Odia Poem Smruti Chitha (ସ୍ମୃତି ଚିଠା) by Dr. Subrat Kumar Mahanta

ସ୍ମୃତି ଚିଠା

ଓଲଟାଇବା ପାଇଁ ଇଚ୍ଛା ହୁଏ ବେଳେ ବେଳେ ପୁରୁଣା ପୃଷ୍ଠା, ପେଡ଼ି ଖୋଲିଦେଲେ ଆଖି ଲାଖି ଯାଏ ହଜି ଯାଏ ମନ…. ମିଳି ଯାଏ କିଛି ସ୍ମୃତି ଚିଠା !! ସତେ, କଷ୍ଟଦାୟକ ଥିଲା ସେ ଅତୀତ ବର୍ତ୍ତମାନ ନାମେ ଯେବେ ଥିଲା ସେ ନାମିତ କେତେ ଲୁହ ବୁହାଇଛି, ହୃଦୟ କନ୍ଦରୁ ଆଉ କେତେ କୋହୋ ସେ ରଖିଛି ସାଇତି ଧାର ଧାର ଲୁହ ବୁହାଇଛି, ନୟନ ଯୁଗଳୁ ଆଜି ଗୋଟେ ବର୍ତ୍ତମାନେ ପହଞ୍ଚି ଭାବୁଛି ସ୍ମୃତି…

ଅଧିକ ପଢ଼ନ୍ତୁ
Odia Poem Spandana (ସ୍ପନ୍ଦନ) by Subhankar Satapathy

ସ୍ପନ୍ଦନ

ସ୍ପନ୍ଦନ ହୃଦୟର ଗୀତ, ମନର ମିତ ଅବା କେବେ ହୃଦଘାତର ପରାକ୍ରମରୁ ଜାତ । ସ୍ପନ୍ଦନ ମନର ସାଥି, ଗ୍ରୀଷ୍ମର ତାତି ଥଣ୍ଡା କାକରରେ ଶୋଇଥିବା ମଣିଷର ରାତି । ଶରତ ଋତୁ ଆଗମନ, ଦେବୀଙ୍କ ପ୍ରସାଦ ସେବନ ଆଶୀର୍ବାଦ ଭରା ପୂର୍ଣ କାଳରେ ଚମକିତ ହୁଏ ଗଗନ ପରମ୍ପରାର ପ୍ରତିବିମ୍ବ ସାଜେ–ସ୍ପନ୍ଦନ ସ୍ପନ୍ଦନ ସ୍ପନ୍ଦନ । କୋକିଳ ଗଳାର ଗୁଞ୍ଜନ, ସମୁଦ୍ର ଲହଡ଼ି ଗର୍ଜନ ପ୍ରେମର ଶୀତଳ ତନେ ଭରୁଥିବା, ଅଶ୍ରୁଭରା ଏକ ନୟନ ସୁକ୍ଷ୍ମ ଅବସ୍ଥିତି ତାର–ସ୍ପନ୍ଦନ ସ୍ପନ୍ଦନ…

ଅଧିକ ପଢ଼ନ୍ତୁ
Odia Story Mrutyu Pthe Manabikata (ମୃତ୍ୟୁ ପଥେ ମାନବିକତା) by Satyabrata Sethi

ମୃତ୍ୟୁ ପଥେ ମାନବିକତା

ଯେତେବେଳେ ସନ୍ତାନଟେ ଜନ୍ମ ନିଏ ସେତେବେଳେ ବାପାମା’ଠାରୁ ଆରମ୍ଭ କରି ଆତ୍ମୀୟ ପରିଜନ ତଥା ସାହିପଡ଼ିଶା ଖୁସି ହୋଇଥାନ୍ତି । କୌଶଲ୍ୟା ଏବଂ ସୁବ୍ରତ ଉଭୟ ସ୍ୱାମୀସ୍ତ୍ରୀ ସେଥିରୁ ବାଦ୍ ପଡ଼ିଥାନ୍ତେ କେମିତି? କେତେ ଦିଅଁ ଦେବତା ମାନସିକ କରି ଆଜି ତାଙ୍କ କୋଳରେ ସନ୍ତାନଟିଏ ଭଗବାନ ଦେଇଛନ୍ତି । ଦୁଃଖର ଯବନିକା ପକାଇ ଖୁସିର ବାତାବରଣଟିଏ ତିଆରି କଲେ ଭଗବାନ । ମନର ସିଲଟରେ ନିଜର ଖୁସିର ମୁହୂର୍ତ୍ତକୁ ହାତରେ ଗାରେଇ କ’ଣ ସବୁ ଲେଖିଦେଉଥିଲା କୌଶଲ୍ୟା । ମାର୍ଗଶିର ମାସ…

ଅଧିକ ପଢ଼ନ୍ତୁ
Odia Bhajan He Karunamaya (ହେ କରୁଣାମୟ) by Pranati Mohapatra

ହେ କରୁଣାମୟ

ଭକ୍ତି ପୁଷ୍ପ ଧରି ମନ ବ୍ୟୋମଯାନେ ଆସିଛି ତୋ’ ପାଶେ ଧାଇଁ, କର୍ମଫଳ ସବୁ ତୋ’ ପାଦ ପଙ୍କଜେ ସମର୍ପି କଳାଗୋସାଇଁ । ଶ୍ରୀପଦେ ଥାଇ ମୁଁ ନୟନ ପୁରାଇ ଦେଖିବି ଚକାନୟନ, ତୋ ଛଡ଼ା ତୁଳସୀ ଟିକେ ପାଇ ଦେଇ ହୋଇଯିବି ମୁହିଁ ଧନ୍ୟ । ବାଇଶି ପାହାଚେ ଗଡ଼ିବି କାଳିଆ ତୋ’ ମହାମନ୍ତ୍ରକୁ ଧ୍ୟାୟୀ, ଭୋକ ଶୋଷ ସବୁ ଭୁଲିଯିବି ପେଟେ ଟଙ୍କ ତୋରାଣିରୁ ପିଇ । କରୁଣାମୟ ହେ କରୁଣାରୁ ଉଣା କରିବୁନି ମୋର ରାଣ, ଏତିକି…

ଅଧିକ ପଢ଼ନ୍ତୁ
Odia Poem Luchei Deli (ଲୁଚେଇ ଦେଲି) by Golak Bihari Giri

ଲୁଚେଇ ଦେଲି

କାଳେ ଆମ ସ୍ମୃତିକୁ ସୂର୍ଯ୍ୟର ଉତ୍ତାପ ଆଉ ରାତିର ଅନ୍ଧାର ନଷ୍ଟ କରିଦେବେ ମୁଁ ଆଜି ତାକୁ ଲୁଚେଇ ଦେଲି ଜହ୍ନରାଇଜରେ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ… ନା ରହିବ ଇର୍ଷା ନା ନିତିନିୟମ ବାଧା ଦେବାକୁ ଆମ ଅବାଞ୍ଛିତ ପ୍ରେମକୁ ନାଁ ତୋତେ ଭୟଥିବ ନାଁ ଅବିଶ୍ୱାସ ଦୁନିଆ ଜାଣିବା ଆଗରୁ ମୁଁ ତାକୁ ମଞୁସାରେ ଭସେଇଦେଲି ମୋ ଲୁହର ନଦୀରେ ପ୍ରେମର ଡଙ୍ଗାରେ ଜହ୍ନ ରାଇଜକୁ ଏକ ନିର୍ଦ୍ଦିଷ୍ଟ ତାରାର ଦାୟିତ୍ୱରେ… କାଳେ ତୋତେ…

ଅଧିକ ପଢ଼ନ୍ତୁ