Akankshita Sandhyatie Book Review by Soumya Ranjan Pal

ପୁସ୍ତକ ସମୀକ୍ଷା: ଆକାଂକ୍ଷିତ ସନ୍ଧ୍ୟାଟିଏ

ଆକାଂକ୍ଷିତ ସନ୍ଧ୍ୟାଟିଏ ହେଉଛି ଡ. ତୃପ୍ତିରଞ୍ଜନ ଦାସଙ୍କ ରଚିତ ପ୍ରଥମ କବିତା ସଂକଳନ, ଯାହାକି ଶାନ୍ତିସେନା ପ୍ରକାଶନ ଦ୍ୱାରା ପ୍ରକାଶ ପାଇଥିଲା । ପ୍ରଥମ ସଂସ୍କରଣ ଯେତେବେଳେ ପ୍ରକାଶ ପାଇଥିଲା, ମାତ୍ର କେଇଟା ଦିନରେ ସମସ୍ତ ପୁସ୍ତକ ବିକ୍ରି ହୋଇଯାଇଥିଲା, ଯେଉଁଥିପାଇଁ ଆମକୁ ମିଳିବାକୁ ଏତେ ସମୟ ଲାଗିଗଲା । କିଛି ଏମିତି ଆରମ୍ଭ ହଉ ସମ୍ପର୍କ, ଯେଉଁଠି ଆବେଗର ପ୍ରଭାବରେ ପାଦ ଅତିଶୟ ଚଞ୍ଚଳ ନହଉ । ସହସ୍ର ଭାବନାର ଭିଡ଼ରେ, କଳ୍ପନାର ଚଳଚ୍ଚିତ୍ର ବାସ୍ତବକୁ ଆଖିରେ ରଖି ହିଁ…

ଅଧିକ ପଢ଼ନ୍ତୁ
Asampurna Ganatantra (ଅସମ୍ପୂର୍ଣ୍ଣ ଗଣତନ୍ତ୍ର) by Jangyash Kumar Rout

ଅସମ୍ପୂର୍ଣ୍ଣ ଗଣତନ୍ତ୍ର

ଯେବେ ପ୍ରତିଶ୍ରୁତି ଆଜି ରାଜନୀତି ଆଉ ରାଜନୀତି ଏଠି ରାଜନେତା ମାନଙ୍କର ପୈତୃକ ସମ୍ପତ୍ତି, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ପାଶ୍ଚାତ୍ୟ ଶିକ୍ଷାର ସୁବାସିତ ହଳାହଳ ବିଷ ଓ ବେରୋଜଗାରିର ଶିକୁଳି ରେ ବନ୍ଧା ଭାରତର ଭାଗ୍ୟ, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ସାଧାରଣ ଜନତାଙ୍କର ଜୀବନ ଏଠି ଅସୁରକ୍ଷିତ ଓ (ଅସାଧାରଣ) ଗୁଣ୍ଡାରାଜ୍ ଏଠି ସୁରକ୍ଷିତ, ତେବେ କେମିତି ସମ୍ପୂର୍ଣ୍ଣ ହେବ ଭାରତର ଗଣତନ୍ତ୍ର ! ଯେବେ ସରକାରୀ…

ଅଧିକ ପଢ଼ନ୍ତୁ
Last Poem of 2022 (୨୦୨୨ର ଶେଷ କବିତା) by Biswanath Kinkar Rout

୨୦୨୨ର ଶେଷ କବିତା

ମୁଁ ଚାହୁଁନଥିଲି ତୁମେ ଆସ ବୋଲି, କାରଣ ତାଙ୍କ ପ୍ରତି ବଢ଼ିଯାଇଛି ଅସୀମ ଶ୍ରଦ୍ଧା ॥ ମରୁଭୂମିରେ ମରିଚିକା ପରି ତୁମେ, କିଏ ବା ଭରସା କରିବ ତୁମେ ଦେଖାଉଥିବା ସ୍ୱପ୍ନ ଉପରେ ॥ ୧୦୦୦ ଦିନର ବିଭୀଷିକା ପରେ, ସେ ଦେଇଥିଲେ ମୁକ୍ତିର ସ୍ୱାଦ, ଜୀବନର ଉଚ୍ଚ ନୀଚ, ସମସ୍ତେ କରିଥିଲେ ଅନୁଭବ ॥ ଭୋକିଲା ପେଟରେ ଟଙ୍କିକିଆ ଚାଉଳର ଚାଦର ଢାଙ୍କି, ନିଜ ଆପଣାର ମାନଙ୍କର ଶବ ଦେଖି ଦେଖି, ପିଞ୍ଜରାବଦ୍ଧ ଚଢ଼େଇ ପରି…

ଅଧିକ ପଢ଼ନ୍ତୁ
Editorial Page of Shubhapallaba 40th Edition

✍ ଚତ୍ୱାରିଂଶ ସମ୍ପାଦକୀୟ

ଆଷାଢ଼ ଶୁକ୍ଳ ଦ୍ଵିତୀୟା । ପୁଣି ଆସିଛି ସେହି ବହୁ ପ୍ରତୀକ୍ଷିତ ତିଥି । ସବୁରି ସ୍ୱରରେ କେବଳ ହର୍ଷର ଗୋଟିଏ ଘୋଷ – ଆସ… ଆସ… ଜଗଦୀଶ । ଘୋଷଯାତ୍ରାକୁ ଓହ୍ଲାଇ ଆସ । ଢଳି ଢଳି, ଝୁଲି ଝୁଲି, ଟାହିଆ ନଚେଇ ଓହ୍ଲାଇ ଆସ ବଡ଼ଦାଣ୍ଡ ଧୂଳିକୁ, ଶରଧାବାଲିକୁ… ଦୀର୍ଘ ଦୁଇବର୍ଷ ଧରି ବଡ଼ଦାଣ୍ଡରେ ତୁମ ଆସିବା ବାଟକୁ ଚାତକ ଭଳି ଅନେଇ ବସିଥିବା ଲକ୍ଷ ଲକ୍ଷ ଅପେକ୍ଷମାଣ ଏଇ ଜନସମୁଦ୍ରକୁ । ଉପନିଷଦରେ ଲେଖାଅଛି, “ଅପାଣିପାଦୋ ଜବନୋ ଗ୍ରହୀତା, ପଶ୍ୟତ୍ୟଚକ୍ଷୁଃ…

ଅଧିକ ପଢ଼ନ୍ତୁ
Odia Poem Iti Tumara Mun (ଇତି ତୁମର ମୁଁ) by Biswanath Kinkar Rout

ଇତି ତୁମର ମୁଁ

କେବେ କେଜାଣି ଏ ଅଣନିଃଶ୍ୱାସୀ ରାତି ପାହିବ, ଆକାଶ ସିନ୍ଦୂର ପିନ୍ଧିବ, ପାଦରେ ଚପଳା ପାଉଁଜି, ଘଡ଼ଘଡ଼ ହୋଇ ବାଜିବ ॥ ବିନା ବାଦଲରେ ଆଖି ବରଷୁଛି, କେବେ ତୋ’ ମନ ମାଟି ଭିଜିବ, ମୃତ ପ୍ରାୟ ସେଠି ପ୍ରେମର ଅଙ୍କୁର, କେତେ ଦିନ ଅବା ଜିଇଁବ ॥ ବିରହୀ ଝୁମୁକା କାନକୁ ଝୁରଇ, ଶଙ୍ଖା ଝୁରେ ମଣିବନ୍ଧକୁ, ନିଃସ୍ୱତାର ଶୀତ ଜାବୁଡ଼ି ଧରଇ, ପ୍ରତୀକ୍ଷା ମଳୟର ଉଷ୍ମତାକୁ ॥ ଗାଁ ଚଲାବାଟ ଅନେଇ ବସିଛି, କେବେ…

ଅଧିକ ପଢ଼ନ୍ତୁ