kalara-kataksha

କାଳର କଟାକ୍ଷ

ହସ ଥିଲା, କାନ୍ଦ ଥିଲା, ରାଗ ରୋଷ, ଅଭିମାନେ.. ଦିନରାତି ବିତିଯାଉଥିଲା… . ଭାଇ ଭଉଣୀ ଗହଣରେ.. କଳି କନ୍ଦଳ ବେଳାରେ.. ଭିନ୍ନ ଏକ ସରାଗ ତ ଥିଲା.. ରୁଷି ଥିଲେ ଜନନୀ ମୋ.. ଧୂଳି ଝାଡ଼ି ପଣତକାନିରେ.. ସରାଗେ ଖୋଇ ଦେଉଥିଲା.. ସାଙ୍ଗ ସାଥିଙ୍କ ମେଳ ଥିଲା.. ଅକପଟ ଚାହାଣି ବି ଥିଲା.. ନିରୀହତା ଭରି ରହିଥିଲା.. ଅନୁଶାସନ ନିୟମାବଳୀର.. ନାଲି ଆଖି, ତାଗିଦ ବାପାଙ୍କର. ଜୀବନର ଅଙ୍ଗ ହୋଇଥିଲା. ମା’ କେତେ ଗେହ୍ଲା କରୁଥିଲା…

ଅଧିକ ପଢ଼ନ୍ତୁ
udasinatara-chhai

ଉଦାସିନତାର ଛାଇ

ବିଶ୍ୱ ସାରା ଅଜଣା… ଆତଙ୍କର ଭୟ… ସଭିଏଁ ବ୍ୟସ୍ତ, ସଭିଏଁ… ଅଧୀର, ଅଥୟ !! ଶୂନଶାନ ସଡ଼କ, ଶାନ୍ତ ସ୍ନିଗ୍ଧ ଜନପଦ… ନା ଶୁଭେ କଳରବ, ନା ଗାଡ଼ିର ଶବଦ !! ବସି ବସି ବ୍ୟସ୍ତ ଲାଗେ.. ମନରେ ବିଷାଦ… ଭାବି ଭାବି କାଲି କଥା, ବଢ଼ାଇ ପ୍ରମାଦ !! ମୁକ୍ତ ନଭ ଘର ଯାର, ସେ ମୁକ୍ତ ବିହଙ୍ଗ… ଆଜି ସେ ବନ୍ଦୀନି, ନିଜ ନିଡେ଼ କାରାରୁଦ୍ଧ !! ଆକାଂକ୍ଷାର ଆକାଶରେ, ଉଦାସର ଛାଇ… ମନ ଆକାଶର ଜହ୍ନକୁ… ଆଜି ଗ୍ରହଣ…

ଅଧିକ ପଢ଼ନ୍ତୁ
Lock-Down

ଲକ ଡାଉନ

ସାରା ଦେଶରେ ଲକ ଡାଉନ ଘୋଷଣା ହେବ ପରେ । ଦିନ ସାରା ଘରେ ବସି ସନ୍ଧ୍ୟାରେ ଜରୁରୀ କାମ ପାଇଁ ଗାଆଁ ଛକକୁ ଯାଇ ଦେଖିଲି, କାଲି ଯେଉଁ ଛକ ଜନଗହଳିରେ ଲୋକରଣ୍ୟ ଥିଲା ଆଜି ନିଶବ୍ଦ ସୁନଶାନ । ଭଙ୍ଗା ଚାଳିଆରେ ବରା ଛାଣି ନିଜ ଗୁଜୁରାଣ ମେଣ୍ଟାଉ ଥିବା ବୁଢ଼ୀ ମାଉସୀ ଚିନ୍ତାମଗ୍ନ ଋଷି ପରି କପାଳରେ ହାତ ଦେଇ ବସିଛି । ସତେ ଯେମିତି ତା’ ମୁଣ୍ଡରେ ଚିନ୍ତାର ଚଡ଼କ । ପଚାରିଲି, “ମାଉସୀ ଭଲ ଅଛୁ…

ଅଧିକ ପଢ଼ନ୍ତୁ
Manara Manaku

ମନର ମନକୁ

ମନର ଲୋକକୁ ମନରେ ରଖିବୁ ମନର ମନକୁ ନେଇ । ମନ ଭାଙ୍ଗିବୁନି କଚଟି ପରି ତୁ ଅଗଢ଼ା ରହିଯିବି ମୁହିଁ । ଦୂରେ ଯିବୁ ଯଦି କହିବୁନି ମତେ ଭଲ ପାଉନଥିଲୁ ବୋଲି । ଦୂରେ ଯେତେ ଯା ଦୂରକୁ ଯାଉଥା କହିବୁନି ସମ୍ପର୍କ ନଥିଲା ବୋଲି । ତୁମେ ମତେ ଭୁଲି ଯାଉ ମତେ ଦୁଖ ନାହିଁ ଯଉଦିନ ଭୁଲିଯିବି ମୁଁ ତୁମକୁ ଦୁନିଆରେ ଆଉ ମୁଁ ନାହିଁ – ପ୍ରଦୀପ କୁମାର ରଣା ପ୍ରଦୀପ କୁମାର ରଣା

ଅଧିକ ପଢ଼ନ୍ତୁ
ଫଗୁଣ

ଫଗୁଣ

ଶାସ୍ତ୍ର ଅନୁଯାୟୀ ଫଗୁଣ ମାସଟି ମହତ୍ତ୍ଵପୂର୍ଣ୍ଣ ଅଟଇ ଗଙ୍ଗାନଦୀ ଜଳେ କରିଲେ ସ୍ନାହାନ ପୂର୍ଣ୍ଣଫଳ ଯେ ମିଳଇ ।୧। ମାନ୍ୟତା ରହିଛି ସଙ୍ଗମ ତଟରେ ଦେବତା କରନ୍ତି ବାସ ହିନ୍ଦୁ କ୍ୟାଲେଣ୍ଡରେ ଫଗୁଣ ମାସଟି ବର୍ଷର ଅନ୍ତିମ ମାସ ।୨। ଫଗୁଣ ମାସର ଅମାବାସ୍ୟା ଅଟେ ଶ୍ରାଦ୍ଧ କର୍ମ ପାଇଁ ଶୁଭ କାଳ ସର୍ପ ଦୋଷ ନିବାରଣ ପାଇଁ ଆଶିଷ ସର୍ବଦା ଲଭ ।୩। ଏହି ଦିନ ଗଙ୍ଗା ନଦୀରେ ସ୍ନାହାନ ଶୁଭ ବୋଲି ଧରାଯାଏ କରିଲେ ବିଶ୍ୱାସ ମନ ହେବ…

ଅଧିକ ପଢ଼ନ୍ତୁ