Bichari

ବିଚାରୀ

ଗତିଶୀଳ ସମୟର ସାମ୍ନା କରିବା ଯେ କେତେ କଷ୍ଟ, ତାହା ହିଁ ସେଇ କହିପାରିବ । ଅଧା ଖରା ଅଧା ଛାଇ ବଗିଚାର ଫୁଲ ଉପରେ ପଡ଼ିଥାଏ, ବସନ୍ତର ମୃଦୁ ମଳୟ ମନକୁ ଆହ୍ଲାଦିତ କରୁଥାଏ, ଆଉ ଆଖିରେ ଭରି ଦିଏ ଆଖିଏ ସ୍ୱପ୍ନ… ହଠାତ୍ ଫୋନ୍ ଆସିଲା ଧାଇଁଯାଇ ଫୋନ୍ ରିସିଭ୍ କରିବା ଆଗରୁ କଟି ଯାଇଥିଲା, କାହିଁକି କେଜାଣି ମନକୁ ଦୁଃଖ କରି ନୀରବରେ ବସିପଡ଼ିଲା, କିଛିବି ବୁଝି ହେଲାନି କି ତାକୁ ପଚାରିବାରେ…

ଅଧିକ ପଢ଼ନ୍ତୁ
Niara Prema

ନିଆରା ପ୍ରେମ

୨୦୧୨ ମସିହା ଶୀତ ଦିନରେ କଲେଜରେ ପରୀକ୍ଷା ଚାଲୁଥାଏ । ଡିଷ୍ଟାନ୍ସ କୋର୍ସ ହେଇଥିବାରୁ କ୍ଲାସ ହୁଏନି, ତେଣୁ ବେଶୀ ସାଙ୍ଗସାଥି ବି ନଥାନ୍ତି । ସେଇଠି ତାଙ୍କ ସହ ପ୍ରଥମେ ଦେଖା ହେଇଥିଲା । ପରୀକ୍ଷା ଆଗରୁ ଦେଖା ହଉଥିଲା ଆଉ ଦିଜଣ ଦିଜଣଙ୍କୁ GOOD LUCK କହୁଥିଲୁ ଆଉ ପରୀକ୍ଷା ପରେ ଦେଖାରେ, “କେମିତି ହେଲା?” ବାସ ଏତିକି କଥାରୁ ଏତେ ଲମ୍ବା ଗପର ଆରମ୍ଭ । “Love at first sight” ବାକ୍ୟଟା…

ଅଧିକ ପଢ଼ନ୍ତୁ
Thare Madhupur Gaon re

ଥରେ ମଧୁପୁର ଗାଁରେ

ହରି ବୋଲି ଜଣେ ବ୍ୟକ୍ତି ରହୁଥିଲା । ସେ ବହୁତ ଗର୍ବୀ ଏବଂ ଅତ୍ୟନ୍ତ ଅମାନୁଷିକ ବ୍ୟକ୍ତି ଥିଲା । ଥରେ ମଧୁପୁର ଗାଁକୁ ବାବା ସତ୍ୟାନନ୍ଦ ଆସିଥିଲେ କିଛି ଦିନ ସତସଙ୍ଗ ପାଇଁ । ଦିନେ ହରିକୁ ତା’ ସ୍ତ୍ରୀ କହିଲା ଜଣେ ବାବା ଆସିଛନ୍ତି, ତାଙ୍କୁ ଦେଖାକରିବାକୁ । ହରି ପ୍ରଥମେ ରାଜି ହେଉନଥିଲା, ପରେ ହରି ତାଙ୍କ ପାଖକୁ ଗଲା, ଯାଇ ପଚାରିଲା ଦୁନିଆରେ କେମିତି ଶାନ୍ତିରେ ରହିହେବ । ବାବା କହିଲେ,…

ଅଧିକ ପଢ଼ନ୍ତୁ
Eka Sukshma Bislesana

ଏକ ସୂକ୍ଷ୍ମ ବିଶ୍ଳେଷଣ

୧୯୭୦ ଦଶକର କଥା । ଦିନେ ଅପରାହ୍ନରେ ତିରୁଅନନ୍ତପୁରମର ବେଳାଭୂମିରେ ଧୋତି ପିନ୍ଧି ଜଣେ ବୟସ୍କ ଭଦ୍ରଲୋକ ଏକାନ୍ତରେ ଭାଗବତ ଗୀତା ପଢ଼ୁଥିଲେ । ସେହି ସମୟରେ ସେହି ବାଟ ଦେଇ ଜଣେ ଯୁବକ ଯାଉଥାନ୍ତି । ଭଦ୍ରବ୍ୟକ୍ତିଙ୍କୁ ଗୀତା ପଢ଼ିବା ଦେଖି ସେ ଅଟକିଯାଇ କହିଲେ, “ଆପଣ ଜଣେ ଉଚ୍ଚ ଶିକ୍ଷିତ ବ୍ୟକ୍ତି ପରି ଜଣାପଡ଼ୁଛନ୍ତି । ଆଜିର ଏ ଆଧୁନିକ ବିଜ୍ଞାନ ଯୁଗରେ ମଣିଷ ଚନ୍ଦ୍ର ପୃଷ୍ଠରେ ପହଞ୍ଚିଲାଣି କିନ୍ତୁ ଆପଣଙ୍କ ପରି ଶିକ୍ଷିତ…

ଅଧିକ ପଢ଼ନ୍ତୁ
Debasnana

ଦେବସ୍ନାନ

ଏଇ ବରଷ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମ ଗାଁ ଗୋସେଇଁ ବହାରିଥାନ୍ତି ତିନି-ଚାରି କୋଷରେ ହେଉଥିବା ଦେବସ୍ନାନ ପର୍ବ ଦେଖିବାକୁ । କୋରନା କଟକଣା ଯୋଗୁଁ ପୁରୀ ଯାଇପାରିଲେ ନାହିଁ । ଯୋଗକୁ ବର୍ଷାଟା ବି ହେଉନାହିଁ । ଦୁଇଦିନ ତଳେ ଭୁବନେଶ୍ୱର ଭାସୁଥିଲା, ଆଜି ଖରା ଟାଣ ! ଗୋସେଇଁଙ୍କ ଉପବାସକୁ ଛତା ଜୋତା ଓ ସୂକ୍ଷ୍ମ ପୋଷାକ ପରିଧାନ ଶରୀରଟି ଟିକେ ମଳିନ ପଡ଼ିଯାଇଥାଏ । ଗାଁ’ର କିଛି ଲୋକ ଗୋସେଇଁଙ୍କୁ ଥଟ୍ଟା ତାମସା…

ଅଧିକ ପଢ଼ନ୍ତୁ