ଭୁଲ କାହାର

ଭୁଲ କାହାର

ସେଦିନ… ଝିପି ଝିପି ବର୍ଷା ଶିରି ଶିରି ଶୀତୁଆ ପବନ କୂଳୁ କୂଳୁ ଶବ୍ଦ ଗୁଣୁ ଗୁଣୁ ଗୀତ ରୁଣୁ ଝୁଣୁ ପାଉଁଜି ଥିରି ଥିରି ପାଦ ଦିକ୍ ଦିକ୍ ଦୀପ ଫିକ୍ ଫିକ୍ ହସ ଛନ୍ନ ଛନ୍ନ ମନ ଫୁସଫୁସ କଥା କିଟି ମିଟି ଅନ୍ଧାର.. ଭିନ୍ନ ଏକ ସ୍ପର୍ଶ ଅଜବ ଏକ ଉନ୍ମାଦନା କ୍ଷଣିକ ଉତ୍ତେଜନା ଅଳ୍ପ ପ୍ରତିରୋଧ ବେଶୀ ସମର୍ପଣ… ! ଉତ୍ତାଳ ଜୁଆର ଲଙ୍ଘି ଯାଏ କୂଳ, ମାଡ଼ିଯାଏ ବେଳାଭୂମି ।…

ଅଧିକ ପଢ଼ନ୍ତୁ
Aa Mousumi Aa

ଆ ମୌସୁମୀ ଆ…

ବିଲ ବାଡ଼ି ସବୁ ଫାଟି ଆଁ କରେ ଯାଉନି ବିଲରେ ହଳ, ଶୁଖିଲା ମାଟି ଯେ ପଥର ସାଜିଛି ଭାଙ୍ଗୁଛି ଟ୍ରାକ୍ଟର ଫାଳ । ଗୋଚର ହେଲାଣି ଚାଷଜମି ସବୁ ଉଜୁଡ଼ି ଗଲାଣି କ୍ଷେତ, ଆତଙ୍କ ଖେଳାଏ ଆଷାଢ଼ିଆ ଝାଞ୍ଜି ଜଳିଯାଏ ଦେହ ହାତ । ବରଷାକୁ ଚାହିଁ ଗହିଡା ଆଖିରୁ ପାଣି ତ ଗଲାଣି ମରି, ସାଇତା ବିହନ ଖତ ଖାଇଲାଣି ଚାଷୀ କାନ୍ଦେ ମୁଣ୍ଡ କୋଡ଼ି । ଅକ୍ଷିମୁଠି ଧାନ ଗଜା ହେଲାନାହିଁ ଶୁଖିଲା…

ଅଧିକ ପଢ଼ନ୍ତୁ
Odia Poem Kalabati Kabyanjali (କଳାବତୀ କାବ୍ୟାଞ୍ଜଳି) by Rajshekhar Chima on Shubhapallaba Magazine

କଳାବତୀ କାବ୍ୟାଞ୍ଜଳି

ନିକଟସ୍ଥ ତାଙ୍କୁ ଅନୁଭବ କରନ୍ତି ପ୍ରତି କବି, ସ୍ମରଣମାତ୍ରେ ପ୍ରକଟ ହୋଇ କଳାବତୀ କାବ୍ୟାଞ୍ଜଳି ଆଙ୍କନ୍ତି ଚିରସ୍ଥାୟୀ ଛବି । ଓଡ଼ିଆ ଭାଷାରେ କୁହନ୍ତି ସୁମଧୁର ସୁବଚନ, ଅତିପ୍ରିୟ ତାଙ୍କୁ କାନ୍ତିପ୍ରଦ କଳାକାଞ୍ଚନ । କରନ୍ତି ନବରସ ଭାବର ବୋଧନ, ସମସ୍ତ ଅଭିଜ୍ଞ ପ୍ରଜ୍ଞର ସଜ୍ଞ କରନ୍ତି ତାଙ୍କର ସମ୍ବୋଧନ । ଶବ୍ଦ ଶବ୍ଦକୁ ଦିଅନ୍ତି ନିର୍ଦ୍ଦିଷ୍ଟ ସ୍ଥାନ, ମନୋଭାବାନାକୁ ମିଳିପାରିବ ଯେମିତି ଶ୍ରେଷ୍ଠ ଉପସ୍ଥାନ । ଏକାନ୍ତ ସମୟରେ କାବ୍ୟ ହେତୁ କରନ୍ତି ବାକ୍ୟ ଗଠନ,…

ଅଧିକ ପଢ଼ନ୍ତୁ
ମୋ ପ୍ରିୟା ଭାରି ଚଗଲି

ମୋ ପ୍ରିୟା ଭାରି ଚଗଲି

ପ୍ରିୟା ମୋର ସତେ ଭାରି ଚଗଲି, ନାଆଁଟା ତାହାର ମଲ୍ଲୀ । କଥାରେ କଥାରେ ରୁସି ଯାଏ ସିଏ ହୁଏ ସବୁ ବେଳେ ଗାଳି ॥ ତା’ର ହରୀଣୀ ଆଖିର ଚାହାଣୀ, ରାଣୀ ପରିକା ଚାଲି । ଗୋଲାପି ଓଠର ସେ ମୁରୁକି ହସି ହେଉ ଥାଏ ମୁ ଭାଳି ॥ ଦିନରେ ରାତିରେ ସପନେ ଆସୁଛି, ଶୋଇ ଦେଉ ନାହିଁ ମତେ । ପ୍ରେମ ନିଶା ତା’ର ବାଉଳା କଲା, ଏକା ରହିପାରୁନି ମୁଁ ସତେ…

ଅଧିକ ପଢ଼ନ୍ତୁ
ଶୂନ୍ୟ ଆକାଶ

ଶୂନ୍ୟ ଆକାଶ

ପଛରେ ଛାଡ଼ି ଆସିଥିବା ଅତୀତର ସ୍ମୃତି, କେବେ ହୁଏନା ତା’ର ଇତି, ବୟସର ପରିପକ୍ଵତାରେ ବଳିଷ୍ଠ ହେଉଥାଏ, ଯେତେଦିନ ଯାଉଥିବ ବିତି । ସ୍ମରଣର ସଞ୍ଜିବନୀ ମନର ମୃଦୁ ଜଳେ କଲେ ଛିଞ୍ଚନ, ଜୀବନ୍ୟାସ ପାଇ ଚେଇଁ ଉଠେ ଆଖି ସାମ୍ନାରେ ପରଦାର ଛବିପରି ନାଚିଯାଏ ତା’ର କାମନୀୟ ରୂପ ଲାବଣ୍ୟ, କୋମଳ ହୃଦୟକୁ କରି ଆଚ୍ଛନ୍ନ । ଆଶାର ମୃଗୁଣୀକୁ ଧରି ପାରିବା ପ୍ରାରବ୍ଧର ଏକ ସଂଯୋଗ, ହାତ ଛଡ଼ା ହୋଇ ନିଜ ନଜରରୁ ହେଲେ…

ଅଧିକ ପଢ଼ନ୍ତୁ