Odia Story Bala Budha (ବାଲା ବୁଢ଼ା) by Avijit Sahu

ବାଲା ବୁଢ଼ା

ମଇ ମାସ ୭ ତାରିଖ ଭୋର ସମୟ, ପୋଲିସ ଗାଡ଼ି ଆଜି ମାଧପୁର ଗାଁ କୁଣ୍ଡ ପୋଖରୀ କୂଳରେ ଥିବା ଅଣଓସାରିଆ ରାସ୍ତା ଦେଇ ଗାଁ ମଝିରେ ଥିବା ରାଜଉଆସ ଆଗରେ । ରାଜଉଆସ ଅସଲରେ କେଉଁ ରାଜାଙ୍କର ବାସଭବନ ନୁହେଁ, ଗାଁ’ର ବୋଧହୁଏ ସବୁଠୁ ଧନୀ ଲୋକର ଘର, ଧଳା ଫରଫର ଘରଟି । ସେ ଘର ଆଗ ଦେଇ ଯିଏ ଯାଏ, ମନରେ ଥରେ ଏହି ଭାବନା ତ ନିଶ୍ଚିନ୍ତ ଆସେ, “ଏମିତି ମୋର ଖଣ୍ଡେ ଘରଟି…

ଅଧିକ ପଢ଼ନ୍ତୁ
Odia Story Tumaku Apeksha Kari (ତୁମକୁ ଅପେକ୍ଷା କରି) by Jyotiranjan Sahu

ତୁମକୁ ଅପେକ୍ଷା କରି

ଆଜି ଅନେକ ଦିନପରେ ଆଦିତ୍ୟ ପୁଣି ଫେରିଛି ନିଜ ଅତୀତ ପାଖକୁ ଯାହାକୁ କୋଡ଼ିଏ ବର୍ଷ ଆଗରୁ ସେ ଛାଡ଼ିଦେଇଯାଇଥିଲା । ବହୁତ ସାହସ ସଞ୍ଚୟ କରି ସିଏ ଆଜି ଆସିଛି କଲ୍ୟାଣୀ ପାଖକୁ । କିଛିପାଇବା ଆଶାରେ ନୁହେଁ କି କିଛି ଦେବା ଆଶାରେ ନୁହେଁ ଆସିଛି ପ୍ରାୟଶ୍ଚିତ ପାଇଁ । ହେଲେ କଲ୍ୟାଣୀ ! ସେ କ’ଣ ତାକୁ କେବେ କ୍ଷମା ଦେଇପାରିବ ! ଏମିତି ଅନେକ କଥା ଭାବିଭାବି ପାଦ ଯୋଡ଼ିଏ ଆଗକୁ ଆଗକୁ ମାଡ଼ିଯାଉଥାଏ । ଯୌବନର ଚମକ ଧୋଇଯାଇ…

ଅଧିକ ପଢ଼ନ୍ତୁ
Odia Horror Story Kain Pokhari Rahasya (କଇଁ ପୋଖରୀର ରହସ୍ୟ) by Soumya Rath

କଇଁ ପୋଖରୀର ରହସ୍ୟ

ସହରର ଆଧୁନିକତାରୁ ଖୁବ ଦୂରରେ ବିଚିତ୍ରପୁର ଗାଁ । ପାଠପଢ଼ୁଆ ଯେ କିଛି କମ୍ ଅଛନ୍ତି ଗାଁରେ ସେମିତି ନୁହେଁ, କିନ୍ତୁ ତାଙ୍କ ପାଠର ଆଧୁନିକତା ଏ ଯାଏ ତାଙ୍କ ଗାଁକୁ ସ୍ପର୍ଶ କରିପାରିନି । ଏ ଗ୍ୟାସ, ବିଜୁଳି ଆଲୁଅର ଯୁଗରେ ବି ସନ୍ଧ୍ୟା ହେଲେ ଗାଁରୁ ଭାସି ଆସେ ଘଷି ଧୁଆଁ ଆଉ ବାଦାମ ତେଲର ମିଶମିଶି ବାସ୍ନା । ବିଜୁଳି ଆଲୁଅର ଏଇ ଅଛି ଏଇ ନାହିଁର ଲୁଚକାଳି ଭିତରେ ଲଣ୍ଠନ ନିଜ ଅସ୍ତିତ୍ୱ ହରେଇବ କ’ଣ…

ଅଧିକ ପଢ଼ନ୍ତୁ
Odia Story Asajada Jibana (ଅସଜଡ଼ା ଜୀବନ) by Debasish Mohanty

ଅସଜଡ଼ା ଜୀବନ

କ୍ରିଂ କ୍ରିଂ! ହଠାତ୍ ବାଜି ଉଠିଲା ଫୋନ୍‌ଟି, ରାତି ୧.୪୫ମି ହବ । ଉଠି ଦେଖେ ତ ଦେହସାରା ଝାଳ… ଭାବି ପାରିଲିନି ଫୋନ୍‌ଟିକୁ ଉଠେଇବି କି ସେ ହୃଦୟର ସ୍ପନ୍ଦନକୁ ଶାନ୍ତ କରିବି ।ଫୋନ୍‌ଟିକୁ ଉଠେଇଲା ବେଳକୁ, ସିଟ୍ ଯା !! କେତେ ଚିନ୍ତା ମୁଣ୍ଡରେ ଭର୍ତ୍ତି ହୋଇଗଲା I କାହାର ସେ ଫୋନ୍‌ଟି ହୋଇଥିବ, ଏତେ ରାତିରେ କିଏ ସେ ହେଇପାରେ, କିଛି ଅଘଟଣ ଘଟିନି ତ? ସତେ ଯେପରି କେତେ ଅବାନ୍ତରିଆ ରାସ୍ତାର ବାଟ ନ ପାଇ…

ଅଧିକ ପଢ଼ନ୍ତୁ
Odia Short Story College Gate (କଲେଜ୍ ଗେଟ୍) by Kalyana Kaushik Dash

କଲେଜ୍ ଗେଟ୍

ସେଦିନ ସକାଳୁ ସକାଳୁ ନିତଦିନ ପରି ଦିନଚର୍ଯ୍ୟା ପୂର୍ବରୁ ତାକୁ ଦେଖା କରିବାର ଲାଳସାରେ ଶୀଘ୍ର ଗାଧୋଇ ପଡ଼ି ବାହାରିଲି କଲେଜ ଗେଟ୍ ପାଖକୁ, ସାଙ୍ଗମାନଙ୍କ ସହିତ ଖଟି ଚାଲୁଥାଏ କିନ୍ତୁ ନଜର ଖୋଜୁ ଥାଏ ତା’ର ପ୍ରଥମ ଝଲକ୍‌ର ଝାପସାରେ ଆଖି ପଖାଳିବା ପାଇଁ… କିନ୍ତୁ ଏ କ’ଣ??? ଗୋଟେ ପରେ ଗୋଟେ କଲେଜ ବସ୍ ଧସେଇ ଆସିଲା, ହେଲେ ସେ କାଇଁ?? ସେଦିନ ତା’ ବସ୍ ଟିକେ ଡେରିକରି ଆସିଲା ! ବସ୍‌ର କାଚ ଝରକାରେ…

ଅଧିକ ପଢ଼ନ୍ତୁ