Bismaya Tume Gandhi

ବିସ୍ମୟ ତୁମେ ଗାନ୍ଧୀ

ବିଶ୍ଵର ବିସ୍ମୟ ଜାତିର ଜନକ ଧନ୍ୟ ହେ ମହାତ୍ମା ସତ୍ୟର ସାଧକ । ସତ୍ୟ ଅହିଂସାର ଜୀବନ୍ତ ପ୍ରତୀକ ଅଲିଭା ପ୍ରଦୀପ ତୁମେ ହେ ରାଷ୍ଟ୍ର ନାୟକ । ପୁଣ୍ୟତୟ ଭାରତର ଅମ୍ଳାନ ଜ୍ୟୋତିଷ୍କ ପ୍ରବାଦ ପୁରୁଷ ତୁମେ ଅସାଧ୍ୟ ସାଧକ । ଅହିଂସାକୁ ଅମୋଘ ଅସ୍ତ୍ର କରି ଆହ୍ୱାନ ଦେଇଥିଲ ଇଂରେଜକୁ ଯାଅ ଫେରି । ଅସହଯୋଗର ସାଜିଲ ସୂତ୍ରଧର ଆଇନ୍ ଅମାନ୍ୟ ଆନ୍ଦୋଳନ କଲ ବାରମ୍ବାର । ସାବରମତୀ ଆଶ୍ରମେ କଲ ଅହିଂସାର ପ୍ରତିଷ୍ଠା କୋଟି ଭାରତୀୟଙ୍କର ସାଜିଲ ମାର୍ଗ ଦ୍ରଷ୍ଟା ।…

ଅଧିକ ପଢ଼ନ୍ତୁ
Download Now 18th Edition of Shubhapallaba

୧୯ଶ ସଂସ୍କରଣ

୨୦୨୦ ମସିହାର ଅକ୍ଟୋବର ମାସରେ ଶୁଭପଲ୍ଲବର ୧୯ଶ ସଂସ୍କରଣ ପ୍ରକାଶ ପାଇଥିଲା । ୭୫ ପୃଷ୍ଠା ବିଶିଷ୍ଟ ଏହି ପତ୍ରିକାଟିରେ ସମୁଦାୟ ୨୭ ଗୋଟି ଆଲେଖ ପ୍ରକାଶ ପାଇଥିଲା ।

ଅଧିକ ପଢ଼ନ୍ତୁ
Interview with Comedian Kaka

ହାସ୍ୟ ଅଭିନେତା କାକା ଓରଫ୍ ଗିରିଜା ପଣ୍ଡାଙ୍କ ସହ ମନଖୋଲା ଆଳାପ

ଏହି ଲକ୍‌ଡାଉନ୍ ସମୟରେ ଓଡ଼ିଆ କମେଡ଼ି ଜଗତରେ ଏକ ନୂଆ ନାଁ ଯୋଡ଼ିହୋଇଗଲା, ଗିରିଜା ପଣ୍ଡା । ଯଦିଓ ପୂର୍ବରୁ ସେ ଅନେକ ଥିଏଟର୍, ଦୂରଦର୍ଶନ କାର୍ଯ୍ୟକ୍ରମ ଆଦିରେ କାମ କରିଛନ୍ତି କିନ୍ତୁ କାକା ଚରିତ୍ରରେ ତାଙ୍କର ହାସ୍ୟରସ ଭରା ଅଭିନୟ ଇଣ୍ଟରନେଟ ଦୁନିଆରେ ତାଙ୍କୁ ଲୋକପ୍ରିୟ କରାଇଛି । ତେବେ ଚାଲନ୍ତୁ ତାଙ୍କ ସହ କଥା ହେବା, ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା । ପ୍ରଶ୍ନ ୧. ଆପଣ ଏହି କାକା ଚରିତ୍ରକୁ କାହିଁକି ବାଛିଲେ? ଉତ୍ତର:…

ଅଧିକ ପଢ଼ନ୍ତୁ
Jibana-Eka-Prasnabachi

ଜୀବନ ଏକ ପ୍ରଶ୍ନବାଚୀ??

ସମୟ ଆଜି ପଚାରେ ମୋତେ ହସିଛି କେତେ ମୁଁ କାନ୍ଦିଛି କେତେ ହସିବାଟା ସିନା ଦୁନିଆ ଦେଖେ ହେଲେ ସମୟ ତୁ ତ ଦେଖିଛୁ ରାତି ରାତି ମୁଁ କାନ୍ଦିଛି କେତେ ! ରାତି ଆଜି ପଚାରେ ମୋତେ ଶୋଇଚୁ କେତେ ତୁ ଚେଇଁଚୁ କେତେ ଶୋଇବାଟା ସିନା ଦୁନିଆ ଜାଣେ ହେଲେ ରାତି ତୁ ତ ଜାଣିଚୁ ଚେଇଁ ଚେଇଁ ରାତି କାଟିଛି କେତେ ! ମୋ ମନ ଆଜି ପଚାରେ ମୋତେ ପାଇଛୁ କେତେ ତୁ ଦେଇଛୁ…

ଅଧିକ ପଢ଼ନ୍ତୁ
Baigana Besara

ବାଇଗଣ ବେସର

ବେସର ହେଉଛି ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ । ବେସର ମୁଖ୍ୟତଃ ସୋରିଷ, ଜିରା, ପାନମଧୁରୀ, ନଡ଼ିଆ ଆଦି ମିଶାଇ ବଟାଯାଏ । ଆଉ କେବେକେବେ ଖାଲି ସୋରିଷ, ରସୁଣ, ଜିରାକୁ ମିଶାଇ ମଧ୍ୟ ପ୍ରସ୍ତୁତ କରାଯାଏ । ବେସର ବଟାରେ ପରିବା କିମ୍ବା ମାଛ ଆଦି ମିଶାଇ ବିଭିନ୍ନ ପ୍ରକାରର ତରକାରୀ ପ୍ରସ୍ତୁତ କରାଯାଏ । ପୂର୍ବରୁ ଥରେ ଇତିଶ୍ରୀୟା ସାହୁଙ୍କ ଦ୍ୱାରା କଦଳୀ ମଞ୍ଜା ବେସର ତରକାରୀ ବିଷୟରେ ପ୍ରକାଶ କରାଯାଇଥିଲା । କିନ୍ତୁ ଆଜି ଏକ ସହଜ ଏବଂ ସୁଆଦିଆ…

ଅଧିକ ପଢ଼ନ୍ତୁ