fampa-mathia

ଫମ୍ପା ମାଠିଆ

ଘର ସଫା, ଘର ପୋଛା ସହ ପୂଜାବାସନ ମଜାଧୁଆ ସରିଲା । ସେପଟେ ବାହାରେ ଗୋବର ଛଡ଼ା ସହ କାଲି ପାଇଁ ପୂଜା ଥାଳି ମଧ୍ୟ ସଜାଡ଼ି ଦେଲି; ଏଥର ମୁଁ ମୋ ଘରକୁ ଯିବି କି ମାଆ? ବାସ୍… ଏହାପରେ ଆଉ କ’ଣ? ସବୁଦିନ ଯାହା ହୁଏ ତାହାହିଁ ହେଲା । ଗୋଲାପିର ଏତକ କଥା ଶୁଣି ସେପଟୁ ରାଗରେ ଫଁ ଫଁ ହୋଇ ମାଲିକାଣୀ ବର୍ଣ୍ଣାଳୀର ଗାଳି ଆରମ୍ଭ । ଏପଟେ ଚୌକିରେ ବସି…

ଅଧିକ ପଢ଼ନ୍ତୁ
abhula-smruti

ଅଭୁଲା ସ୍ମୃତି

ବାବା, ଆମର ବାବା ଡାକଟା ଥିଲା ଫୁଲ ପରି ସୁନ୍ଦର, ମହୁ ଭଳି ମଧୁର । ଆମକୁ ନିସ୍ୱ କରି ତୁମେ ଚାଲିଗଲ ରଖିଗଲ ସବୁକିଛି ଯାହା ଅପାସୋରା ଅବିସ୍ମରଣୀୟ । ଯେଉଁ ଦିନ ମା’ର ଗର୍ଭରୁ ଆମେ ଆସିଲୁ ସେହି ଦିନଠାରୁ ତୁମର ସେହି ନିସ୍ଵାର୍ଥପର ସେବା ତ୍ୟାଗ ସତ ସାହସ ସତ୍ୟବାଦୀତା ସରଳତା ଗୁଣଗୁଡ଼ିକ ଦ୍ଵାରା ଆଜି ଆମକୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଛି । ଅନ୍ଧ ଯେପରି ଆଖି…

ଅଧିକ ପଢ଼ନ୍ତୁ
odia-bohu

ଓଡ଼ିଆ ବୋହୂ

ବାପା ଦୟାକରି ବୁଝିବାକୁ ଚେଷ୍ଟା କର, ମୁଁ ମିଷ୍ଟିକୁ ବହୁତ ଭଲ ପାଏ ଓ ତା’ ଛଡ଼ା ଆଉ କାହାକୁ ବି ବିବାହ କରି ପାରିବିନି । ବାପା କିନ୍ତୁ ନିଜ ଜିଦ୍‌ରେ ଅଟଳ, ତେଣୁ ସେ ଦୀପକର କଥା ନ ଶୁଣି ତାଙ୍କ ରୁମ୍‌କୁ ଚାଲିଗଲେ । ଦୀପକ ତଥାପି କହୁଥାଏ, ବାପା ମୋ ପାଇଁ ଥରେ କେବଳ ଥରେ ଯାଇ ମିଷ୍ଟିକୁ ଦେଖା କରି ଆସ । ଏତିକି କହି ଦୀପକ ସୋଫା ଉପରେ…

ଅଧିକ ପଢ଼ନ୍ତୁ
corona-short-story

କୋରନା

ଗାଆଁରୁ ବାହାନା ନେଇକି ବାହାରି ଯାଇଥିବା ଅମିତକୁ ଲିପି ପଚାରିଲା, “ଏବେ ତ ସବୁ ବନ୍ଦ ହେଇ ପଡ଼ିଛି । କିଟ୍ ଆଣିବାକୁ କେତେ ଦିନ ଲାଗିବ ଯେ? ମୋତେ ବହୁତ ଭୟ ଲାଗୁଛି ।” ଓହୋ ! ମୁ କ’ଣ ହାତ ଯୋଡ଼ିକି ଘରେ ବସିଛି କି? ଜାଣି ପାରୁନ? ଲକ୍ ଡାଉନ୍ ଚାଲିଛି ପରା? ଅମିତର ଚଢ଼ା ଗଳାର ଉତ୍ତରଟା ଲିପିକୁ ଟିକେ କେମିତି ଅଡ଼ୁଆ ଲାଗିଲା । ଦୂରଭାଷକୁ ରଖି ରଖି ମନରେ…

ଅଧିକ ପଢ଼ନ୍ତୁ
somabara

ସୋମବାର

ସୋମବାର ଲୋ ! ତୁ କୋଉଠି ଅଛୁ? ପ୍ରଥମଥର ପାଇଁ ତୋତେ ବହୁତ ଝୁରିଲିଣି । ସବୁ ଦିନ ଛୁଟିବାର ଏବେ । ଜାଣିଛି ସବୁ ସପ୍ତାହରେ ତୁ ଆସିଲେ କେତେ ଶୋଧିଛୀ ତୋତେ? ବର୍ଣ୍ଣନା ବି କରିପାରିବୁନି ବୋଧେ । ଏକା ବି ନୁହେଁ ସାଙ୍ଗ ମାନଙ୍କ ସାଙ୍ଗେ ମିଶିକି ବି ବହୁତ କହିଛି ତୋତେ । ଏଇଆ ନୁହେଁ ଯେ ଅଫିସ୍ ଯିବାକୁ ପଡ଼ିବ; ମାଆର କଡ଼ା ତାଗିଦ୍, “ବବୁଲୁ, ସୋମବାରରେ ଆଇଁଷ ଖାଇବୁନି”…

ଅଧିକ ପଢ଼ନ୍ତୁ