rajadhanira-anubhuti

ରାଜଧାନୀର ଅନୁଭୂତି

ବଣ ପାହାଡ଼, ନଦୀଝରଣା, ପୋଖରୀ ତୋଟା ପରିବେଷ୍ଟିତ ଏକ ଛୋଟିଆ ଗ୍ରାମ କୁନ୍ଦନପୁର । ସବୁ ସମ୍ପ୍ରଦାୟର ଲୋକ, ଯେପରି ଆମ ଭାରତବର୍ଷ ସେଭଳି ଏ ଗାଁରେ ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷାଭାଷୀ ଲୋକ ବସବାସ କରନ୍ତି । ଏହି ଗାଆଁର ନୈସର୍ଗିକ ଶୋଭା ପରିକଳ୍ପନାତୀତ । ସତେ ଯେମିତି ଇଶ୍ୱର ଏକ ଛୋଟିଆ ସ୍ୱର୍ଗ ନିର୍ମାଣ କାର୍ଯ୍ୟରେ ଆସି, ଏ ଗାଆଁକୁ ଗଢ଼ି ଚାଲିଯାଇଛନ୍ତି । ବଣ ଜଙ୍ଗଲର ଆଢ଼ୁଆଳରେ କିମ୍ୱଦନ୍ତୀ ମାଳାରେ ଭୂଷିତା ଏକ ସୁନ୍ଦରୀ ଦେବୀ ସଦୃଶ୍ୟ…

ଅଧିକ ପଢ଼ନ୍ତୁ
odisha-kete-dura

ଓଡ଼ିଶା କେତେ ଦୂର?

ଆଜି ମୁଁ ଯଥାର୍ଥରେ ନିସ୍ଵ, ଯଥାର୍ଥରେ ସର୍ବହରା । ସବୁ କିଛି ଚାଲିଯାଇଛି କ୍ରୁର ନଈ ବଢ଼ିର ପ୍ରଖର ସୁଅ ଭଳି କିନ୍ତୁ ଗୋଟେ ଭଙ୍ଗା ବୃକ୍ଷ ସାହାରା ନେଇ ଜୀବନ ବଞ୍ଚିଗଲା ପରି ଏବେ କ୍ଷୁଧାର ତାଡ଼ନା ଯାଇନାହିଁ । ସବୁଥିରେ ଭିକାରୀ ସାଜିଥିବା ମଣିଷର ଆଜି ଗୋଟିଏ ସମ୍ବଳ, ତାହା ହେଉଛି ଏ ପେଟର ଭୋକ । ଏଇ ପେଟ ଚାଖଣ୍ଡକ ପାଇଁ ମଣିଷ ଚାଲି ଆସିଥିଲା ନିଜ ମାଆ, ମାତୃଭୂମି, ସମ୍ପର୍କକୁ ଛାଡ଼ି ସୁଦୂର ତାମିଲନାଡ଼ୁ । ଯେପରି…

ଅଧିକ ପଢ଼ନ୍ତୁ
bandhan

ବନ୍ଧନ

“ଆରେ ମିକିନା ପାଣି ଲୋଟାଟା ଆଣି ଆସିବୁକି?” ଗାଡ଼ିଟା ଦାଣ୍ଡରେ ସାଇଡ଼ କରିକି ଶତପଥୀ ବାବୁ ଝିଅକୁ ଡାକ ଦେଲେ । “ଏ ଜୀବନେ ମୋ ଜୀବନେ…….” ଗୀତ ଟାକୁ ଗୁଣୁ ଗୁଣେଇ ହେଇକି ଆସିକି ମିକିନା ପାଣି ଦେଉ ଦେଉ ପଚାରିଲା ବାପି (ମିକିନା ବାପାଙ୍କୁ ବାପି ଡାକେ) ବ୍ୟାଙ୍କ ଗଲ କି? ମୋ ଆକାଉଣ୍ଟରେ ବିଲକୁଲ ଆଉ ପଇସା ନାହିଁ ପରା । – ହଁ ଯାଇଥିଲି ତୋତେ ମେସେଜ ଆସିନିକି? – “ଓହୋ ! ଦେଖିନି ମୁଁ…

ଅଧିକ ପଢ଼ନ୍ତୁ
corona-short-story

କୋରନା

ଗାଆଁରୁ ବାହାନା ନେଇକି ବାହାରି ଯାଇଥିବା ଅମିତକୁ ଲିପି ପଚାରିଲା, “ଏବେ ତ ସବୁ ବନ୍ଦ ହେଇ ପଡ଼ିଛି । କିଟ୍ ଆଣିବାକୁ କେତେ ଦିନ ଲାଗିବ ଯେ? ମୋତେ ବହୁତ ଭୟ ଲାଗୁଛି ।” ଓହୋ ! ମୁ କ’ଣ ହାତ ଯୋଡ଼ିକି ଘରେ ବସିଛି କି? ଜାଣି ପାରୁନ? ଲକ୍ ଡାଉନ୍ ଚାଲିଛି ପରା? ଅମିତର ଚଢ଼ା ଗଳାର ଉତ୍ତରଟା ଲିପିକୁ ଟିକେ କେମିତି ଅଡ଼ୁଆ ଲାଗିଲା । ଦୂରଭାଷକୁ ରଖି ରଖି ମନରେ ଭାବୁଥିଲା କାହିଁକି କେଜାଣି ଭୁଲ୍…

ଅଧିକ ପଢ଼ନ୍ତୁ
somabara

ସୋମବାର

ସୋମବାର ଲୋ ! ତୁ କୋଉଠି ଅଛୁ? ପ୍ରଥମଥର ପାଇଁ ତୋତେ ବହୁତ ଝୁରିଲିଣି । ସବୁ ଦିନ ଛୁଟିବାର ଏବେ । ଜାଣିଛି ସବୁ ସପ୍ତାହରେ ତୁ ଆସିଲେ କେତେ ଶୋଧିଛୀ ତୋତେ? ବର୍ଣ୍ଣନା ବି କରିପାରିବୁନି ବୋଧେ । ଏକା ବି ନୁହେଁ ସାଙ୍ଗ ମାନଙ୍କ ସାଙ୍ଗେ ମିଶିକି ବି ବହୁତ କହିଛି ତୋତେ । ଏଇଆ ନୁହେଁ ଯେ ଅଫିସ୍ ଯିବାକୁ ପଡ଼ିବ; ମାଆର କଡ଼ା ତାଗିଦ୍, “ବବୁଲୁ, ସୋମବାରରେ ଆଇଁଷ ଖାଇବୁନି” ଏଇଥିପାଇଁ । ତୁ ତ ଜାଣୁ ମୋର…

ଅଧିକ ପଢ଼ନ୍ତୁ