ଦାଦନର ଦୁଃଖ
ଦେଶଛଡ଼ା ଲୋକ ରୋଗକୁ ଆଣିଲେ ଉଡ଼ାଯାହାଜରେ ବସି ସେ ଋଣ ଶୁଝନ୍ତି ଭୋକ ଉପାସରେ ଦେଶ ଗଢ଼ା ଲୋକ ମିଶି । Lockdownରେ କାହା ଘରେ ହୁଏ ଛ’ ତରକାରୀ ନ’ ଭଜା କାହା ଘରେ ପୁଣି ଅନ୍ନ ମୁଠେ ନାହିଁ ଅକାରଣେ କାଟେ ସଜା । ପ୍ରଶାସନ ସିନା ମାଗଣା ବାଣ୍ଟିଲା ଚାଉଳ, ଗହମ, ଡାଲି ସଂସାରଟି ଅବା ଚାଲି କି ପାରିବ ଖାଲି ଜଳୁଥିଲେ ଚୁଲି?? ସରକାର ଦିନେ ଗରବେ କହୁଥିଲେ, ଏତେ ପକ୍କା…