Dana

ଦାନ

କୌଣସି ଜରୁରୀ କାମରେ ଦାସ ବାବଙ୍କୁ ସହରରୁ ଦଶ କିଲୋମିଟର ଦୂରକୁ ଯିବାକୁ ପଡ଼ିଲା । ସେ ଅଟୋରିକ୍ସାବାଲାକୁ ପଚାରିଲେ କେତେ ଭଡ଼ା ନେବୁ କହିଲୁ । ଅଟୋବାଲା କହିଲା, “ସାର୍… ଦୁଇ ଶହ ଟଙ୍କା ଭଡ଼ା ପଡ଼ିବ ।” ଦାସ ବାବୁ ଏହା ଶୁଣି ପୂରା ରାଗିଗଲେ, କହିଲେ, “ତୁମେମାନେ ଆଉ କେତେ ଲୁଟିବ ଆମଠୁ କହିଲ । ଗୋଟିଏ ଲୋକର ଅସହାୟତାର ସୁଯୋଗ ନେବ । ମୁଁ ଶହେ ଟଙ୍କା ଦେବି !” “ନା ସାର୍, ଶହେ ଟଙ୍କାରେ ତ ପେଟ୍ରୋଲ ପଳେଇବ ।…

ଅଧିକ ପଢ଼ନ୍ତୁ
Bandhu

ବନ୍ଧୁ

ଡିନର ଆରମ୍ଭ ବେଳେ ଭାଇ କହିଲେ, “ବାପା, ସମୁ ଅଙ୍କଲ ତାଙ୍କ ସାନଝିଅ ବାହାଘର ପାଇଁ ରାସ୍ତା ପାଖ ଦୁଇ ଏକର ଜମି ବିକ୍ରି କରୁଛନ୍ତି ବୋଲି ଶୁଣିଲି, ତାଙ୍କ ସହ କଥା ବି ହୋଇସାରିଛି, ଭଲ ରେଟ୍‌ରେ ମିଳିବ, କିଣିବୁ ବୋଲି ଆମେ ଭାବୁଥିଲୁ ।” ଭାଇ କଥାରେ ମୁଁ ବି ସମ୍ମତ ଜଣେଇଲି । ବାପା କିଛିସମୟ ଚୁପ୍ ରହି କହିଲେ, “ସମୁ ମୋ ପିଲାଦିନ ସାଙ୍ଗ, ଏକାସାଙ୍ଗରେ କେତେ ଯେ ମାଡ଼ ଖାଇଛୁ ସ୍କୁଲରେ ଜଣେ…

ଅଧିକ ପଢ଼ନ୍ତୁ
Madhyasthi

ମଧ୍ୟସ୍ଥି

ଧେରଡ଼ା ଶୋଭନର ନାକ ଦଣ୍ଡିଟାକୁ ମାରି ଫଟେଇଦେଲା ସାନି । ଶୋଭନ କାନ୍ଦିକାନ୍ଦି ବାପାଙ୍କୁ କହିଲା, “ବାପା, ସେ ଧୁନ୍ଦୀ ମୋତେ ମାଲିଲା, ତା ଶାଶୂଘଲୁକୁ ମୁଁ ଯିବିନି ।” ଏହା କହି ପୁଣି କାନ୍ଦିଲା । ବାପା ହସିଦେଇ କହିଲେ, “ଏଇ ଗୋଟିଏ କଥା ନା, ତୁ ଚିନ୍ତା କରନା, ତାକୁ ଗୋଟେ ବାଳୁଙ୍ଗି ଶାଶୁଘର ଦେଖିକି ବାହା ଦେଇଦେବା, ଦେଖିବୁ ସେ ସାବଡ଼ ହୋଇଯିବ ।” ଏକଥାଶୁଣି ଶୋଭନ କାନ୍ଦ ବନ୍ଦ କରି କହିଲା, “ନା ନା ବାଲୁଙ୍ଗି ଘରେ…

ଅଧିକ ପଢ଼ନ୍ତୁ
Bapanka Bapa

ବାପାଙ୍କ ବାପା

ରାତି ଦୁଇଟା ପାଖାପାଖି । ମୋ ଆଖି ପଲକ ବି ପଡ଼ୁନଥାଏ ରଶ୍ମିଙ୍କ ଚିନ୍ତାରେ । ଅପେରେସନ ଥିଏଟରରେ ସେ ଭର୍ତ୍ତି ହେଇଥାଆନ୍ତି । ଡାକ୍ତର କହିଥିଲେ ପିଲାଟାର ନର୍ମାଲ ଡେଲିଭରି ହୋଇପାରିବ ନାହିଁ । ଠିକ୍ ୨ଟା ୧୦ ବେଳକୁ ବାପା ଫୋନ୍ କରି କହିଲେ, “ବାବାରେ ତୁ ବାପା ହୋଇଗଲୁ, ଲକ୍ଷ୍ମୀଟିଏ ପାଇଛୁ ।” ମୁଁ ଖୁସିରେ କାନ୍ଦି ପକେଇ କହିଲି, “ବାପା, ସେ ଦୁଇଜଣ ଠିକ୍ ଅଛନ୍ତି ତ? ମୁଁ ସକାଳ ଫାର୍ଷ୍ଟ ଫ୍ଲାଇଟରେ ଏଠାରୁ ବାହାରୁଛି, ଡାକ୍ତର… ।” ବାପା…

ଅଧିକ ପଢ଼ନ୍ତୁ
Prahari - The Story of a protector

ପ୍ରହରୀ

ପାହାଡ଼ ଜଙ୍ଗଲ ଘେରା ଗାଆଁଟିଏ ମଧୁପୁର । ଅଧିବାସୀମାନେ ପ୍ରାୟତଃ ଆଦିବାସୀ ସମ୍ପ୍ରଦାୟର । ଜଙ୍ଗଲ ଜାତ ଦ୍ରବ୍ୟ ଆଉ ପାହାଡ଼ ଝରଣାରୁ ମିଳୁଥିବା ଦ୍ରବ୍ୟ ହିଁ ତାଙ୍କ ଜୀବନ ଜୀବିକା । ସରଳ ବିଶ୍ୱାସୀ ଆଦିବାସୀମାନେ କେବେ ଡାକ୍ତର, ଓକିଲ ଆଉ ଅଲଗା ଜୀବିକା ଲୋକମାନଙ୍କ ସଂସ୍ପର୍ଶରେ ଆସିବା ତ ଦୂର କଥା ତାଙ୍କୁ ଦେଖି ବି ନଥାନ୍ତି । ଖାଲି ଜଣେ ସହୃଦୟ ଦିଦି ଆଦିବାସୀ ଛୁଆମାନଙ୍କୁ ଆସି ପାଠ ପଢ଼େଇ ଦେଇ ଯାଆନ୍ତି । ସେଇ ଟିକିଏ ସଂସାଧନ ତାଙ୍କର…

ଅଧିକ ପଢ଼ନ୍ତୁ