biphalata

ବିଫଳତା

ଲକ୍ଷ୍ୟ ହୋଇପାରେ ତୁମ ପାଇଁ କେତୋଟି ନୋଟର ସମଷ୍ଟି, ଯାହା କିଣାଯାଇପାରେ ଅନେକ ଅନେକ ପ୍ରାଇଭେଟ୍ ଇନଷ୍ଟିଚ୍ୟୁଟ୍‌ରେ; କିନ୍ତୁ ସେହି ଲକ୍ଷ୍ୟ ମୋ ପାଇଁ ଅପୂର୍ଣ୍ଣ ଥିବା ଅଧୁରା ସ୍ୱପ୍ନ, ଯାହା କେବଳ ସଜା ହୋଇଛି ସୁନ୍ଦର ଭାବେ ଏଇ ମୋ ଆଖିରେ; ଶିକ୍ଷା ହୋଇପାରେ ତୁମ ପାଇଁ କେବଳ ସାର୍ଟିଫିକେଟରେ ଜାଗାଧରୁଥିବା କେତୋଟି ସଂଖ୍ୟାର ସମଷ୍ଟି ଯୁଗଳ, କିନ୍ତୁ ସେହି ଶିକ୍ଷା ମୋ ପାଇଁ କେତେ ରାତିର ଅନିଦ୍ରା ଏବଂ ଭୋକେ ରହି ପୁସ୍ତକ କିଣିଥିବାର…

ଅଧିକ ପଢ଼ନ୍ତୁ
saunta-smruti

ସାଉଁଟା ସ୍ମୃତି

ଏକାନ୍ତରେ ବସି ଅତୀତରେ ଭାସି ସାଉଁଣ୍ଟୁଥିଲି ମୋ ସ୍ମୃତି ଚଗଲା ପବନ ଚହଲେଇ ମନ ଥରହର କଲା ଛାତି କେତେ ବାଲିଘର ମିଶି ତୋଳୁଥିଲୁ ହାତରେ ହାତକୁ ଛନ୍ଦି ବାଲିଘର କି ସୌଦାଗର ଯିଏ ହୃଦୟକୁ କଲା ବନ୍ଦୀ ମୁଁ ଆଜି ତୋଳେ ବାଲିଘର ଏକା ବିରହିଣୀଟିଏ ସାଜି ମିଛ ପ୍ରତିଶୃତି ଶୁଣି ମୁଁ କାହିଁ ଭାବେ ହୋଇଥିଲି ରାଜି ତୁମେ ଗଢ଼ିଥିବ ସୁନାର ସଂସାର କାହାକୁ ବାଛି ଜୀବନେ ସ୍ପନ୍ଦନ ଥିଲି ମୁଁ ତୁମ ହୃଦୟର…

ଅଧିକ ପଢ଼ନ୍ତୁ
beera-jabana

ବୀର ଯବାନ

କେତେ ତୁମ ସାହାସ ଲଢ଼ ଜାତି ମାନ ପାଇଁ ନାହିଁ ତମ ଆରାମ ତୁମେ ବୀର ଯବାନ ମାଟି ମାଆ ପାଇଁ ଅଭିମାନ ଅଟ ତୁମେ ଶତ୍ରୁପକ୍ଷ ଥରହର ତୁମ ହୁଙ୍କାର ବାଣୀରେ ନିଜ ଲୋକଠାରୁ ଦୂରେ ଥାଇ ଲଢ଼ ଆମ ପାଇଁ ଆମେ ଶାନ୍ତିରେ ଶୋଇଥାଉ ତୁମ ପାଇଁ ଧନ୍ୟ ସେ ମାଆ ଯେ ଜନ୍ମ କଲା ତମକୁ ସେହି ମାଆ ଅନେଇଛି ତୁମ ଶହୀଦ ଶରୀରକୁ କାନ୍ଦ ବୋବାଳି ଚାରିଆଡ଼େ କି ଦୃଶ୍ୟ ସତେ…

ଅଧିକ ପଢ଼ନ୍ତୁ
corona

କରୋନା

ଆଶା, ଅଭିଳାଷା, ଅଭିଯୋଗ କେତେ ଆସେ ଜୀବନ ପଥରେ, ତଥାପି ଭୁଲିନି ତୁମକୁ ମୁଁ ଆଜିର ସପନରେ । ସପନର ବଣିକ ସାଜି ଆସିଥିଲ ମୋ ମନେ, ହେଲେ କହିବାକୁ ଡର ଲାଗେ ସତ କଥା ତୁମ କାନେ । ସବୁ ବୁଝି ନବୁଝିଲା ପରି ଅଭିନୟ କରି, ସୃଷ୍ଟି କଲ ମନେ କେତେ ଆଶା ଅସୁମାରୀ । ଆଉ ସାହସ ନାହିଁ କହିବାକୁ ସବୁ ସତ, କାରଣ କରୋନାର କରାଳ ପରିସ୍ଥିତି କରିଛି ମର୍ମାହତ । ଧରାପୃଷ୍ଠର ସମଗ୍ର ଦେଶ, ରାଜ୍ୟ…

ଅଧିକ ପଢ଼ନ୍ତୁ
balye-ta-bhul

ବାଲ୍ୟେ ତା’ ଭୁଲ

ହଁ, ଏହାହିଁ ଭୁଲ… ଜନନୀ ଗର୍ଭେ ଶଶିକଳା, ନାଭି ମୁଣ୍ଡାରେ ଧରି କଳା, ଆଈ ମା’ର ନିଆଁ ପୁଳା, ସବୁ ପାଶୋରି ଆସେ ଧଳା, କ’ଣ? ଏଇଟା ଭୁଲ ।…(୧) ସୁଖ ନିଦ୍ରାରେ ଥାଏ ନୟନ, ନଥାଏ ତା’ପାଖେ କକ୍ଷ ଶୟନ, ଜନନୀ ଅନ୍ତ ହିଁ ସ୍ୱର୍ଗ ଆସନ, କ’ଣ? ଏଇଟା ଭୁଲ ।…(୨) ଅନ୍ତ ଚିରି ସେ କରେ ଗମନ, ଛୁଇଁ ମାତୃଭୂମି କରେ କ୍ରନ୍ଦନ, ଚକ୍ଷୁ ଖୋଲି ସେ ଦେଖେ ଗଗନ, ଜାଣେ ନାହିଁ ସେ, କ’ଣ…

ଅଧିକ ପଢ଼ନ୍ତୁ