Banaphula

ବନଫୁଲ

ଏକ ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟରୁ ଉଚ୍ଚଶିକ୍ଷା ଲାଭକରି ସ୍ନାତୋକୋତ୍ତର ହେଇ ନିଜ ରାଜ୍ୟକୁ ଫେରିଲେ ପ୍ରଭାସ ! ସିଭିଲ୍ ଇଞ୍ଜିନିଅରିଂ ତାଙ୍କର ବିଶେଷତା ହେଇଥିବାରୁ ପ୍ରଥମ ପୋଷ୍ଟିଙ୍ଗ୍ ହେଲା ଗୋଟିଏ ଡ୍ୟାମ୍ ପ୍ରୋଜେକ୍ଟରେ । କର୍ମକ୍ଷେତ୍ରରେ ଯୋଗଦେବା ପୂର୍ବରୁ ପ୍ରଭାସଙ୍କର ପରିବାର ଲୋକେ ଗୋଟିଏ ସୁନ୍ଦର ପ୍ରସ୍ତାବ ଦେଖି ତାଙ୍କର ଶୁଭପରିଣୟ ସମ୍ପର୍ଣ୍ଣ କରେଇ ଦେଇଥିଲେ । ନୂଆନୂଆ ବିବାହିତାଙ୍କୁ ନେଇ ପ୍ରଭାସ ସେଇ ଅଜଣା ଜାଗାକୁ ଯିବାକୁ ଅପ୍ରସ୍ତୁତ ଥିଲେ, ତେଣୁ ପତ୍ନୀଙ୍କୁ ସହରରେ ଛାଡ଼ି ସେ…

ଅଧିକ ପଢ଼ନ୍ତୁ
Notha - One Love Story

“ନୋଥ” ଏକ ପ୍ରେମର ଶ୍ରୋତ

ରାତି ପ୍ରାୟ ଗୋଟାଏ ବାଜିଲାଣି । ମାମା ସେଯାଏଁ ଶୋଇନଥିଲେ । ଫୋନର ଘଣ୍ଟି ଖୁବ୍ ଜୋରରେ ବାଜିବା ଶୁଣି ମାମାଙ୍କ ହାତରୁ ପିଉଥିବା ପାଣି ଗିଲାସଟି ଖସି ପଡ଼ିଲା । ବାପା ଦୌଡ଼ି ଆସିଲେ । ମାମା କୌଣସି ଅମଙ୍ଗଳର ଆଶଙ୍କା କରୁଥିଲେ । ମନା କରିବା ସତ୍ତ୍ୱେ ବାପା ଫୋନ ଉଠେଇ ନେଲେ । ପଛପଟୁ ମାମା ପାଗଳି ପରି କହି ଚାଲିଥିଲା ଆଜି ଠିକ୍ ସେଇ ଦିନ, ସେହି ତିଥି ଆଉ ସମୟ…

ଅଧିକ ପଢ଼ନ୍ତୁ
ସବୁପୁଅ ଏମିତି ନା

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର…

ଅଧିକ ପଢ଼ନ୍ତୁ
ଶଙ୍ଖ ନାଦ

ଶଙ୍ଖ ନାଦ

(ଏକ) ସୂର୍ଯ୍ୟ ଆଲୁଅର ଛଟା ତୋଟା ଉହାଡ଼କୁ ଯିବାକୁ ଉଦ୍ୟତ ହେଉଥିଲା । ସନ୍ଧ୍ୟା ସମୟ ଏକୁଟିଆ ବିତେଇଲେ ମୁଁ ଶାନ୍ତି ପାଉଥିଲି । ଅନ୍ଧାରର ଆଗମନ ପୂର୍ବରୁ ହିଁ ତାକୁ ଆପଣାର କରିବାକୁ ଆଗୁଆ ପ୍ରସ୍ତୁତ ହେଉଥିଲି । ନାନୀଘର ଗାଁକୁ ଆସିଲେ ତୋଟା ଏବଂ ନଦୀ ପଠାରେ ସନ୍ଧ୍ୟା ବିତେଇବା ବହୁତ ପୁରୁଣା ଅଭ୍ୟାସ ଥିଲା । ନାନୀଘର ଭିତରୁ ବାହାରି ଆସି ମୁଁ ଗାଁ ଉପକଣ୍ଠ ଆଡ଼େ ଯିବାକୁ ବାହାରି ଥିଲି ।…

ଅଧିକ ପଢ଼ନ୍ତୁ
jatra-chalichhi

ଯାତ୍ରା ଚାଲିଛି

ମୋ ଝିଅ ଗୁଡଲିକୁ ପାଞ୍ଚବର୍ଷ ହେଲେ ବି ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେ ବୁଝିପାରୁଥିଲା । ଯଦିଓ ସେସବୁର ଜଟିଳ ଦିଗ ପ୍ରତି ତା’ର ଅନୁଶୀଳନ କ୍ଷମତା ଥିଲା ସିମୀତ । ଉଦାହରଣ ସ୍ଵରୁପ; ସେଦିନ ସକାଳେ ମୋ ସହିତ ବଜାରରୁ ଔଷଧ ପାଇଁ ଗଲାବେଳେ ଗୁଡଲି ମତେ ପଚାରିଲା, “ବାବା, ଜେଜେମା’ ଯେତେ କାଶିଲେ ବି, ମାମା ତୋତେ ଓଷଦ (ଔଷଧ) ଆଣିବାକୁ କେବେ କହେନି, ଓଲଟା ଜେଜେମା’ ଉପରେ ଗରଗର ହେଉଥାଏ । ହେଲେ…

ଅଧିକ ପଢ଼ନ୍ତୁ