Odia Poem Moksha (ମୋକ୍ଷ) by Keshari Prasad Mohanty

ମୋକ୍ଷ

ବସନ୍ତର ମୃଦୁ ହୋଇ ମନ ଚୋରି କଲ । ନିଦରେ ଆସିକରି ସ୍ୱପ୍ନ ଦେଖାଇଲ ॥ ପୂର୍ଣ୍ଣମୀର ଚାନ୍ଦ ପ୍ରାୟ ହୋଇ ଆଲୋକିତ । ମନ ତଳେ ସ୍ନେହ ପ୍ରେମ କଲ ସଞ୍ଚାରିତ ॥ ଇନ୍ଦ୍ରଧନୁ ସାଜି ଜୀବନେ ରଙ୍ଗ ବୋଳି । ଆଙ୍କୁଥିଲ କେତେ ଚିତ୍ର ଧରି ନିଜେ ତୂଳୀ ॥ ଶରତର କାଶତଣ୍ଡି ପରି ମନମୋହି । ହେମନ୍ତ ଶିଶିରେ ଭିଜାଇଲ କାହିଁ ପାଇଁ ॥ ବନ୍ଧୁତାରେ ଲାଗିଲା କାହାର ନଜର । କେଇପଦ କଥାରେ ହେଇ ତୁମେ ପର ॥…

ଅଧିକ ପଢ଼ନ୍ତୁ
Odia Poem Mukha (ମୁଖା) by Sujata Mohapatra

ମୁଖା

ମାଟି ମୁଠେ ଦେଇଥିଲ ବୋଲି ମାଗୁଛ ଆକାଶ !! ଲୋଡ଼ା ନାହିଁ… ତୁମେ ଫେରାଇ ନେଇପାର ତୁମର ସେ ଦୁର୍ଲଭ ଦାନ !! ମୁଁ ବରଂ ଖୁସି ମୋ ପାଦ ତଳର ଶୂନ୍ୟତାରେ !! ହେଲେ, ମୁଁ କିନ୍ତୁ ତୁମକୁ ଅଧିକାର ଦେଇ ନ ପାରେ ମୋ ହାତ ଗଢ଼ା ଆକାଶଟିରେ !!! ସେ କେବଳ ମୋର… ରକ୍ତ ନିଗାଡ଼ି ତିଆରିଛି ମୁଁ ତାକୁ ବର୍ଷ ବର୍ଷ ଧରି !! ସିଞ୍ଚିଛି ସ୍ୱାଭିମାନର ତତଲା ନିଶ୍ୱାସରେ ଢାଳିଦେଇପାରିବିନି ତୁମ ପାଦ ତଳେ ଅର୍ଘ୍ୟପୁଷ୍ପ କରି…

ଅଧିକ ପଢ଼ନ୍ତୁ
Odia Story Mun Au Mo Prema (ମୁଁ ଆଉ ମୋ ପ୍ରେମ) by Rajesh Kumar Barik

ମୁଁ ଆଉ ମୋ ପ୍ରେମ

ନୂଆ ନୂଆ କଲେଜ୍ ଯିବା ଯେଉଁ ଖୁସି ତାହା କେଉଁ ପାର୍କ କି ହୋଟେଲ୍‌ରେ ମିଳେନା । ନୂଆ ସାଙ୍ଗ ଖୁଲମ୍‌ଖୁଲା ମସ୍ତି ତାହା ପୁଣି ଟିଚର କି ଘର ଲୋକଙ୍କ ଟେନସନ୍ ବିନା । ସତେ ଯେମିତି ମଣିଷ ଆଜାଦି ପାଇଗଲା । କିଛି ଦିନ ତ ବେସ୍ ଭଲ ଲାଗିଲା । ପରେ ଯେସାକୁ ତେସା ହୋଇଗଲା । କହିବାକୁ ଗଲେ ଅନର୍ସ ମିଳିବା ପରେ ସମସ୍ତେ ଯେମିତି ପର ହୋଇ ଯାଇଥିଲେ । ନିଜ ନିଜ ଅନର୍ସରେ ପଢ଼ାପଢ଼ି, କ୍ଲାସ ଓ…

ଅଧିକ ପଢ଼ନ୍ତୁ
Odia Poem Michhei Bou (ମିଛେଇ ବୋଉ) by Annapurna Dhal

ମିଛେଇ ବୋଉ

ଆଜି ମୁଁ ବୁଝୁଚି ତୁ କିଆଁ ମିଛ କହୁଥିଲୁ, ଅଳି କଲେ ଜିଦ୍ଦି କରି ଆଜି ଦେବି କାଲି ଦେବି, ହସି ହସି କହି ଦେଇ, ନିରୋଳରେ କାନ୍ଦୁଥିଲୁ, ମୁଁହକୁ ତୁ ଲୁଚେଇ । ତୋ’ ଭୁଲା କଥାରେ, ମନ ମୋର ଭୁଲିଯାଏ, ଖୋଜୁଥିବା ଜିନିଷକୁ, ସହଜରେ ଦେଉଥିଲୁ ତୁ ଭୁଲେଇ । ମନାକଲେ ମନ ଭାଙ୍ଗେ, ବୁଝିଥିଲୁ ବୋଲି, ମନା ତୁ ନକରି, ସବୁଦିନେ ଦେଉଥିଲୁ ଭଣ୍ଡେଇ । ସନ୍ତାନ ଆଖିରେ ଲୁହ, ଦେଖିବୁନି ବୋଲି, ହେଉ ପଛେ ମିଛରେ…

ଅଧିକ ପଢ଼ନ୍ତୁ
Odia Poem Michhare Luchichhi Bhala Paiba (ମିଛରେ ଲୁଚିଛି ଭଲପାଇବା) by Prashant Kumara Nath

ମିଛରେ ଲୁଚିଛି ଭଲପାଇବା

ପୁଅ ଯାଇଥିଲା ଖେଳିବା ପାଇଁକି ମାଆକୁ ତାହାର କହି ବାପା ପଚାରିବାରୁ କହୁଅଛି ମା ଯାଇଛି ପଢ଼ିବା ପାଇଁ । ପୋଖରୀରେ ବୁଡ଼ ମାରିମାରି ପୁଅ ଥଣ୍ଡା ଯେବେ ଧରିନିଏ ବରଷା ପବନ ଏହାର କାରଣ ମାଆଟା ତାହାର କୁହେ । ମାଡ଼ପିଟି କରି ପୁଅଟାର କେବେ ଆଣ୍ଠୁ ଗଣ୍ଠି ଗଲେ ଛିଡ଼ି ମାଆ କହୁଥାଏ ଏମିତି ହୋଇଛି ପଥରକୁ ଝୁଣ୍ଟି ପଡ଼ି । ଖାଇ ଖାଇ ପୁଅ ଖାଇଗଲେ ସବୁ ବୁଝେନି ମାଆର ମନ ତଥାପି କୁହେ ସେ ଭଲରେ…

ଅଧିକ ପଢ଼ନ୍ତୁ