Badama

ବଡ଼ମା

ଫେବୃଆରୀ ମାସର ଶୀତୁଆ ସକାଳ, ବରଫ ଗଦା ଭିତରକୁ ଝରକା କାଚଆଡ଼ୁ ଚାହିଁ ରହିଥିଲା ଶୈଳଜା । ରାତିର ଗଦାଏ ବାସନକୁ ଧୋଇବାକୁ ପଡ଼ିବ । ଗ୍ଲୋଭ୍‌ସ୍ ଦୁଇଟାକୁ ପିନ୍ଧି ପକେଇଲା ସେ ଚଞ୍ଚଳ ଚଞ୍ଚଳ । ବାସନଧୋଇବା ମେସିନଟାର କ’ଣହେଇଛି କେଜାଣି, ଜମା ଛାଡ଼ୁନି ଅଁଇଠାଗୁଡ଼ାକ । ଝରକା କାଚରୁ ବାହରଟା ଲାଗୁଥିଲା ପରୀରାଇଜ ଭଳି । ଧଳା ମଖମଲିଚାଦରଟେ ଯେମିତି କିଏ ବିଛେଇ ଦେଇଛି । ଛୁଆ ସୂର୍ଯ୍ୟଙ୍କ କିରଣରେ ଲୋଭନୀୟ ଦେଖା ଯାଉଥିଲା ବାହାର ପରିବେଶ । ପ୍ରଥମାଷ୍ଟମୀ ପାଇଁ ଘରକୁ ଫୋନ…

ଅଧିକ ପଢ଼ନ୍ତୁ
Durga

ଦୁର୍ଗା

ଶୂନ୍‌ଶାନ୍ ସନ୍ଧ୍ୟା । ମିନୁ ତରତର ହୋଇ ବଜାରରୁ ଫେରୁଥାଏ । କାଲି ପରୀକ୍ଷା ଅଛି ଯେ, ସେ ଆଡ୍‌ମିଟ୍ କାର୍ଡ଼୍ ବାହାର କରି ଆସୁ ଆସୁ ସନ୍ଧ୍ୟା ହେଇଗଲା । ୭ଟା ପାଖା ପାଖି ସମୟ, ଦୁର୍ଗା ପୂଜା ସମୟ । ରାସ୍ତାରେ ଚାଲିଥାଏ ଛାତିକୁ ପଥର କରି । କୌଣସି ଅଟୋ ରହୁନଥାଏ । ସେମିତି ଚାଲିଥାଏ ତା’ ପାଦ । ହଠାତ୍ ପଛରୁ ୩-୪ ଜଣ ଲୋକଙ୍କ ପାଦ ଶବ୍ଦ ଶୁଭିଲା, ଛାତିର ସ୍ପନ୍ଦନ ତା’ର ବଢ଼ିଲା । ବର୍ତ୍ତମାନ ସମୟର କରାଳ ଦୃଶ୍ୟ…

ଅଧିକ ପଢ଼ନ୍ତୁ
Jibanara Mahatwa

ଜୀବନର ମହତ୍ତ୍ୱ

ନିତିଦିନିଆ ଜୀବନରେ ଆମେ ଆନେକଙ୍କ ସହ ସାକ୍ଷାତ କରିଥାଉ ମାତ୍ର ତାଙ୍କର ମହତ୍ତ୍ୱ ଆମେ ଜାଣିପାରି ନଥାଉ । ଜୀବନଠୁ କାହାକୁ ଆମେ ଦୁରେଇ ଦେଲେ କିମ୍ବା ଆମଠାରୁ କିଏ ଦୂରେଇ ଗଲାପରେ ପରବର୍ତ୍ତୀ ମୁହୂର୍ତ୍ତରେ ଆମେ ତାଙ୍କର ମହତ୍ତ୍ୱ ଜାଣିପାରିଥାଉ । ଦୁଇପଦ ମଧୁର କଥା କହିଲେ ଆମେ ଆମର ଅସ୍ତିତ୍ୱ ହରାଇନଥାଉ ମାତ୍ର ଯଦି ସେହି ମୁଖରୁ ବାହାରୁଥିବା ଶବ୍ଦ କଟୁରେ ପରିଣତ ହୋଇଯାଏ ତାହାଲେ ଅନ୍ୟମାନଙ୍କ ମନରେ ବହୁତ କଷ୍ଟ ଦେଇଥାଏ । ନିଜ ଜୀବନଲୁ ଉତ୍ସର୍ଗ…

ଅଧିକ ପଢ଼ନ୍ତୁ
Apahancha Gaon ra Chitra

ଅପହଞ୍ଚ ଗାଆଁର ଚିତ୍ର

ବନ୍ଧୁ ଜଣେ ପ୍ରଶ୍ନ କରିଲେ, “ତୁମେ ଗାଆଁକୁ କାହିଁକି ଏତେ ଭଲ ପାଅ? କ’ଣ ଅଛି ସେ ଧୂଳି ଧୂସରତର ଗାଆଁରେ? ଦେଖ ଟିକେ ଏହି ସହରକୁ କେତେ ଆଡ଼ମ୍ୱରର ଜୀବନ । କ’ଣ ଅଛି ସେ ଗାଆଁରେ?” ବନ୍ଧୁ ଜଣଙ୍କ ପ୍ରଶ୍ନ ଶୁଣି ମୁଁ ମୁରୁକି ହସିଦେଲି ଅନିଚ୍ଛା ସତ୍ତ୍ୱେ । କେଉଁଠୁ ଆରମ୍ଭ କରିବି କେଉଁଠି ଶେଷ କରିବି । କେମିତି ଆଙ୍କିବି କୁହ ସେ ଗାଆଁର ଚିତ୍ରକୁ ତୁମ ମନ ଭିତରେ । ରଙ୍ଗତୂଳୀ ତ ଅଛି ହେଲେ…

ଅଧିକ ପଢ଼ନ୍ତୁ
Byabhicharini

ବ୍ୟଭିଚାରିଣୀ

ରବିବାରଟା ଛୁଟି ବୋଲି ଯୋଉ ମହାପୁରୁଷମାନେ କହି ଯାଇଛନ୍ତି ସେମାନେ କେବେ ବି ବାହା ହେଇନଥିବେ । ବାହା ହବା ଲୋକମାନଙ୍କ ପାଇଁ ଯଦି କେବେ କୌଣସି ସମ୍ୱିଧାନଟିଏ ତିଆରି କରାଯାଏ ସେଥିରେ ମୌଳିକ ଅଧିକାରରୁ ଛୁଟିକୁ ନିଶ୍ଚୟ ବାଦ୍ ଦିଆଯାଇଥିବ । ମୁଁ ଯେମିତି କାଲିଠୁ ଭାବିକି ରଖିଥିଲି ଆଜି ରବିବାର ଖାଲି ସକାଳୁ ଖାନ୍ ଚାଚା ପାଖରୁ ଖାସି ମାଂସ ଅଧକିଲେ ଆଣି ମାମୁନୀଙ୍କୁ ଧରେଇ ଦେବି, ବାସ୍ ଦିନ ଯାକ ଲମ୍ୱ ହେଇ ଶୋଇ କ୍ରିକେଟ…

ଅଧିକ ପଢ଼ନ୍ତୁ