Odia Story Golapa (ଗୋଲାପ) by Lala Om Prakash Rout

ଗୋଲାପ

ପୃଥିବୀର ଯେ କେହି ବି ଯେତେ ନିର୍ଦ୍ଦୟ ନିଷ୍ଠୁର ମଣିଷଟିଏ ହୋଇଥାଉ ନା କାହିଁକି, ଗୋଲାପ ଶବ୍ଦଟି ଶୁଣିବା କ୍ଷଣି ମନରେ ସତେ ଯେମିତି ଶିହରଣ ଖେଳି ଯାଏ ! ପାର୍ଶ୍ଵ ବାର୍ତ୍ତାବରଣ ଯେମିତି ପ୍ରେମମୟ ହୋଇଯାଏ, ସେମିତି ମୁହୂର୍ତ୍ତଟିଏ ପାଇଁ ମନ ମଧ୍ୟରେ ସୃଷ୍ଟିହୁଏ ରୋମାଞ୍ଚ । କାହିଁକି ନା ଗୋଲାପ ହେଉଛି ପ୍ରେମର ପ୍ରତୀକ; କେତେ ପ୍ରେମୀମାନଙ୍କର ମୁକସାକ୍ଷୀ ସେ !! ମେଟ୍ରିକ୍ ପାସ୍ ପରେ ନୂଆ ନୂଆ କଲେଜ ଯାଉଥାଏ, କିଶୋର ଅବସ୍ଥାରୁ ଧୀରେଧୀରେ ଯୁବାବସ୍ଥାରେ ପଦାର୍ପଣ…

ଅଧିକ ପଢ଼ନ୍ତୁ
Odia Story Topae Sindura (ଟୋପାଏ ସିନ୍ଦୂର) by Janmajaya Nayak

ଟୋପାଏ ସିନ୍ଦୂର

ନିଜ କାନିରେ ବିମଳା ସେ ମନ୍ଦିର ବେଢ଼ାରେ ବସିଥିବା ଫୁଲ ମାଉସୀଙ୍କ ମୁଣ୍ଡରୁ କଳା ପୋଛି ଦେଉଦେଉ ଲୁହଭରା ଆଖିରେ ବୁଢୀମାଉସୀ କହିଚାଲିଥାଏ, “ଏ ପୋଡ଼ା କପାଳରେ ଆଉ କି ସୁଖ ଅଛି ଲୋ ଝିଅ ! ଅୟରାଣୀ ହୋଇ ମଶାଣୀ ଯିବା ସଭିଙ୍କ କପାଳରେ ନଥାଏ !! ଆଜିକି ଦଶ ବରଷ ହବ ଏ ଅଭାଗିନୀ ପୋଡ଼ାମୁହଁକୁ ଆରିସିରେ ଦେଖିନି ଯେବେ ଠୁ ସେ ଚାଲିଗଲେ । କୋଉଠି ହାଣ୍ଡିକଳା ଲାଗିଛି ମୁଣ୍ଡରେ କେମିତି ଦେଖିବି?” ମନ୍ଦିରପାଖରେ ଥରଥର ହାତରେ…

ଅଧିକ ପଢ଼ନ୍ତୁ
Odiad Story Aparahna (ଅପରାହ୍ନ) by Sushree Sangita Sethy

ଅପରାହ୍ନ

ଦୃଶ୍ୟ-୧ ଆଖି ଖୋଲିଲା ପରେ ନୀଳ ଆକାଶ । ଆକାଶରେ କିଚିରି ମିଚିରି କରି ଉଡ଼ୁଛନ୍ତି ମୁକ୍ତ ପକ୍ଷୀ । ଚାରିପାଖରେ ୧୦-୧୫ ଜଣ ଲୋକ । ଲୋକମାନେ ପାଣି ଛାଟିବାରୁ ହୋସ୍ ଆସିବା ପରେ ଦେଖୁଥାନ୍ତି ଏସବୁ ଦୃଶ୍ୟ ବୁଢ଼ୀ ମାଉସୀଜଣକ । ଅପରାହ୍ନ ୫ଟା ହେବ । ବାଉଳି ହେଉଥାନ୍ତି ମୁଁ କୋଉଠି ପୁଅ !? ଲୋକମାନେ ବାଉଳି ହେଉଥାନ୍ତି ତମେ କିଏ ମାଉସୀ? କୋଉଠୁ ଆସିଛ?? ଏଇଟା ପୁରୀ । ଏଠି କେମିତି ପହଞ୍ଚିଲ? ମାଉସୀ କାନ୍ଦି କାନ୍ଦି କହୁଥାନ୍ତି – ମୋର…

ଅଧିକ ପଢ଼ନ୍ତୁ
Odia Story Jama Budha (ଯମ ବୁଢ଼ା) by Himanshu Bhusan Sahoo

ଯମ ବୁଢ଼ା

ଏକ କୋଳାହଳ ଶୀତଳ ସନ୍ଧ୍ୟାରେ ଆମେ ଭେଟିଥିଲୁ ତାକୁ । ଗଉଡ଼ ଘର ଦାଣ୍ଡ ପିଣ୍ଡାରେ ଓହଳା ଯାଇଥିବା ଦଦରା ବାଉଁଶ ଓଦର ପାଖ ଦୁଇଚାରି ଘଷିବସ୍ତା ପାଖରେ । ମଙ୍ଗଳା ମଣ୍ଡପର ରୁଗ୍ଣ ଠେକା ଭିଡ଼ା ଭଳି ଛାତ ତଳୁ ପିଣ୍ଡାର ଦୂରତା ମାତ୍ର ପଚାଶ ହାତ ସରିକି । ଫିକା ଜହ୍ନ ଆଲୁଅ କିମ୍ବା ବାରିକ ଘର ଡିବିରି ଆଲୁଅର ଛିଟାରେ ସେ ଦେଖାଯାଉଥାଏ ଗୋଟିଏ ବଣଭାଲୁ ଭଳି । ଭୟାନକ, ଦୁର୍ଦ୍ଦଶ ଏବଂ ସକଳ ସଂସାର ପାପର ଶାସ୍ତିଦାତା…

ଅଧିକ ପଢ଼ନ୍ତୁ
Odia Story Shrunkhalita Yodhya (ଶୃଙ୍ଖଳିତ ଯୋଦ୍ଧା) by Sushama Parija

ଶୃଙ୍ଖଳିତ ଯୋଦ୍ଧା

ଏଇ ଅଳ୍ପ ଦିନ ପୂର୍ବରୁ ଭାଇରାଲ୍ ହୋଇଥିବା ଗୁଜରାଟର ଜଣେ ମହିଳା କନେଷ୍ଟବଳ ସୁନୀତା ଯାଦବଙ୍କ ନିର୍ଭୀକ ପଣିଆର କଥା ବେଶ ଚର୍ଚ୍ଚିତ ହୋଇଥିଲା ଇଲେକ୍ଟ୍ରୋନିକ୍ ଏବଂ ପ୍ରିଣ୍ଟ୍ ମିଡିଆରେ । ଯେଉଁଠି ଲକ୍ ଡାଉନ୍ ସମୟରେ ନିଜ କର୍ତ୍ତବ୍ୟ କରିବାବେଳେ ଜଣେ ମନ୍ତ୍ରୀଙ୍କ ପୁଅକୁ ଶାସନ କରିବା ପାଇଁ ପଛେଇ ନଥିଲେ ମହିଳା କନେଷ୍ଟବଳ ଜଣକ । ସେଥିପାଇଁ ମନ୍ତ୍ରୀ ମହୋଦୟଙ୍କୁ ମଧ୍ୟ ଅନୁଶାସନର ପାଠ ପଢ଼ାଇ ନିଜ ଉପରକୁ ବିପଦକୁ ଡାକି ଆଣିଥିଲେ ସୁନୀତା । ସେଥିପାଇଁ ଗୁଜୁରାଟ…

ଅଧିକ ପଢ଼ନ୍ତୁ