Odia Poem Manabikata (ମାନବିକତା) by Shubhalaxmi Nayak

ମାନବିକତା

ମଣିଷ ଭିତରେ ଥିବା ଏକ ଅନୁଭବ ମୁଁ ଲୁପ୍ତପ୍ରାୟ ହେବାକୁ ବସିଛି ଆଜି କେଉଁଠି କେତେବେଳେ କାଁ ଭାଁ ନଜର ଆସି ଯାଉଛି ସିନା କିନ୍ତୁ ସ୍ୱାର୍ଥ ସାଧନ ପାଇଁ । ସତରେ ମୋତେ ବିଶ୍ୱାସ କର, ମୁଁ କେବେ ଏମିତି ଆଶା କରିନି ସମୟ ସୁଅରେ ମୋର ସତ୍ତା ବିଲୀନ ପ୍ରାୟ ଇଚ୍ଛା ତ ହୁଏ ପ୍ରଳାପ କରି ଉଠନ୍ତି କି ! କିନ୍ତୁ ହାୟ… ମୋର ପ୍ରଳାପ ସ୍ୱାର୍ଥର ପାଚେରୀ ଆଢ଼ୁଆଳରେ ଲୁଚିଯାଏ ମୋର ସ୍ୱର ଦବି…

ଅଧିକ ପଢ଼ନ୍ତୁ
Odia Poem Biswa Bijayee (ବିଶ୍ୱ ବିଜୟୀ) by Binay Mohapatra

ବିଶ୍ୱ ବିଜୟୀ

ମୁଁ ବିଶ୍ୱ ବିଜୟୀ ଥିଲି କେବେ କାହାଠାରୁ ନହାରିବାର ପଣ ନେଇ, ହଠାତ୍ ଦିନେ ଚଣ୍ଡାଶୋକ ପରି ନିଜ ଠାରୁ ନିଜେ ହାରିଗଲି । ସବୁରି ଉର୍ଦ୍ଧରେ ଗଗନକୁ ଛୁଇଁବାର ବେଳେ ହଠାତ୍ ଲାଗିଲା ମୁଁ ଯେ ରସାତଳେ ଥିଲି । ସବୁ ଦମ୍ଭ ଝଣ ଝଣ କରି ଭାଙ୍ଗିଗଲା ପତଳା କାଚର ପାଚେରୀ ଯେମିତି, ସଂସାରର ସବୁ କିଛି ହାସଲ କରି ନେବାର ମୋ ଜିଦ୍ ନିଜ ପାରିବାପଣର ଦମ୍ଭ ଚୁରମାର ହୋଇଗଲା । କାହାର ଗୋଟିଏ ନାହିଁରେ, ସତେ…

ଅଧିକ ପଢ଼ନ୍ତୁ
Odia Poem Pratiksha (ପ୍ରତୀକ୍ଷା) by Krishna Mishra

ପ୍ରତୀକ୍ଷା

ପ୍ରତୀକ୍ଷା ! ଏକ ବିସ୍ତାରିତ ନିଃସଙ୍ଗ ପଥ, ଆଉ… ଏକ ଗଭୀର ଗହ୍ଵରରେ ଶୁଖିଲା ନଈ, ସଙ୍କୁଚିତ ! ସ୍ମୃତିର ବହଳ ପରତକୁ ଆଞ୍ଚୁଡ଼ିଲେ, ବାରିହୁଏ କଣ୍ଠ ସ୍ୱରର ଆର୍ଦ୍ରତା… ମନ୍ଦିରରେ ଜ୍ୱଳନ୍ତ ପ୍ରଦୀପ, କମ୍ପୁଛି ଜୀବନ ସଳିତା ! ତକିଆରେ ଚାପି ହୋଇ ନିସ୍ତବ୍ଧ ପଡ଼ିଛି ହିକ୍କା, ଦୁଆରେ ଶବ୍ଦ ! ଥରୁଛି କଲିଜା… ପ୍ରତୀକ୍ଷା ! ସେ ଯେ ରୋଦନ, ଝାଉଁଳି ଯାଇଥିବା ଚେହେରାରେ, ଖାରୁଆ ଲୁହର କ୍ଳାନ୍ତ ସମୁଦ୍ର… ବିଶ୍ୱାସରେ ଶୀତଳ ପଡ଼ିଥିବା, ହୃଦୟର ଅସଂଖ୍ୟ ଅଗ୍ନି କଣା… ପ୍ରତୀକ୍ଷା……

ଅଧିକ ପଢ଼ନ୍ତୁ
Om Namah Shibaya (ଓଁ ନମଃ ଶିବାୟଃ) by Akala Kushmanda

ଓଁ ନମଃ ଶିବାୟଃ

ତୁମେ ସତ୍ୟ ତୁମେ ଚିରନ୍ତନ ତୁମେ ବିଶାଳ ତୁମେ ସୁନ୍ଦର ତୁମେ ରୁଦ୍ର ତୁମେ ସ୍ଥିର ତୁମେ ଆଦି ତୁମେ ଅନ୍ତ ତୁମେ ରକ୍ଷକ ତୁମେ ବିନାଶକ ତୁମେ ତ୍ୟାଗ ତୁମେ ବୈରାଗ ତୁମେ ସତ୍ୟ ତୁମେ ଶିବ ତୁମେ ସୁନ୍ଦର ! ଓଁ ନମଃ ଶିବାୟଃ ! – ଅକାଳ କୁଷ୍ମାଣ୍ଡ ଅକାଳ କୁଷ୍ମାଣ୍ଡଅକାଳ କୁଷ୍ମାଣ୍ଡ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଗପ ଓ କବିତା ଆଦି ରଚନା କରନ୍ତି । ତାଙ୍କ ରଚିତ ଗପ ଓ କବିତାଗୁଡ଼ିକ ମୁଖ୍ୟତଃ…

ଅଧିକ ପଢ଼ନ୍ତୁ
Odia Poem Niraba (ନିରବ) by Mamata Sahu

ନିରବ

ନିରବି ଯାଇଛି ନିରବ ଆଖି ମୋ ନିରବେ ଝରାଏ ଲୁହ, ଶବ୍ଦ ହୁଏ ନାହିଁ ଗୋପନ ଯନ୍ତ୍ରଣା ଦିଶେ ଖାଲି ତୁମ ମୁହଁ ॥ ସ୍ଥିର ହୋଇ ଯେବେ ଠିଆ ହୁଏ ନିଜେ ସତ୍ୟର ଆଇନା ପାଖେ, ଅଟକି ଯାଇଚି ଭାଗ୍ୟ ବିବର୍ଣ୍ଣ ମୋ ବିରହ ସମୟ ସଙ୍ଗେ ॥ ବଦଳି ଯାଇଛି ସବୁ କିଛି ଆଜି ବିଶ୍ୱାସ ପ୍ରତି ପୃଷ୍ଠାରେ, ଅପ୍ରାପ୍ତ ରସେଇ ଅଜଣା ନଗରି ନାହିଁ ଆଜି ଉଲ୍ଲାସରେ ॥ ମୃଦୁ ମୃଦୁ ଆସି…

ଅଧିକ ପଢ଼ନ୍ତୁ