Odia Poem Maa ra Parba (ମା'ର ପର୍ବ) by Sushree Sangita Sethy

ମା’ର ପର୍ବ

ଧବଳ ଆକାଶ ଶ୍ୱେତ କାଶତଣ୍ଡୀ ସ୍ୱଚ୍ଛ ନିର୍ମଳ ଶରତେ, ଦୁର୍ଗତିନାଶିନୀ, ମହିଷାମର୍ଦ୍ଦିନୀ ମା’ ଧରାକୁ ପାଦ ଥାପେ ! କାଶତଣ୍ଡୀ ସଜାଇ ତା’ ବାଟ ଗାଏ ଆସ ମାଏ ଆସ ବେଗେ, ଏ ଧରା, ଗଗନ ପ୍ରକମ୍ପିତ ହେଉ ତୁମ ଜୟକାର ନାଦେ ! ଶଙ୍ଖ, ଘଣ୍ଟ ଧ୍ୱନି, ଅଗୁର, କର୍ପୂରେ ଶୁଦ୍ଧ ହେଉ ଏ ସଂସାର, ନାଶ ହେଉ ସବୁ ନକାରାତ୍ମକ ଶକ୍ତି ଭରିଯାଉ ଆଶିଷେ ଅଗଣା, ଘର ! ମୁଖରିତ ହେଉ ଗାଁ ଦାଣ୍ଡ…

ଅଧିକ ପଢ଼ନ୍ତୁ
Utkalare Durganka Mrunmayee Pratima (ଉତ୍କଳରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା)

ଉତ୍କଳରେ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା

ଭାରତୀୟ ସଂସ୍କୃତିରେ ଦୁର୍ଗାପୂଜାର ଇତିହାସ ଅତି ପ୍ରାଚୀନ । ମାର୍କଣ୍ଡେୟ ପୁରାଣ ଅନୁସାରେ ଚେଦି ରାଜବଂଶର ରାଜା ସୁରଥ ପ୍ରଥମେ ଦୁର୍ଗାପୂଜା ପରମ୍ପରା ଆରମ୍ଭ କରିଥିଲେ । ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତକରେ ‘ମାର୍କଣ୍ଡେୟ ପୁରାଣ’ ଅନୁସାରେ ରାଜା ସୁରଥ ପ୍ରଥମେ ଉତ୍କଳରେ ଦୁର୍ଗାପୂଜା ଆରମ୍ଭ କରିଥିଲେ । ରାଜା ସୁରଥ ହେଉଛନ୍ତି ଚେଦିବଂଶର ମହାମେଘବାହନ ଐରଖାରବେଳଙ୍କ ବଂଶଧର । ଖାରବେଳ ଏହି ପୁରାଣ ପ୍ରସିଦ୍ଧ ସୁରଥ ରାଜାଙ୍କର ପଞ୍ଚମ ସୋପାନ ବା ପଞ୍ଚମ ବଂଶାନୁକ୍ରମେ ସମୁଚୀନ ମନେହୁଏ…

ଅଧିକ ପଢ଼ନ୍ତୁ
Odia Sonet Ravana Dahan (ସନେଟ ରାବଣ ଦହନ) by Madhumita Mishra

ସନେଟ ରାବଣ ଦହନ

ରାଗ କ୍ରୋଧ ମୋହ ଫାସର ପସରା… ରହିଛି ଜୀବନ ସାରା…! ରାସ୍ତା ଅଙ୍କାବଙ୍କା ଧରି ଆଗେଇଛି… ରାତିଦିନ ଧରି ଧରା…!! ବଡ଼ସାନ କିଛି ନ ମାନଇ ଆଜି… ବର୍ଷା କିମ୍ବା ଖରା ଶୀତେ…! ବଦଗୁଣ ଯେତେକ ଆବୋରି ବସିଛି… ବରବାଦ କରି ସବୁ ସତେ…!! ଗଣନା ନଜାଣି ଗୁଣନ ନଜାଣି… ଜଣ ଜଣ କରି ଗଣି…! ମରଣ ମୁଖକୁ ବରଣ କରୁଛି… ସଂକ୍ରମଣ ପରି ପୁଣି…!! ରାଜୀବଲୋଚନ ଆଗେଇ ଆସ ହେ ରାବଣ କର ଦହନ…! ରାବଣ…

ଅଧିକ ପଢ଼ନ୍ତୁ
Odia Poem Kashatandi Phula (କାଶତଣ୍ଡୀ ଫୁଲ) by Deepak Kumar Nayak

କାଶତଣ୍ଡୀ ଫୁଲ

ମା’ ଆସିବେ ବୋଲି ଧରା ହୋଇଛି ସଜେଇ । ଦୂର ଆକାଶ ତତେ ମୃଦୁ ମଳୟରେ ହସେ କାଶତଣ୍ଡୀ । ବିଲ ପାଟ ଫୁଟେ ନଦୀ ଗର୍ଭେ ଲାଗେ କେଡ଼େ ସୁନ୍ଦର । ଜଗତ ଜନନୀ ଆସିବେ ଧରାକୁ ଫୁଲେ ଫୁଲେ ସଂସାର ଦୁଃଖ ହରିବେ । ଜହ୍ନି ଫୁଲ ଅଗସ୍ତି ମଞ୍ଜରି ଧରା ଲାଗେ ସୁନା ସୁନା ରୂପେ ତାର । ସବୁଜ ଦେହେ ଧବଳ ଫୁଲ ଲାଗେ ମନୋହର ସତେ l – ଦୀପକ…

ଅଧିକ ପଢ଼ନ୍ତୁ