Odia Story Ghanta Tarakari (ଘାଣ୍ଟ ତରକାରୀ) by Janmajaya Nayak

ଘାଣ୍ଟ ତରକାରୀ

(୧) ଆମ କଲୋନୀର ସବୁଠାରୁ ପ୍ରିୟ ନାମ ଶାନ୍ତି ମାଉସୀ । ପିଲା ଠୁଁ ବୁଢ଼ା ସବୁରି ମୁହଁରେ ତାହାରି ପ୍ରଶଂସା । ପାକୁଆ ପାଟିରେ ଲହଡ଼ିଭାଙ୍ଗୁଥାଏ ଖିଲିଖିଲି ହସ । ସେନେହ ଶିକୁଳିରେ ସମସ୍ତଙ୍କ ମନକୁ ବାନ୍ଧି ରଖିଥାଏ ସେ । ମହମହ ବାସନା ଛୁଟିଆସୁଥିଲା ଶାନ୍ତି ମାଉସୀ ଘରୁ । ସେ ବାସନାରୁ କେଉଁ ଗୋଟିଏ ଆପଣାପଣର ଅନୁଭବ ଭାସିଆସୁଥିଲା । ସହରୀ ସଭ୍ୟତାର ଚାକଚକ୍ୟ ଭିତରେ ସେ ବାସନା ପୂର୍ଣ୍ଣଚ୍ଛେଦ ଟାଣି ଗାଁ କଥା ମନେପକାଇ ଦେଉଥିଲା । ଖବରକାଗଜ ପଢ଼ିବାରେ ନିଜକୁ…

ଅଧିକ ପଢ଼ନ୍ତୁ
Odia Love Story Ray Sir o Binodini (ରାୟ ସାର୍ ଓ ବିନୋଦିନୀ) by Rojalin Parida

ରାୟ ସାର୍ ଓ ବିନୋଦିନୀ

ବହୁତ କାମ ଏଇ ସ୍କୁଲରେ । ଯେବେଠୁ ବଦଳି ହେଇ ଆସିଛି ଗୋଟିଏ ପରେ ଗୋଟିଏ କାମ ସବୁବେଳେ ଲାଗି ରହିଛି । ମନେ ମନେ ଭାରି ବିରକ୍ତ ହେଉଥିଲି । ପୁଣି ପାଠାଗାରର ଦାୟିତ୍ୱ ବି ମୋ ଉପରେ ଲଦି ଦେଲେ ! ଆଉ ମୋତେ ତ ଲାଗେ ଏଇ ବିଦ୍ୟାଳୟ ପାଠାଗାରର ବହି ସଂଖ୍ୟା ଅଳ୍ପ ବୃଦ୍ଧି କରି ଠିକ୍ ଠାକ୍ ସଜେଇ ଦେଲେ ଆଖପାଖ ଦଶ ଖଣ୍ଡ ଗାଁ ଲୋକ ବିନା ଅସୁବିଧାରେ ପଢ଼ି ପାରିବେ । ହେବନି ବି…

ଅଧିକ ପଢ଼ନ୍ତୁ
Pratarana Eka Bhinna Balisajyara (ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା) by Shwetapadma Padhi

ପ୍ରତାରଣାର ଏକ ଭିନ୍ନ ବାଲିଶଯ୍ୟା

ତା’ ଘର ଲୋକ ଆସି ତାକୁ ଗାଁକୁ ନେଇ ଯାଇଛନ୍ତି ଶୁଣି ଆଉ ରହି ପାରିଲାନି ସାଗର; ଗାଡ଼ି ଧରି ସାଙ୍ଗେ ସାଙ୍ଗେ ବାହାରିଗଲା ଗାଁକୁ । ବାଟଯାକ ମନେ ମନେ ଭାବୁଥାଏ ଦି’ ଚାପୁଡ଼ା ତା’ ଗାଲରେ ମାରିବ ଆଉ ସାଙ୍ଘାତିକ ଗାଳିଦେବ ରାଧେୟକୁ । ବିଚିତ୍ର ମଣିଷ ଏମିତି କେମିତି ସମ୍ୱେଦନଶୀଳତା ହରାଇ ବସିଲା? ସମାଜ ସହିତ ନୀରନ୍ତର ସଂଗ୍ରାମ କରି ସ୍ୱନିର୍ବାଚିତ ଝିଅଟିକୁ ଭଲ ପାଇ ବାହା ହେବା ପରେ ମଧ୍ୟ ତାକୁ ବୁଝି ପାରିଲାନି?…

ଅଧିକ ପଢ଼ନ୍ତୁ
Odia Horry Story Tabij (ତାବିଜ) by Deepak Sarangi

ତାବିଜ

ମୋ ନାଁ ଆଦିତ୍ୟ ସାମଲ । ମୁଁ ଆଜି ମୋ ଜୀବନର ଏମିତି ଗୋଟେ କଥା ଶୁଣେଇବି ଯାହାକୁ ଶୁଣିଲା ପରେ ଯେ କେହି ବି ଆତ୍ମା ଓ ଈଶ୍ଵରଙ୍କ ଅସ୍ତିତ୍ଵ ଉପରେ ବିଶ୍ଵାସ କରିବାକୁ ବାଧ୍ୟ ହେବ । ୨ ବର୍ଷ ହେଲା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରୁ ଏମ.ଏ ପାସ କରି ଚାକିରି ଖଣ୍ଡେ ପାଇଁ ବୁଲି ବୁଲି ନୟାନ୍ତ ହେଲାପରେ ମଧ୍ୟ କେଉଁଠି କିଛି ମୋ ପାଇଁ ଗୋଟେ ଚାକିରିର ବ୍ୟବସ୍ଥା ହୋଇପାରୁନଥିଲା । ବଡ଼ କଷ୍ଟରେ ଧରାଧରି କରି…

ଅଧିକ ପଢ଼ନ୍ତୁ
Odia Story Jibana Sabuthu Bada (ଜୀବନ ସବୁଠୁ ବଡ଼) by Himanshu Bhusan Sahoo

ଜୀବନ ସବୁଠୁ ବଡ଼

ଶୋଭନ ନିଜ ଚେୟାରରୁ ଉଠିଲେ । ଫୋନଟି ସେହିପରି ବାଜୁଥାଏ । ଯେମିତି ଶୋଭନ ରିସିଭ ନ କରିବା ପର୍ଯ୍ୟନ୍ତ ସେ ବାଜିଚାଲିବ ବୋଲି ସ୍ଥିର କରିସାରିଛି ! ତାଙ୍କର ବିଲକୁଲ ଇଚ୍ଛା ନ ଥିଲା କାହାସହ କଥା ହେବାକୁ ଆଜି । ସେଥିପାଇଁ ସେ ତାଙ୍କ ପୁରୁଣା ଡାଈରୀ ଓ କିଛି ନିଜ ହାତଲେଖା କବିତା ଗୁଡ଼ିକୁ ପଢ଼ୁଥାନ୍ତି ଓଳିଏ ହେଲା । ଫୋନ୍ ରିସିଭରଟି ଉଠାଇ କାନରେ ରଖିଛନ୍ତି, ଆରପଟୁ କାନ୍ଦ କାନ୍ଦ ସ୍ୱର ସାନ ବୋହୂର । ଶୋଭନଙ୍କୁ ଆଉ କିଛି…

ଅଧିକ ପଢ଼ନ୍ତୁ