raja-poda-pitha

ରଜ ପୋଡ଼ ପିଠା

ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀର ନାରୀତ୍ୱକୁ ସମ୍ମାନ ଦେବା ଏକ ସଂସ୍କୃତିର ମହାନତାର ମ।ପଦଣ୍ଡ । ଓଡ଼ିଶାର ଗଣପର୍ବ ରଜ ନାରୀତ୍ୱର ଏକ ଅବର୍ଣ୍ଣନୀୟ ଉତ୍ସବ । ଏହି ପର୍ବରେ ଖୁବ ସଜସଜ୍ଜାରେ ନାରୀ ତା’ର ନାରୀତ୍ୱକୁ ଉପଭୋଗ କରିବାର ସୌଭାଗ୍ୟ ପାଇଥାଏ । ଆମ ସଂସ୍କୃତିରେ ପର୍ବ ସଙ୍ଗେ ତା’ର ପିଠାପଣାର ସମ୍ପର୍କ ନିଆରା । ରଜ ପର୍ବ ପାଳନରେ ପୋଡ଼ ପିଠାର ମଜା ଆଉ କଉ ମିଠାରେ ନାହିଁ । କଥାନୁସାରେ ରଜ ତିନିଦିନ…

ଅଧିକ ପଢ଼ନ୍ତୁ
Dihirakula

ଡିହିରାକୁଳ- ଦୁଇଟି ତାଳଗଛର ଗାଁ

“ଗାଁ” ଶବ୍ଦର ଏକ ଅଲଗା ଆକର୍ଷଣ । ମନ ଭିତରେ ଏକ ଅଲଗା ଛବି ଆଙ୍କିହୋଇଯାଏ ନାଁ ଶୁଣିଲେ । ପ୍ରାୟତଃ ନଦୀ, ପୋଖରୀ, ଚାଷଜମି, ଗୋରୁଗାଈ, ଭାଗବତ ଟୁଙ୍ଗୀ… ଏମିତି ଅନେକ କିଛିର ଦୃଶ୍ୟ ଆଖି ଆଗରେ ନାଚିଯାଏ । ଶନିବାର ସ୍କୁଲ ଛୁଟି ପରେ ପ୍ରାୟତଃ ସହର ଉପକଣ୍ଠରେ ବୋହିଯାଉଥିବା ସ୍ୱର୍ଣ୍ଣ ନଦୀରେ (ଅପଭ୍ରଂସ ହୋଇ ସୋନ/ସୁନ ହୋଇଛି ଏବେ) ବୁଡ଼ ପକାଇବା ଏକ ଅଭ୍ୟାସରେ ପରିଣତ ହୋଇଥିଲା । ଯଦିଓ ପହଁରା ଶିଖିନଥିବାର…

ଅଧିକ ପଢ଼ନ୍ତୁ
Harabhilash Panigrahi

ଅକାଳର ଅଗଣାରେ ଅତିଥି: ହରବିଳାଶ ପାଣିଗ୍ରାହୀ

କଥାରେ ଅଛି କାହାର ହୃଦୟରେ ପ୍ରବେଶ କରିବାକୁ ହେଲେ ପେଟ ଦେଇ ଯିବାକୁ ପଡ଼େ, ଅର୍ଥାତ ସେ ଲୋକର ଖାଇବାର ରୁଚି ବିଷୟରେ ଆଗ ଜାଣିବାକୁ ପଡ଼େ । ସେଇଥିପାଇଁ ଆଜି ଅକାଳର ଅଗଣାରେ ଅତିଥି ଭାବରେ ସେମିତି ଜଣେ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛି, ଯିଏକି ଖାଇବାଠାରୁ ଖୁଆଇବାରେ ଅଧିକ ରୁଚି ରଖନ୍ତି । ଆସନ୍ତୁ ତାଙ୍କ ବିଷୟରେ ଅଧିକ ଜାଣିବା ଆଉ ମନ ଖୋଲି କେଇପଦ କଥା ହେବା । Q1: Usually doctor parents…

ଅଧିକ ପଢ଼ନ୍ତୁ
Narayan Prasad Singh

ଗୀତିକବି ରସରାଜ: ନାରାୟଣ ପ୍ରସାଦ ସିଂହ

ପ୍ରାୟ ଚାରି ଦଶନ୍ଧି ଧରି ଲକ୍ଷ ଲକ୍ଷ ଶ୍ରୋତାଙ୍କୁ ନିଜର ମିଠା ମିଠା ଗୀତ ମାଧ୍ୟମରେ ବାନ୍ଧିରଖିଥିଲେ, ଗୀତିକବି ‘ରସରାଜ’ ନାରାୟଣ ପ୍ରସାଦ ସିଂହ । ୧୯୩୩ ମସିହାର ମେ ମାସ ୨୮ ତାରିଖରେ କଟକ ଜିଲ୍ଲାର ଅସୁରେଶ୍ୱର ଅନ୍ତର୍ଗତ କୋଇଲରେ ଜନ୍ମ ହୋଇଥିଲେ ସେ । ପିତା ଥିଲେ ବିହାରୀ ଲାଲ ସିଂହ ଏବଂ ମାତାଙ୍କ ନାମ ଥିଲା ସରୋଜିନୀ ଦେବୀ । ଅସୁରେଶ୍ୱର ସ୍କୁଲ୍‌ରେ ପଢ଼ିବା ସମୟରେ ସାହିତ୍ୟ ଶିକ୍ଷକ ଗୋଲକ ଚନ୍ଦ୍ର ପ୍ରଧାନଙ୍କ…

ଅଧିକ ପଢ଼ନ୍ତୁ
samparakara-sandhya-pabana

ସମ୍ପର୍କର ସନ୍ଧ୍ୟା ପବନ

ମନେପଡ଼ୁଛି ! ବୋହୂ ବୋହୂକା ଖେଳୁଥିଲେ ପିଲାବେଲେ, ନଦୀ ବାଲିର ଶଯ୍ୟା ଉପରେ ଜହ୍ନ ଆଲୁଅ ତଳେ, ଖେଳ ଶେଷରେ, କଥା ମଝିରେ, ସରିଲା ଯଦି କାହାଣୀ, ସଞ୍ଜବନର ଥଣ୍ଡାପବନ ଢାଳୁଥିଲା ସଞ୍ଜିବନୀ, ସାନ୍ଧ୍ୟ ପବନ ଓ ଆମ ସମ୍ପର୍କ କେତେ ସରସ ଥିଲା, ସମାପିତ ଏକ ଅଧ୍ୟାୟ ପରି କୁଆଡ଼େ ଉଭେଇଗଲା । (୧) ମନେପଡ଼ୁଛି ! କରିଥିଲେ ପବନର ନାମକରଣ, ଡାକିବା କ୍ଷଣି ଆସିଯାଉଥିଲା ନେଇ ନିଜ ମନଯାନ । ତା’ର ଶୀତଳ ସ୍ପର୍ଶରେ…

ଅଧିକ ପଢ଼ନ୍ତୁ