coronara-mayajala

କରୋନାର ମାୟାଜାଲ

ସମୟ ବି ବେଳେ ବେଳେ ପରୀକ୍ଷା କରିଥାଏ, ଅଧର୍ମର ବୃଦ୍ଧି ହେଲେ, ପ୍ରତିଶୋଧ ନିଏ । ଏ ମୂଢ଼ ମାନବ ଜାତି ଲୋଭ କରୁ ନୀତି, ଅତି ଆଜି ଇତି ହେଲା, ଧ୍ୱଂସ ମୁଖରେ ପ୍ରକୃତି । ନିଜ ଖୁସି ପାଇଁ କେତେ ଜୀବ କଲୁ ହତ୍ୟା, ପ୍ରକୃତି ରାଣୀକୁ କଲୁ କେତେ ଯେ ହୀନସ୍ତା । ଜୀବ ହତ୍ୟା ପାପେ ଆଜି ହେଲୁ ତୁହି ଛନ୍ଦି, କରୋନାର ମାୟାଜାଲ କଲା ତୋତେ ବନ୍ଦୀ । ଆତ୍ମୀୟମାନଙ୍କୁ ସେ ଯେ ଛଡ଼ାଇ ନେଉଛି,…

ଅଧିକ ପଢ଼ନ୍ତୁ
Premara Anyanama Pratiksha

ପ୍ରେମର ଅନ୍ୟନାମ ଅପେକ୍ଷା

ଯେତେବେଳେ ତୁମେ ପାଖରେ ନ ଥିଲ, ଜାଣିନଥିଲି କେତେବେଳଯାଏ ଅପେକ୍ଷା କରିବାକୁ ଯେ ପଡ଼ିବ । ଦିନ ଯାଇ ରାତି ହେଲା… ହେଲା ଯେ ପୁଣି ସକାଳ, କେମିତି ଭୁଲିବି କଟାଇଲି ଟିକ୍ ଟିକ୍ ଘଣ୍ଟା କଣ୍ଟାର ବ୍ୟବଧାନ । ଜାଣି ମୁଁ ନଥିଲି ପାଇଗଲି ସବୁ ପ୍ରେମ ହଠାତ୍ ତୁମ୍ଭର ଦିଗବଳୟରେ, ବୋଧେ ସେଥିପାଇଁ ମୁଁ ଦିନ କାଟୁଥିଲି ଏହି ଅପେକ୍ଷାର ପ୍ରେମରେ । – ଶ୍ରୀମତୀ ବୈଶାଳୀନି ସାହୁ ବୈଶାଳୀନି ସାହୁ

ଅଧିକ ପଢ଼ନ୍ତୁ
Samaya Asichhi

ସମୟ ଆସିଛି !

ଏ ସମୟ ନୁହେଁ ବାମପନ୍ଥୀ ଦକ୍ଷୀଣପନ୍ଥୀର ଏ ସମୟ ନୁହେଁ ବିରୋଧ କରିବାର ଏ ସମୟ ନୁହେଁ ରାଜନୈତିକ ଲଢ଼େଇର ସମୟ ଆସିଛି ଏକାଠି ଲଢ଼ିବାର ସମୟ ଆସିଛି କରୋନାକୁ ପରାସ୍ତ କରିବାର ସମୟ ଆସିଛି ଦେଶକୁ ଜିତେଇବାର ହଁ ସମୟ ଆସିଛି ଦେଶକୁ ଜିତେଇବାର ॥ ଦେଶଭକ୍ତିର ମାନେ ନୁହେଁ ଖାଲି ଲଢ଼ିବା ସୀମା ପାର ନା ହିଁ ଖାଲି ବନ୍ଦେ ମାତରଂ ଆଉ ତ୍ରିରଙ୍ଗାର ଜୟ ଜୟକାର, ସମୟ ଆସିଛି କିଛି କରିବାର ଦେଶ…

ଅଧିକ ପଢ଼ନ୍ତୁ
tuma-pain

ତୁମପାଇଁ

ତୁମରି ଅସ୍ତିତ୍ୱ, ତୁମ ଅତୀତ ! ତୁମ ପାଇଁ ବର୍ତ୍ତମାନ, ମୋ ପରିସ୍ଥିତ ! ତୁମ ସହିତ ଭବିଷ୍ୟତ ଓ ତା’ର ସମ୍ଭାବନା ! ସମୟ ଚକ୍ରରେ ତୁମେ ସତେ ଅନାମିକା ! ସ୍ୱପ୍ନ ରାଜ୍ୟର ଯେମିତି ନାୟିକା ମୋ କଠୋର ନିର୍ଦ୍ଦେଶର କରି ଅବମାନନା ବିଚଳିତ ମନ ମୋର ହେଇ ଆନମନା ତୁମକୁ ଖୋଜି ଖୋଜି ! ତୁମଠାରେ ଯାଇ !! ତୁମକୁ ପାଇ !! ହଜେଇ ଦେଲାଣି ମୋ ମନର ଥିବା ସବୁ ଅନାବନା ଭାବନା… – ମନୋରଞ୍ଜନ ରାଉତ ମନୋରଞ୍ଜନ ରାଉତମନୋରଞ୍ଜନ ରାଉତ…

ଅଧିକ ପଢ଼ନ୍ତୁ
କୋରନା ଦୁଃଖ

କୋରନା ଦୁଃଖ

କୁଆଡ଼ୁ ମାଡ଼ି ଆସିଲା ଏ କୋରନା ଆମ ଜୀବନେ ଚାରିଆଡ଼େ ହସି ଖେଳି ରଚିଲା ମୃତ୍ୟୁର ତାଣ୍ଡବ ସିଏ ସଭିଙ୍କ ମନରୁ ହସ ଖୁସି ଛଡ଼େଇ ଭୟ, ଆଶଙ୍କା ଭରିଦେଲା ଆମ ଜୀବନେ ଘରୁ ବାହାରିବାକୁ ଡର ଲାଗୁଛି ଯେମିତି ବନ୍ଦୀ ଜୀବନ ଘରେ କଟୁଛି ସବୁ କିଛି କାମ ସେମିତି ଆଗକୁ ପଡ଼ିରହିଛି ସମୟ ତା’ ବାଟରେ ଚାଲି ଯାଉଛି ଏମିତି ଜୀବନ ଲୋଡ଼ା ନାହିଁ ଆମ ସବୁ କିଛି ଭୟ, ଦୁଃଖର ହେଉ ଅବସାନ…

ଅଧିକ ପଢ଼ନ୍ତୁ