fashion-show

ଫେସନ ସୋ

ସମୟ ପାଞ୍ଚ ସାଢ଼େ-ପାଞ୍ଚ ହେବ । ନିଜର ନିତିଦିନିଆ କାମ ସାରି ବସ୍ତିକୁ ଫେରୁଥାଏ ସଲମାନ୍ । ମନରେ ଅସରନ୍ତି ଆନନ୍ଦ, ଆଜି ମାଲିକ ଖୁସି ହୋଇ ପୁରା ପଇସା ଦେଇଛି, ପଚାଶ ଟଙ୍କା । ଭଙ୍ଗା ବୋତଲ, ଭଙ୍ଗା ପ୍ଲାଷ୍ଟିକ୍, ଜରି, ପାଣି ବୋତଲ, ଛିଣ୍ଡା ପୋଷାକ ଆଦି ଯୋଗାଡ଼ କରି ଦୁଇ ଅଖା ଫୁଲ୍ କରିଥିଲା ଆଜି ସେ । ସେଥିପାଇଁ ମାଲିକ ଖୁସି ହୋଇ ତାକୁ ମଧ୍ୟ ଖୁସି କରିଥିଲା । ମନେ ମନେ ଆନନ୍ଦିତ ହୋଇ ଫେରୁଥିଲା ସେ ।…

ଅଧିକ ପଢ଼ନ୍ତୁ
Baula-Gai-Gapa

ବଉଳା ଗାଈ ଗପ

ହଠାତ୍ ସୁମିତ୍ରା ହାତରୁ ଫୋନ୍ ଖସିପଡ଼ିଲା । ଲଥ୍ କରି ଚେୟାରରେ ବସିପଡ଼ିଲା । ଗୋଡ଼ରୁ ମୁଣ୍ଡ ଯାଏଁ ଥରୁଥିଲା ସିଏ । କ’ଣ କରିବ? କାହାକୁ କହିବ? ଅମିତ୍ ହିଁ ତ’ ସେଠାକାର ଜିଲ୍ଲାପାଳ, ତାଙ୍କ ପାଇଁ ପୁଣି କାହାକୁ ଗୁହାରି କରିବ? ଆଜି ସକାଳୁ ତ’ କହିକି ଯାଇଥିଲେ, “ଦେହ ଟା ଭଲ ଲାଗୁନି, ଯଦି ହବ ଘରକୁ ଜଲ୍‌ଦି ଚାଲିଯିବି, ତୁମେ ପରେ ଡାକ୍ତରଖାନାରୁ ଆସିଲେ ଚଳିବ ।” କେମିତି ହେଇଗଲା ଏସବୁ? ସେତିକିବେଳେ ଧଇଁ ସଇଁ ହେଇ…

ଅଧିକ ପଢ଼ନ୍ତୁ
Upahara Odia Story bi Biswaranjan Sahoo

ଉପ‌ହାର

ନିଜ ମୋବାଇଲରେ ଆସିଥିବା OTPକୁ ସଫଳତାର ସହ ପ୍ରବେଶ କରାଇବା ପରେ ଟିକେ ଆଶ୍ୱସ୍ତି ଅନୁଭବ କଲେ ମିଶ୍ର ବାବୁ । ଯାହା ବି ହେଲେ ପ୍ରଥମ ଥର କିଛି ଅନଲାଇନ କିଣିବାଟା ଗୋଟେ ଯୁଦ୍ଧ ଜିତିବା ପରି ଲାଗୁଥିଲା ମିଶ୍ର ବାବୁଙ୍କୁ । ଘରଣୀଙ୍କ ଏତେ କହିଲା ପରେ ଯାଇ ଆଜି ମିଶ୍ର ବାବୁ ଅନଲାଇନ କିଛି କିଣୁଛନ୍ତି । ପଡ଼ିଶା ଘର ଜେନା ବାବୁଙ୍କ ସ୍ତ୍ରୀ ଏତେ ସୁନ୍ଦର ଶାଢ଼ୀଟେ ପିନ୍ଧି ବୁଲୁଛନ୍ତି, ଆଉ ଜେନା ବାବୁ ସେ…

ଅଧିକ ପଢ଼ନ୍ତୁ
Pherichhi Phaguna Odia Short Story by Prabir Kumar Sahoo

ଫେରିଛି ଫଗୁଣ

ମାସରେ ପାଖାପାଖି କୋଡ଼ିଏ ବାଇଶି ଦିନ ତାଲା ଲାଗି ରହୁଥିବା, ସହର ଶେଷ ମୁଣ୍ଡରେ ଥିବା ଏଇ ଘରଟି କାହିଁକି କେଜାଣି କାହାରି ଆଖିକୁ ଭଲ ଦେଖା ଯାଏନି । କିଏ ଏ ଧୂଳି ଧୂସରିତ ରଙ୍ଗହୀନ ଘରଟିକୁ ପସନ୍ଦ କରେନି ତ’ ଆଉ କେହି ସେ ଘରେ ସାମାଜିକ ଚଳଣିଠାରୁ ଦୂରେଇ ରହୁଥିବା ଲୋକଟିକୁ । ଅନେକ ତ’ ସେ ପରିତ୍ୟକ୍ତ ପ୍ରାୟ ଘରେ ରହୁଥିବା ଲୋକଟିକୁ ଚିହ୍ନିନାହାନ୍ତି । ଏଇ ଘରଟି ଯେମିତି ସମୀର ଅପେକ୍ଷାରେ ହିଁ ସମୟ…

ଅଧିକ ପଢ଼ନ୍ତୁ
selfie

ସେଲଫି

ହଠାତ୍ କି ନିଦ ଭାଙ୍ଗିଗଲା ଅନନ୍ଦିତାର । ମୋବାଇଲଟାକୁ ଅନ୍ଧାରରେ ଅନ୍ କରିକି ଦେଖେ ତ’ ଭୋର ୪ଟା ୩୦ ମିନିଟ ହେଇଛି । ଲାଇଟ ଲଗେଇ ଚେୟାରରେ ବସିଲା ଯାଇ ତା’ ନିୟମିତ ଢଙ୍ଗରେ । ଶୁଷ୍କ ଓଠ ସାଙ୍ଗକୁ ଆଖି ଦୁଇଟି ଫୁଲି ଯାଇଥାଏ, ମୁଣ୍ଡର ବାଳ ପୁରା ଅସ୍ତବ୍ୟସ୍ତ । ଘରଟା ପୁରା ଶୂନଶାନ, ତାକୁ ଛାଡ଼ି ଏଇ ଘରେ ଏବେ କେହି ବି ରୁହନ୍ତିନି । ଖଟଟା ଉପରକୁ ଟିକେ ନଜର ବୁଲେଇ ଆଣିଲା । ଏକା କଉଠି ସେ…

ଅଧିକ ପଢ଼ନ୍ତୁ