Akuha Prema - ଅକୁହା ପ୍ରେମ

ଅକୁହା ପ୍ରେମ

ସେତେବେଳେ ଫୋନ ନଥିଲା ବୋଲି ସ୍କୁଲ ଛୁଟି ପରେ ଗାଁ ମୁଣ୍ଡ ବର ଗଛ ପାଖରେ ସବୁଦିନ ଅପେକ୍ଷା କରେ ସତ୍ୟ । ସେମିତି ଚୁପ ଚାପ ହୋଇ ଗୋଟେ କଣକୁ ଆଉଜି ଠିଆ ହୋଇ ରହିଥାଏ ତା’ ମେଘାର ଆସିବା ବାଟକୁ ଚାହିଁ । କେବେ ମୁହଁ ଖୋଲି ଭଲ ପାଏ ବୋଲି କହିବାର ସାହସ ନଥିଲା ତା’ ଭିତରେ । ମେଘା ସ୍କୁଲର ସବୁଠୁ ମେଧାବୀ ଛାତ୍ରୀ; ପାଠ ପରି ଶାଠରେ ବି ବହୁତ ଆଗରେ ସେ । ସବୁ…

ଅଧିକ ପଢ଼ନ୍ତୁ
Gosthastamira Bishesh - ଗୋଷ୍ଠାଷ୍ଟମୀ ବିଶେଷ

ଗୋଷ୍ଠାଷ୍ଟମୀ ବିଶେଷ

ଗୋଷ୍ଠାଷ୍ଟମୀ ପାଇଁ ଗୋପୂଜନ କରିବାକୁ ବାହାରୁଥିବା ପଣ୍ଡିତେ ସକାଳୁ ସକାଳୁ ତାଜା କ୍ଷୀର ଗ୍ଲାସଟେ ପିଉ ପିଉ ସେବକକୁ କହିଲେ, “କାଳୀ ଗାଈର ବଢ଼ିଆ କ୍ଷୀର । ତା’ ବାଛୁରୀକୁ ଏମିତି ଦୂରରେ ବାନ୍ଧିବୁ ଯେମିତିକି ସିଏ କ୍ଷୀର ପାଇବନି ଆଉ ସେସବୁ ଆମକୁ ମିଳିବ; ଆଉ ହଁ ଯେଉଁ ବୁଢ଼ୀ ଗାଈଟା କ୍ଷୀର ଦେଇ ପାରୁନି ତାକୁ ଆଜି ବିକିଦେବୁ କରିମ୍ ଖାନ୍‌କୁ । କାଲି ଆଉ ଗୋଟିଏ ନୂଆ ଗାଈ ଜଣେ ଭକ୍ତ ଦେବେ ବୋଲି କହିଛନ୍ତି ।”…

ଅଧିକ ପଢ଼ନ୍ତୁ
Bhoka - ଭୋକ

ଭୋକ

ଭାରତ ଚାରି ଦିଗରେ ବ୍ୟାପିଛି, ସଦ୍ୟ ପୂଜିତା ଭରତ ବର୍ଷର ନାଗରିକ ଭାବେ ସବୁଜ ବନାନୀର ଶୋଭା ମଣ୍ଡନ କରି ଧରଣୀ ରାଣୀର ଏକ ଖୁସିର ମାର୍ଜନାକୁ ବଖାଣିବାକୁ ମୁଁ ବ୍ୟାକୁଳ ଥାଏ, ବସର ପଛ ସିଟରେ ବସି ଝରକା ଫାଙ୍କର ଦୃଶ୍ୟକୁ ମୁଁ ଅନୁଭବ କରେ, ହଜି ଯାଏ ସ୍ଵର୍ଗୀୟ ଆନନ୍ଦରେ….. ଦୁନିଆର ସ୍ରୁଷ୍ଟି କେଡ଼େ ମୋନୋବ୍ଲକ ଲୋଭ କଉଠି ନଦୀ ତଟ ତ କଉଠି ସମୁଦ୍ରର ଘୁ ଘୁ ଗର୍ଜନ । କଉଠି ହସଖୁସି ଭରା…

ଅଧିକ ପଢ଼ନ୍ତୁ
Sangharasi Singha - ସଂଘରସୀ ସିଂହ

ସଂଘରସୀ ସିଂହ

“ସନ୍ଧ୍ୟା ଲେଉଟିଲାଣି । ଆଉ କିଛି ମୁହୂର୍ତ୍ତକ ମଧ୍ୟରେ ଗଗନରେ ଉଭା ହେବେ ରାତ୍ରିର ସୂର୍ଯ୍ୟ ଓ ତାଙ୍କ ସହ ଆସିବେ ପରିବାରବର୍ଗର ସଦସ୍ୟ ତାରାବୃନ୍ଦମାନେ । କିନ୍ତୁ ଆପଣ ଆଜି ଶିକାର କରିବା ପାଇଁ କାହିଁକି ଆସିନାହାନ୍ତି । ଏହିପରି ଭାବରେ ଆପଣ ଉପାସରେ ରହିଲେ ଆପଣଙ୍କ ସ୍ୱାସ୍ଥ୍ୟର ବିଘଟନ ହେବ । କ’ଣ ହୋଇଛି ଆପଣଙ୍କର ସିଂହ ଅଜା । ଦିନକୁ ଦିନ ଆପଣ ଆମ୍ଭମାନଙ୍କ ପାଖରୁ କାହିଁକି ଦୂରେଇ ଯାଉଛନ୍ତି । ଆପଣ ଆମ ସମସ୍ତଙ୍କୁ ଏକାଠି ରହିବାକୁ ଶିଖାଇଛନ୍ତି କିନ୍ତୁ…

ଅଧିକ ପଢ଼ନ୍ତୁ
Budha Baragachha - ବୁଢ଼ା ବରଗଛ

ବୁଢ଼ା ବରଗଛ

ଗାଆଁ ମୁଣ୍ଡରେ ବିଶାଳ ବୁଢ଼ା ବରଗଛଟିଏ କାହିଁ କେଉଁ କାଳରୁ ରହିଆସିଛି ତାହା କାହାରିକୁ ଜଣା ନାହିଁ । ସମସ୍ତଙ୍କୁ ଏତିକି ଜଣା ଯେ, ସେ ବୁଢ଼ାବରଗଛ କୋଳରେ ସେହି ଗାଁ’ର ସମସ୍ତଙ୍କ ବାପା, ଜେଜେଵାପା ଏବଂ ପୂର୍ବ ପିଢ଼ିର ପୁରୁଷମାନେ ଖେଳିଆସିଛନ୍ତି ଓ ସମୟ ବିତାଇଛନ୍ତି । କେହି କେହି ବି କୁହନ୍ତି ସେହି ଗାଁ ସୃଷ୍ଟି ହେବା ପୂର୍ବରୁ ସେହି ବରଗଛଟି ରହିଆସିଛି । ଆଖପାଖ ମୌଜାରେ ସେହି ବୁଢ଼ା ବରଗଛ ପାଇଁ ସେହି ଗାଁ’ର ଭିନ୍ନ ଏକ…

ଅଧିକ ପଢ଼ନ୍ତୁ