Odia Poem Path Padhi Jimi Muin (ପାଠ୍ ପଢ଼ି ଯିମିଁ ମୁଇଁ) by Satyanarayan Padhan

ପାଠ୍ ପଢ଼ି ଯିମିଁ ମୁଇଁ

ନାଇଁଯାଏଁ ଆରୁ ମୁଇଁ ଦାଦନ୍ ଖଟି କାମ୍ ନାଇଁକରେଁ କାର୍ ଇଟାଭାଟି ସଜେଇ ଦେ ମାଁ ତୁଇ, ଇସ୍କୁଲେ ନେଇ ଛାଡ଼ି ଆଇବୁ ଚାଲ୍ ପାଠ୍ ପଢ଼ି ଯିମିଁ ମୁଇଁ ।୧। ସାହୁକାର୍ ପିଟେ ତେଁତେଲ୍ ବାଡ଼ି ଦିହିଁଗୁଟା ଲୁଲାହ୍ ଯାଉଛେ ପଡ଼ି ଆହା ପଦେ କହେ ନାଇଁ, ଦୁଇ ଅକ୍ଷର୍ ଶିକ୍ଷି ବୁଧିଫନ୍ଦା କରମି ପାଠ୍ ପଢ଼ି ଯିମିଁ ମୁଇଁ ।୨। ଗରିବ୍ ଛୁଆକୁ, ସରକାର୍ ଜାନିଁ ଯୁଗେଇ ଦେଉଛେ ବହି-ବସ୍ତାନି କିଛି ଘିନା ପଡ଼େ…

ଅଧିକ ପଢ଼ନ୍ତୁ
Sambalpuri Poem Suratathi Manoj Das (ସୁରତାଥି ମନୋଜ ଦାସ) by Debendra kumar Naik

ସୁରତାଥି ମନୋଜ ଦାସ

ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁଥି ହେଇଥିଲ ତୁମେ ଜନମ ମାଁ ମାଟିର ଗରବ ଆରୁ ଗୌରବ ଦିଗନ୍ତ ବିସ୍ତାରୀ ଯଶ ନାମ ॥ ଓଡ଼ିଆ ଆରୁ ଇଂରେଜୀ ଭାଷା ସାହିତ୍ୟନେ ଅଗାଧ ଜ୍ଞାନ କଥାଶିଳ୍ପୀ, ଗାଳ୍ପିକ, ଶିକ୍ଷାବିତ୍ ଭାବେ ଅରଜିଛ ସନମାନ ॥ ସୃଷ୍ଟି ସର୍ଜନାଥି ଧୂମ୍ରାଭ ଦିଗନ୍ତ ଅନନ୍ୟ ସେ ଅମୃତ ଫଳ ଶେଷ ବସନ୍ତର ଚିଠି, ସଙ୍କେତ ଝରି ଝରି ଝରନର ଜଳ ॥ ଭାଷା ସାହିତ୍ୟର ଉତ୍ତରଣକ୍ରମେ ତୁମର ଦାନ ଅତୁଳନୀୟ ଚିରନିଦ୍ରା…

ଅଧିକ ପଢ଼ନ୍ତୁ
Sambalpuri Poem Bhejal (ଭେଜାଲ୍) by Satyanarayan Padhan

ଭେଜାଲ୍

ଭେଜାଲ୍ ହେଉଛେ ଗୁଟେ ଗୁଟେ କରି ଦୁନିଁଆରେ ଅଛେ ଯାହା, ଭେଜାଲ୍ ଆଜି ଉଷ କଷା ଠାନୁଁ ଭେଜାଲ୍ ପି’ ଲା ଚାହା । ଭେଜାଲ୍ ହେଉଛେ ଚାଉଲ୍, ଅଣ୍ଡା ଶୁନିଁ କାବା ଯିବ ହେଇ, କ୍ଷୀର, ମହୁ ଠାନୁଁ ଭେଜାଲ୍ ମିଲୁଛେ ଜାନିଁ ନାଇଁପାରୁଛନ୍ କେହି । ଭେଜାଲ୍ ଆଜି ତ ମୁନୁଷ୍ ସମାଜ୍ ଗୁଟେ ସତ୍ ଲୋକ୍ ନାଇଁ, ଜିନିଷ୍ ଗୁରାକ ଭେଜାଲ୍ ହେଲାଯେ କାହାକେ କହେମାଁ ଭାଇ । ଭେଜାଲ୍ ଇନଁ ହୋ…

ଅଧିକ ପଢ଼ନ୍ତୁ
Sambalpuri Poem Gachhte Lagami muin (ଗଛ୍‌ଟେ ଲଗାମିଁ ମୁଇଁ) by Satyanarayan Padhan

ଗଛ୍‌ଟେ ଲଗାମିଁ ମୁଇଁ

ଝାପୁର୍ ଝୁପୁର୍ ହେଇ ଡାହି ପଖିରା ଲମ୍ବିଛେ କେତ୍ ନି କେତେ, ଫଲ୍ ଫୁଲ୍ ନାଇଁ ଦେଇଥାଉ ପଛେ ଛାଇଁ ଟିକେ ଦେସି ସତେ !! କାଠ୍ ଦେସି ଗଛ୍ ଜଲାବାକେ ଚୁଲ୍ ହି ବନାଁବାକେ ଛାଟ୍ ପଟା, ପଲଙ୍କ୍ କବାଟି ବନ୍ ସି ଯେନଥିରୁ ଚକ୍ କରେ ଫୁଲ୍ ଫୁଟା । ଶୀତଲ୍ ଛାଇଁ ଦେସି ଚାଲତି ଲୋକ୍ କେ ଥକାନ୍ ମେଁଟାବେ ଯାନିଁ, ଗଛ୍ ନାଇଁହେଲେ ନାଇଁ ଝରେ ଫେର୍ ବୁଁଦେ ବର୍ଷାର୍ ପାନିଁ…

ଅଧିକ ପଢ଼ନ୍ତୁ
Sambalpuri Poem Chhua Belar Dasara Chhuti (ଛୁଆ ବେଲର୍ ଦଶରା ଛୁଟି) by Soumya Ranjan Meher

ଛୁଆ ବେଲର୍ ଦଶରା ଛୁଟି

କାହିଁ ଗଲା ସେ ଛୁଆ ବେଲର୍ ଦିନ୍, ଦଶରା ଛୁଟି ହେବା ବଲିକରି ଗନୁଁ ଥିଲା ଆମେ ଦିନ୍ । ସଖାଲ୍ ପାଏଲେ ମାମୁଁ ଘର୍ ଯିମା, ରାଏତ୍ ସର୍-ତା ନାଇଁ ହଉଥିଲା ନିନ୍ଦ୍ ॥ ମାମୁଁଘରେ କେତେ ସରାଗ୍, କେତେ ରକ୍-ମର ପିଠାପନା । ବଢ଼ଲ୍ ଖିଆ ସାଂଗେ ତାସ୍ ଖେଲ୍ , ଅଜା ଆଇ ସାଂଗେ ହଉଥିଲାଁ ଘିଁଚା ଟନା ॥ କାହିଁ ଗଲା ସେ ଛୁଆ ବେଲର୍ ଦିନ୍, ରାଏତ୍ ସର୍-ତା ନାଇଁ…

ଅଧିକ ପଢ଼ନ୍ତୁ