chaha-cup

ଚାହା କପ୍

ମାର୍ଚ୍ଚ ମାସର ଏକ ଖରାଦିନିଆ ସକାଳ, ରାତି ସାରା ଭାରି ଗରମ ଲାଗୁଥିବାରୁ ଠିକରେ ଶୋଇ ହେଉନଥାଏ, ଭୋର ବେଳକୁ ଟିକେ ଆଖି ମାଡ଼ି ପଡ଼ିଥିଲା ଯେ ଖୋଲିଲା ବେଳକୁ ଦିନ ୯ଟା, ମୋବାଇଲରେ ସମୟ ଦେଖି ଚମକି ଉଠିଗଲା ସିପ୍ରା । ପୁଣି ଦେଖେ ତ ମୋବାଇଲରେ ପାଞ୍ଚଟି ମିସ୍ କଲ, ମା’ଙ୍କର ୩ଟା ଆଉ, ବାବାଙ୍କର ଦୁଇଟି, ମନେ ମନେ ଟିକେ ହସିଲା ସିପ୍ରା, ଆଉ ଭାବିଲା, “କେତେ ଆଉ ବଡ଼ ହେଲେ ମୁଁ, ତୁମେ…

ଅଧିକ ପଢ଼ନ୍ତୁ
ସାଙ୍ଗ ହେବ ତ ଏମିତି

ସାଙ୍ଗ ହେବ ତ ଏମିତି

୧୦ ବର୍ଷ ତଳର କଥା ସେତେବେଳେ ୮ ବର୍ଷର ଗୋଟେ ଗରିବ ପିଲାଟିଏ । ରାସ୍ତାରୁ କିଛି ପ୍ଲାଷ୍ଟିକ୍ ଗୋଟେଇ ତା’ ମାଲିକକୁ ଦିଏ ଆଉ ମାଲିକ ଯାହା ପଇସା ଦିଏ ତା’ ପେଟ ପୋଷେ ।ହେଲେ ସେଦିନ ସେ ପିଲାଟି କିଛି ପ୍ଲାଷ୍ଟିକ ପାଇଲା ନାହିଁ ଆଉ ମାଲିକ ତାକୁ କିଛି ପଇସା ବି ଦେଲାନି । ଛୋଟ ପିଲାଟା ଭୋକରେ ଆଉଟୁ ପାଉଟୁ ହେଉଥାଏ… ସେ ଗୋଟେ ଜଳଖିଆ ଦୋକାନକୁ ଯାଇ କହିଲା ବାବୁ ସକାଳୁ ପହରୁ କିଛି…

ଅଧିକ ପଢ଼ନ୍ତୁ
ସବୁପୁଅ ଏମିତି ନା

ସବୁପୁଅ ଏମିତି ନା

ବହୁତ ଦିନର ସଂଘର୍ଷ ପରେ ଅନୁରୂପକୁ ମିଳିଥିଲା ବ୍ୟାଙ୍କ୍ ଅଫିସର ଚାକିରି, ପୋଷ୍ଟିଂ କଲିକତାରେ । ଦ୍ଵିତୀୟ ଶନିବାର ଆଉ ରବିବାର ଛୁଟି ଦେଖି ଭାବିଲା ଘରକୁ ଯାଇକି ଟିକେ ବୁଲିଆସିବି ।ଏମିତିରେ ଏଠି ଏକା ଭଲ ଲାଗୁନି, ଘରେ ଟିକେ ବୁଲି ଆସିଲେ ଭଲ ଲାଗିବ । ଶୀତ ଟିକେ ଟିକେ ପଡ଼ିଲାଣି, ସ୍ଵେଟର ପିନ୍ଧି ବାହାରିପଡ଼ିଲା ବସଷ୍ଟାଣ୍ଡ ଅଭିମୁଖେ । ଗଲାବେଳେ ଆଖି ପଡ଼ିଥିଲା ଏକ ସ୍ଵେଟର ଦୋକାନ ଉପରେ । ସେଇଠି ତା’ର ମାନେ ପଡ଼ି ଯାଇଥିଲା ତା’ର ଅତୀତର…

ଅଧିକ ପଢ଼ନ୍ତୁ
Chocolate

ଚକଲେଟ

ସେଦିନ ଅପରାହ୍ନରେ ମୋ ଚଷମାର ଲେନ୍ସକୁ ପୋଛି କବାଟ ଖୋଲି ଦେଖିଲି’କୁକୁ’ । କୁକୁ, ସେଇ ଟିକି ଝିଅଟି ମୁହଁରେ ତା’ର ଅଝଟର ଚିହ୍ନ, ପାଖ ପୋଡ଼ଶୀଙ୍କ ଝିଅ । ହାତରେ ଧରିଥାଏ ଦୁଇଟି ଡେରିମିଲ୍କ ଚକଲେଟ ଓ କହିଲା, “ଅଙ୍କଲ ତୁମ ଚକଲେଟ ନେଇଯାଅ ସରି ।” ଆଜି ଅଫିସରୁ ଫେରିଲାବେଳେ ଦେଖାହେଇଥିଲା କୁକୁ, ବୟସ ୫ କି ୬ ବର୍ଷ ହେବ । ମୋର ତା’ ସହିତ ତିନି ମାସର ବନ୍ଧୁତା, ସେ ଏକ ଅତୁଟ ବନ୍ଧନରେ ମୋତେ ବାନ୍ଧି…

ଅଧିକ ପଢ଼ନ୍ତୁ
Roseday

ରୋଜ୍ ଡେ

ଗୋଲାପ: ପ୍ରେମ ଆଉ ପ୍ରକୃତିର ଗୋଟେ ସୁନ୍ଦର ସୃଷ୍ଟି । କେତେବେଳେ ପୂଜାରେ ତ ପୁଣି କେତେବେଳେ ସ୍ଵାଗତ ସମ୍ବର୍ଦ୍ଧନାରେ ବ୍ୟବହାର ହୁଏ । ଭଲପାଇବା ଆଉ ବନ୍ଧୁତା ପାଇଁ ଇଏ କୋଉ ବିଶେଷ ଉପହାର ଠୁ କମ୍ ନୁହେଁ । * ସେଦିନ ରୋଜ୍ ଡେ’ରେ ପ୍ରତିମା ଗୋଟେ ରଙ୍ଗ ବିହୀନ ଗୋଲାପ ଚିତ୍ର ଅଙ୍କା ଯାଇଥିବା ପେପର୍ ଅନୁପକୁ ଦେଇ କହିଲା, “ନେ ଆଜିର ଦିନରେ ତୋ ପାଇଁ ।” ଅନୁପ: ବହୁତ୍ ସୁନ୍ଦର ହେଇଛି । ତୁ ଅଙ୍କିଛୁ? ପ୍ରତିମା:…

ଅଧିକ ପଢ଼ନ୍ତୁ