emiti-huantani

ଏମିତି ହୁଅନ୍ତାନି

ଏମିତି ହୁଅନ୍ତାନି ସରନ୍ତାନି କେବେ ଧୂଳିଖେଳ ଷଡ଼େଇରେ ଭାତ ଡାଲି ରାନ୍ଧିବାର ବେଳ ସାରୁପତ୍ର ଥାଳିରେ ଷଡ଼େଇ ଗିନାରେ ପରସୁଥାନ୍ତୁ ତୁ ପାଖରେ ବସି ମିଛି ମିଛିକା କୁନି ବୋହୁଟିଏ ସାଜି । ଫେରି ଆସନ୍ତାନି । ସେଇ ଅଫେରା ଦିନ ରାଗ-ରୁଷା-ଅଭିମାନ ମୁହଁ ଫୁଲାଫୁଲି ଲୁଚକାଳି ଆଉ ବୋହୂଚୋରି ଖେଳ କୁନିକୁନି କଅଁଳିଆ ପାପୁଲିରେ ଆଖିବୁଜି ଧରିବାର ବେଳ । ଏମିନ୍ତି ହୁଅନ୍ତାନି । ସମୟଟା ରହିଯାନ୍ତା ଥମକରି ତୋ’ ମୋ ଖେଳ ସେଇମିତି ଚାଲିଥାନ୍ତା ଗତାନୁଗତିକ ରୀତିରେ ଦିନରାତି ଆସିବା…

ଅଧିକ ପଢ଼ନ୍ତୁ
Balaban-Corona

ନିଜକୁ ବଳବାନ ଭାବୁଛି କରୋନା

ନିଜକୁ ବଳବାନ ଭାବି ବଞ୍ଚୁଥିବା ଏକ ମାରାତ୍ମକ ଭାଇରସ୍ ନାଁ ତା’ର କରୋନା ॥ ହଜାରହଜାର ସ୍ଵପ୍ନଦେଖି ହସ ମୁହଁରେ ଘୁରି ବୁଲୁଛି ସାଜିଛି ଉଡ଼ନ୍ତା ଏକ୍ଲାପକ୍ଷୀ ସାରା ବିଶ୍ୱରେ ସାଜିଛି ସ୍ୱାର୍ଥପର, ଶତ୍ରୁତା ଏବଂ ଜୀବନର ମୃତ୍ୟୁଞ୍ଜୟ ॥ ଗୋଟେ ପରିବାର ଭଳି ବଞ୍ଚୁଥିବା ସାଧାରଣ ମନୁଷ୍ୟକୁ ଅସହାୟ, ଦୁଃଖିତ ଆଖିରୁ ଲୁହ ଝରେଇ ଦେଇ ପାରିଛି ମହାମାରି କରୋନା ॥ ଯୁଗଥିଲା ଲୋକେ ଦାଦନ ଖଟି ବଞ୍ଚିବା ଶିଖୁଥିଲେ ଏବେ ହସ ମୁହଁରେ ଦୁଃଖର…

ଅଧିକ ପଢ଼ନ୍ତୁ
Patni

ପତ୍ନୀ

ବାମ ପାଦ କଳସ ଢିଅରେ ଅଣାୟତ ହୁଏ ବିରି ପେଡ଼ା ବାପଘର ଶିଳରେ ଫୋଡ଼ାଣ ଫେଡ଼ୁ ଫେଡ଼ୁ ତୁଠ ହୋଇଯାଏ ଅଭିଆଡ଼ୀରୁ ଏକ ସୂକ୍ଷ୍ମ ମାନସାଙ୍କ । ଖରଡ଼ିଆ ଦୁଇ ହଳ ଝୁଣ୍ଟିଆରେ ବି ଆଲାରାମ୍ ବାର ବାର ଉଠ୍ ବସ୍ କରାଏ କାମତୁଣୀ ଅଣ୍ଟାରେ ବୋଉର କନକ ଆଞ୍ଜୁଳି । ଶେଷ ରାତି ଶେଯରେ ତ ସେ ହଜାଇ ଥାଏ ବାପା ମାଆଙ୍କ ଶୁଦ୍ଧି କ୍ରିୟା କୁଆଁର ପୁନେଇର ମଲା ଜହ୍ନରୁ ସାଉଁଟି ଥିବା ଜଳାଗ୍ନ କଇଁ ଜାଗରରୁ…

ଅଧିକ ପଢ଼ନ୍ତୁ
Niriha Prema

ନିରିହ ପ୍ରେମ

ନିରିହ ଝରଣାଟିଏ ଅବିରତ ଝରୁଥାଏ ନଦୀରେ ମିଶିବା ପାଇଁ, ହେଲେ ନିଷ୍ଠୁର ନଦୀ ଧାଉଁଥାଏ ସାଗର ସହ ମିଶିବା ପାଇଁ । ଏ କେମିତିକା ପ୍ରେମ ଜଣେ ଜଣଙ୍କ ପାଇଁ ବ୍ୟାକୁଳ ହୋଇ ସର୍ବହରା ହୁଏ, କିନ୍ତୁ ସେ ଆଉ କାହା ମଧୁଶଯ୍ୟାର ସାଥିହୁଏ । ଶାଶ୍ୱତ ପ୍ରେମର ଠିକଣା ଏଠି ଅଜଣା, ପ୍ରତାରକ ମଣିଷ, ସାମାନ୍ୟ ରୂପ ପାଇଁ ବାଟବଣା । ଆଜି ନୁହେଁ କାଲି ପ୍ରେମକୁ କିଏ ଚିହ୍ନେନା, ଏଠି ଶରୀର ସୌନ୍ଦଯ୍ୟ ପାଇଁ ସବୁ ପଥବଣା । –…

ଅଧିକ ପଢ଼ନ୍ତୁ
Hrudaya Kagaja

ହୃଦୟ କାଗଜ

ହୃଦୟ ଭିତରେ ସାଇତି ରଖିଛି ପ୍ରିୟା ତମସାଥେ ବିତିଥିବା ଅଭୁଲା ସ୍ମୃତିର ହସ୍ତାକ୍ଷର, ନିଜକୁ ବୁଝିବା କୁ ଚାହିଁ ବୁଝିପାରେ ନାହିଁ ତୁମପାଇଁ ବ୍ୟାକୁଳିତ ମନମୋର । ଜହ୍ନ ଆଲୋକରେ ଲୁଚୁ ଲୁଚି ଜୋସ୍ନାରେ ଭିଜେ ପାଗଳାମି ମନମୋର ଅସ୍ତବ୍ୟସ୍ତ, କବି ନୁହେଁ ନା ମୁଁ ଲେଖକ ତୋପାଇଁ ଆଜିଲେଖେ କାବ୍ୟତୀର୍ଥ । କେତେ ଯେ ସପନ ଭରିଗଲୁ ଏଆଖିରେ ମୋର, ଗାୟକ ନହୋଇବି ତୁମପାଇଁ ଗାୟକ ସାଜି ଗାଉଛି ରାଗ ମଲ୍ଲାହାର । ନୀଳିମା ଆକାଶେ ତାରାମେଳ ଦେଖି ଇଛାହୁଏ…

ଅଧିକ ପଢ଼ନ୍ତୁ