ଜ୍ଞାନ୍‌ ନୁରା

ଜ୍ଞାନ୍‌ ନୁରା

ପଢାଲେଖା କଲେଁ ଜ୍ଞାନ୍‌ ନୁରିହେସି
ମିଲ୍‌ସି ଘାଏ ଘାଏ
କେନ୍‌ସି ଶାସ୍ତ୍ର ଗ୍ରଂଥ ବହି ନ
ପୂରା ଜ୍ଞାନ୍‌ ନାଇଁ ଥାଏ

ଜ୍ଞାନର୍‌ ଝାରେଁ ଢୁଡ଼୍‌ମେଇ ହେଇ
ସାରି ଦଉଥିସୁଁ ବେଲ୍‌
ଭାଷା ସାଂଗେ ଲାଗି ଚଲେଇଥିସୁଁ
ଜ୍ଞାନ୍‌ ନୁରାଖୁଜା ଖେଲ୍‌

ଜ୍ଞାନ୍‌ ବଦ୍‌ଲିସି ବଢ୍‌ସି ଛିଡ଼୍‌ସି
ଯାଏସି ମନୁ ଲିଭି
କେତେ ଜ୍ଞାନ୍‌ ଅଛେ ସାରା ସଂସାରେ
କେହି ନାଇଁପାରି ଭାବି

ଯାହାର୍‌ ଯେତ୍‌କି ଦର୍‌କାର୍‌ ଥିସି
ସେ ସେତ୍‌କି ଖୁଜି
ଜ୍ଞାନର୍‌ ଝାରୁଁ ପତର୍‌ ବେଟି
ଆଏଁଖ୍‌ ଦେସି ମୁଜି

ଜ୍ଞାନ୍‌ ମାନିକରି ବୁତା ଉସ୍‌ରାଲେଁ
ମିଲ୍‌ସି ପର୍‌ଛା ସୁଖ୍‌
ଅଜ୍ଞାନ୍‌ ମୁନୁଷ୍‌ ଜିଇଁଥିସି ସିନା
ପାଉଥିସି ଚୁଛେଁ ଦୁଖ୍‌

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...