକି ଶୋଭନକୁ କହୁଥାଏ । ମିତାଲି କଥା ସରିଛି କି ନାହିଁ, ରୋଷେଇ ଘରୁ ପଟେ ଥାଳି ତଳକୁ ଖସି ପଡ଼ିଲା ପରି ଜୋରରେ ଶବ୍ଦଟେ ଭାସି ଆସିଲା ।…