samaya-bada-balaban

ସମୟ ବଡ଼ ବଳବାନ

ସମୟକୁ ଦିନେ ମଣିଷଟେ ପଚାରିଲା କହ କାହିଁକି ମୁଁ ବେଳେ ବେଳେ ହାରିଯାଏ ଜୀବନ ଖେଳରେ ? ହସିକି ସମୟ କହିଲା ମୋତେ ଦେଖ ଦିନ ହେଉ କି ରାତି ବର୍ଷା ହେଉ କି ଶୀତ ଖରା ହେଉ କି ଛାଇ ଭଲ ହେଉ କି ମନ୍ଦ ମୁଁ ସବୁବେଳେ ଆଗକୁ ଦଉଡ଼ୁ ଥାଏ ତୁ ମୋ ସହିତ ଚାଲି ଦେଖ ସଫଳତା ତୋ ପଛରେ ଧାଉଁଥିବ । – ଆଶୁତୋଷ ମେହେର ଆଶୁତୋଷ ମେହେରଆଶୁତୋଷ ମେହେର…

ଅଧିକ ପଢ଼ନ୍ତୁ
ନିରୁତା ପ୍ରେମର ସାତୋଟି ସ୍କେଚ

ନିରୁତା ପ୍ରେମର ସାତୋଟି ସ୍କେଚ

(୧) ବୁଝେନା ସେ କିଛି, ଯେତେ ବି ପଢ଼ିଚି ମୁଁ ବି ଜାଣିଚି, ହେଲେ ଏତିକି ଚାହୁଁଚି ଖାଲି ସେ ଜାଣୁ ଯାହା ବି ଲେଖିଚି, ତାକୁ ହିଁ ଲେଖିଚି । (୨) ସେ କିଛି ଦିନ ତଳେ ଦେଖା ହେଇ ଥିଲା । ଫୁଲ ଗଛ ଟିଏ ଦେଇ କହିଲି, ରଖିଥା ମୋ ପାଖେ ୟା ଛଡ଼ା ଜୀବନ୍ତ ଆଉ କିଛି ନାହିଁ; ମୁଁ ଜାଣିଚି ତତେ ମାରିବାକୁ ଭାରି ଭଲ ଲାଗେ । (୩)…

ଅଧିକ ପଢ଼ନ୍ତୁ
ସୁଆଦିଆ ଓଡ଼ିଆ

ସୁଆଦିଆ ଓଡ଼ିଆ

ଓଡ଼ିଆ ଖାଦ୍ୟର ବାସ୍ନା ଅଲଗା, ରାଇଜ ମୋ ଅଟେ ତା’ଠୁ ଅଧିକା । ସଭିଏଁ ଅଟନ୍ତି ଭଉଣୀ ଭାଇ, ଆଜିକାଲି ଆଉ ସେ ଭାବ ନାହିଁ । ରାଗ ଅଭିମାନ ଚୁଲିକୁ ଯାଉ, ଓଡ଼ିଆଙ୍କ ପ୍ରେମ ଏମିତି ଥାଉ । ଛାଡ଼ି ଚାଲିଗଲେ ବୋଧେ ବହୁତ, କରିବନି କେବେ ଆମ ସହିତ । ପୁରୁଣା ହିସାବ ପରେ କରିବ, ନୂଆ ବରଷରେ ସାଥିରେ ଥିବ । ହସି ଖେଳି କଟି ଯାଉ ଜୀବନ, ଆତ୍ମା ଗଲା ଦିନ…

ଅଧିକ ପଢ଼ନ୍ତୁ
ଆଜି କାହିଁ ନୀରବ

ଆଜି କାହିଁ ନୀରବ

ଆଜି କାହିଁ ନିରବ? ନିର୍ଜୀବ ଭଳି ଦିଗବଳୟକୁ ଚାହିଁ ରହିଛି, ମନରେ ଅସୁମାରି ପ୍ରଶ୍ନ, ସମାଧାନର ଉପାୟ ଖୋଜିଚାଲିଛି ।। ଆଜି କାହିଁ ନିରବ? ସମୟ ସ୍ରୋତରେ ଭାସି ମୁଁ ଚାଲିଛି, ଅଟକିବାର ବୃଥା ପ୍ରଚେଷ୍ଟା, ରକ୍ତାତ କରୁଛି, ଆଗକୁ ଠେଲି ବି ନେଉଛି ।। ଆଜି କାହିଁ ନିରବ? ସତେ ଯେମିତି କାହାକୁ ହଜେଇ ଦେଇଛି, ଛାତିରେ ଛାତିଏ କୋହ, ଅଶ୍ରୁଟିଏ ହୋଇ ଆଖିକୁ ଭିଜେଇ ଦେଇଛି ।। ଆଜି କାହିଁ ନିରବ? ଭିଡ଼ ଭିତରୁ…

ଅଧିକ ପଢ଼ନ୍ତୁ
ଫୁଲ ପାଇଁ

ଫୁଲ ପାଇଁ….

ଫୁଲଟିର ପରିଚୟ କ’ଣ ତା’ର ବାସ୍ନା ନା ସୌନ୍ଦର୍ଯ୍ୟ….? କ’ଣ ଏତିକିରେ ପରିଚିତ ହୁଅନ୍ତି ଫୁଲମାନେ….!!! ଏ ସବୁର ପରିଧି ବାହାରେ କେହି କ’ଣ ଫୁଲର ମନ ପଢ଼ି ପାରେ..? ତା’ର ସେ ହସ ଭିତରେ କିଏ କ’ଣ ବାରିପାରେ ତା’ର ଅସ‌ହାୟତା…!!! ଫୁଲ ତ’ ଖୁସି ପାଇଁ ପୂଜା ପାଇଁ ସୌନ୍ଦର୍ଯ୍ୟ ଓ ସୁବାସ ପାଇଁ, ବାସର ଶେଯରେ ଝରିଯିବା ପାଇଁ…. ନିରିମାଖି ଫୁଲ କାହାକୁ କିଛି ନ କ‌ହି ମଉଳି ଯାଏ, ପ୍ରଜାପତି ବି…

ଅଧିକ ପଢ଼ନ୍ତୁ