abhula-smruti

ଅଭୁଲା ସ୍ମୃତି

ବାବା, ଆମର ବାବା ଡାକଟା ଥିଲା ଫୁଲ ପରି ସୁନ୍ଦର, ମହୁ ଭଳି ମଧୁର । ଆମକୁ ନିସ୍ୱ କରି ତୁମେ ଚାଲିଗଲ ରଖିଗଲ ସବୁକିଛି ଯାହା ଅପାସୋରା ଅବିସ୍ମରଣୀୟ । ଯେଉଁ ଦିନ ମା’ର ଗର୍ଭରୁ ଆମେ ଆସିଲୁ ସେହି ଦିନଠାରୁ ତୁମର ସେହି ନିସ୍ଵାର୍ଥପର ସେବା ତ୍ୟାଗ ସତ ସାହସ ସତ୍ୟବାଦୀତା ସରଳତା ଗୁଣଗୁଡ଼ିକ ଦ୍ଵାରା ଆଜି ଆମକୁ ଉନ୍ନତିର ଚରମ ସୀମାରେ ପହଞ୍ଚାଇବା ପାଇଁ ସାହାଯ୍ୟ କରିଛି । ଅନ୍ଧ ଯେପରି ଆଖି ହରାଇଲେ ଆଖିର ମୂଲ୍ୟ…

ଅଧିକ ପଢ଼ନ୍ତୁ
Kalapata

କଳାପଟା

ମୋ ନାଁ କଳାପଟା । ସ୍କୁଲ ଘରେ ମୋ ଜାଗା ସବୁବେଳେ ପୂର୍ବ ନିର୍ଧାରିତ ସାମ୍ନା କାନ୍ଥରେ । ଚୌକି, ଟେବୁଲ ଏମିତିକି ଦୁଆର, କବାଟ ଆଉ ଝରକା ଲାଗିବା ଆଗରୁ ମୋ ଜାଗା ସ୍ଥିର ହେଇଯାଏ । ଏମିତି ଜାଗାରେ ମତେ ରଖାଯାଏ ଯୋଉଠୁ ମୁଁ ସମସ୍ତଙ୍କୁ ଦେଖିପାରିବି ଆଉ ମତେ ସମସ୍ତେ ଦେଖିପାରିବେ । ସାର୍, ଦିଦିମାନେ କୁହନ୍ତି ସବୁ ପିଲାଏ ମତେ ଦେଖିବାକୁ ବାଧ୍ୟ; ଯିଏ ମତେ ନଦେଖି ଇଆଡ଼େ ସିଆଡ଼େ ଚାହେଁ ଆଉ ଧରାପଡ଼େ, ଭଲକି ଉତ୍ତମ…

ଅଧିକ ପଢ଼ନ୍ତୁ
Potadhana

ପୋତା ଧନ

ଭୟ ସମସ୍ତଙ୍କୁ ଲାଗେ, ଅନ୍ଧାରରେ ନିଜ ଛାଇ ନିଜକୁ ଡରେଇ ଦିଏ । କିଏ କୁହେ ଏସବୁ ଅନ୍ଧ ବିଶ୍ୱାସ ଆଉ କିଏ କୁହେ ଯେ ଅଙ୍ଗେ ନିଭେଇଛି ସେ ଜାଣେ । ଡର କାହାକୁ କୁହାଯାଏ? ରାଜା ରାଜୁଡ଼ା କାହାଣୀ ଆସିଲେ ଆଖିକୁ ଆଗେ ଦେଖାଯାଏ । ପୁରୁଣା ରାଜ ବାଟି, ଭଙ୍ଗା ପଥରରେ ତିଆରି ପ୍ରସାଦ । କେତେ କାହାଣୀ ଆଉ କେତେ ଅଜଣା କଥା । କେତେ ସମୟ ସହ ଲୁଚି ଯାଇଚି ଆଉ କିଛି ଏବେ ବି ରହିଛି…

ଅଧିକ ପଢ଼ନ୍ତୁ
odia-bohu

ଓଡ଼ିଆ ବୋହୂ

ବାପା ଦୟାକରି ବୁଝିବାକୁ ଚେଷ୍ଟା କର, ମୁଁ ମିଷ୍ଟିକୁ ବହୁତ ଭଲ ପାଏ ଓ ତା’ ଛଡ଼ା ଆଉ କାହାକୁ ବି ବିବାହ କରି ପାରିବିନି । ବାପା କିନ୍ତୁ ନିଜ ଜିଦ୍‌ରେ ଅଟଳ, ତେଣୁ ସେ ଦୀପକର କଥା ନ ଶୁଣି ତାଙ୍କ ରୁମ୍‌କୁ ଚାଲିଗଲେ । ଦୀପକ ତଥାପି କହୁଥାଏ, ବାପା ମୋ ପାଇଁ ଥରେ କେବଳ ଥରେ ଯାଇ ମିଷ୍ଟିକୁ ଦେଖା କରି ଆସ । ଏତିକି କହି ଦୀପକ ସୋଫା ଉପରେ ବସି ପଡ଼ିଲା । ସେପଟେ…

ଅଧିକ ପଢ଼ନ୍ତୁ
han-se-maa

ହଁ ସେ ମାଆ

(୧) ମୋ ସ୍କୁଲ ଯିବା ବେଳର କଥା । ସବୁଦିନ ପରି ମୋତେ ଖାଇବାକୁ ବାଢ଼ି ଦେଇ ଟେବୁଲ ଉପରେ ଟିଫିନଟି ରଖି ଦେଇ ମମି ତା’ର କାମରେ ଲାଗିଗଲା । କୌଣସି କାରଣ ବଶତଃ ସେଦିନ ଟିଫିନଟି ବ୍ୟାଗରେ ରଖି ନଥିଲା ସେ ଆଉ ବଡ଼ ପାଟିରେ ଚିଲେଇକି କହିଲା, “ମନେ କରିକି ଟିଫିନ ବ୍ୟାଗରେ ପୁରେଇବୁ ।” ମୁଁ ଖାଇ ସାରି ଅଭ୍ୟାସଗତ ଭାବେ ବ୍ୟାଗଟି ଉଠେଇ ସ୍କୁଲ ବାହାରି ଯାଇଥିଲି ଟିଫିନଟିକୁ ସେଇ ଟେବୁଲ ଉପରେ ରଖି…

ଅଧିକ ପଢ଼ନ୍ତୁ