Odia Story Bhinna Eka Gangster (ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍) by Deepak Sarangi

ଭିନ୍ନ ଏକ ଗ୍ୟାଙ୍ଗଷ୍ଟାର୍

ଭିକିର ଆଖିରେ ଗୁଡ଼ା ହେଇଥିଲା ଗୋଟେ କଳା ପଟି । ଦୀର୍ଘ ୧୨ଘଣ୍ଟା ହେଲାଣି ମାରୁତି ଭ୍ୟାନ୍ ଭିତରେ ତା’ର ଦୁଇ ହାତ ବନ୍ଧା ହେଇଛି ଓ ଆଖିରେ ଗୁଡ଼ାହେଇଛି କଳାପଟି । କିଛି ଲୋକ ତା’ର ଚାରି ପାଖରେ ବସି ହିନ୍ଦୀରେ କେତେ କ’ଣ ସବୁ କଥା ହେଉଥିଲେ ଆଉ ହସୁଥିଲେ । ଭିକି ଯେଉଁ ନେତା ପାଖରେ କାମ କରୁଥିଲା ତାଙ୍କର କଡ଼ା ତାଗିଦ ଯେ ଭିକିକୁ କିଛିଦିନ ପାଇଁ ଅଣ୍ଡରଗ୍ରାଉଣ୍ଡ୍ କରି ଦିଆଯାଉ;…

ଅଧିକ ପଢ଼ନ୍ତୁ
Odia Story Ae Ta Jibana (ଏଇ ତ ଜୀବନ) by Samyajit Patra

ଏଇ ତ ଜୀବନ

ଦିବସର ଆରମ୍ଭ ହୋଇସାରିଥିଲା ସୂର୍ଯ୍ୟଙ୍କଠାରେ ସୃଷ୍ଟି ହେଉଥିବା ହାଇଡ୍ରୋଜେନ ଗ୍ୟାସ, ହିଲିୟମ ଗ୍ୟାସରେ ପରିଣତ ହେବାରେ । ପତ୍ନୀ କହୁଥିଲେ, ତୁମ ଟିଫିନ୍ ଡବା ଓ ପାଣି ବୋତଲ ଟେବୁଲ ଉପରେ ରଖିଛି ଗଲାବେଳେ ନେଇଯିବ । କାମ ନ କଲେ ପୁଅକୁ ପଢ଼େଇବ କେମିତି? ରାଜୁ ବିଛଣାରେ ପ୍ରାଣାୟାମ ସାରି ଦାନ୍ତକାଠି ନେଇ ପୋଖରୀକୁ ଚାଲିଗଲା । ଶୌଚ ଓ ସ୍ନାନ କାର୍ଯ୍ୟ ସାରି ବାହାରି ପଡ଼ିଲା କଳକାରଖାନା, ତା’ ନିତିଦିନିଆ କର୍ମ ସଂସ୍ଥାନ ଅଭିମୁଖେ…

ଅଧିକ ପଢ଼ନ୍ତୁ
Odia Story Manishapania (ମଣିଷ ପଣିଆ) by Sanatan Das

ମଣିଷ ପଣିଆ

ମହାନ୍ତି ବାବୁ ମର୍ଣିଂ ୱାର୍କ ସାରି ରାସ୍ତା କଡ଼ ଚାହା ଦୋକାନରେ ନିଜ ସାଥୀମାନଙ୍କ ସହ ଚାହା ଓ ବିସ୍କୁଟ ଖାଉଥିଲେ । ଏତିକି ବେଳେ ଗୋଟେ ବୁଲା କୁକୁର ମହାନ୍ତି ବାବୁଙ୍କ ମୁହଁକୁ ଅନେଇ ରହିଥାଏ । ମହାନ୍ତି ବାବୁ କୁକୁରକୁ ଦେଖି ରାଗିକି ପଞ୍ଚମ ହୋଇଗଲେ । ଜୋତା ପିନ୍ଧା ଗୋଡ଼ରେ ଗୋଟେ ଶକ୍ତ ଗୋଇଠା ମାରିଲେ ସେ କୁକୁରକୁ । ବିଚରା କୁକୁରଟି କାଉଁ କାଉଁ ହୋଇ ଦଉଡ଼ି ଚାଲିଗଲା । “ଶଃ…

ଅଧିକ ପଢ଼ନ୍ତୁ
Odia Poem Shamba Dasami (ଶାମ୍ବ ଦଶମୀ) by Sarmistha Malla

ଶାମ୍ବ ଦଶମୀ

ଶାମ୍ବ ଦଶମୀ ଆସିଲେ ମନେ ପଡ଼େ ବୋଉ କଥା । ବୋଉ ନୁହେଁ ତ ସେ ଥିଲା ତ୍ୟାଗ ଓ ମମତାର ମୂର୍ତ୍ତିମନ୍ତ ପ୍ରତୀକ । ଶାମ୍ବ ଦଶମୀର ପୂର୍ବ ଦିନରୁ ତା’ର ପ୍ରସ୍ତୁତି ଆରମ୍ଭ ହୋଇଯାଏ । ନିଜ ପିଲାଙ୍କ ମଙ୍ଗଳ କାମନା କରି ସେମାନଙ୍କ ସୁଖମୟ ନିରୋଗ ଜୀବନ ପାଇଁ ପୂଜା କରିବାକୁ ସତେ ଯେପରି ତା’ର ସେଦିନ ନିଦ ହଜିଯାଏ ! ସେ ଦୁଇଦିନ ସତେ ଯେପରି ସେ ଦିନରାତି ଏକାକାର କରି…

ଅଧିକ ପଢ଼ନ୍ତୁ
Odia Story Jhia Dekha (ଝିଅ ଦେଖା) by Pallabi Das

ଝିଅ ଦେଖା

ମାଆ ଚିଲାଉଥାନ୍ତି ସୁମି ଦିଦି ଉଦ୍ଦେଶ୍ୟରେ, “ସୁମି ଟିକେ କ୍ଷୀରିଟା ଘାଣ୍ଟି ଦେଲୁ, ଲାଗିଯିବ ହାଣ୍ଡିରେ ।” ଝନ୍ ଝାନ୍ ଚୁଡ଼ି ଶବ୍ଦ କରି ସୁମି ଦିଦି ହାତରେ ମେଞ୍ଚାଏ ଚୁଡ଼ି ପିନ୍ଧି ପିନ୍ଧି ଚାଲି ଗଲା ରୋଷେଇ ଘରକୁ କ୍ଷୀରି ଘାଣ୍ଟିବାକୁ । ପୁଣି ଆସି ମୁଣ୍ଡରେ କ୍ଲିପ ମାରୁଥିଲା ଆଉ ମତେ ବାରମ୍ବାର ପଚାରୁଥିଲା, “ମୀନୁ, କହିଲୁ କୋଉ ହେୟାର୍ ଷ୍ଟାଇଲ୍‌ଟା ମାନିବ ମତେ?” ମୁଁ ତାକୁ ଚିଡ଼େଇବାକୁ ଯାଇ କହିଲି, “ତୋ ଲମ୍ବା…

ଅଧିକ ପଢ଼ନ୍ତୁ