
ସନେଟ ରାବଣ ଦହନ
ରାଗ କ୍ରୋଧ ମୋହ ଫାସର ପସରା… ରହିଛି ଜୀବନ ସାରା…! ରାସ୍ତା ଅଙ୍କାବଙ୍କା ଧରି ଆଗେଇଛି… ରାତିଦିନ ଧରି ଧରା…!! ବଡ଼ସାନ କିଛି ନ ମାନଇ ଆଜି… ବର୍ଷା କିମ୍ବା ଖରା ଶୀତେ…! ବଦଗୁଣ ଯେତେକ ଆବୋରି ବସିଛି… ବରବାଦ କରି ସବୁ ସତେ…!! ଗଣନା ନଜାଣି ଗୁଣନ ନଜାଣି… ଜଣ ଜଣ କରି ଗଣି…! ମରଣ ମୁଖକୁ ବରଣ କରୁଛି… ସଂକ୍ରମଣ ପରି ପୁଣି…!! ରାଜୀବଲୋଚନ ଆଗେଇ ଆସ ହେ ରାବଣ କର ଦହନ…! ରାବଣ…