ମାଆ ମାଆ
ପ୍ରଥମ ପରଶେ ଯା’ର ପୁଲ୍ଲକିତ ହିଆ, ବକ୍ଷକୁ ଜାବୁଡ଼ି ଧରି ଦେଖିଲି ଦୁନିଆ । ବକ୍ଷାମୃତ ପିଇ ଡାକ ଦେଲି କୁଆଁ କୁଆଁ, କାହାକୁ ଜାଣିନଥିଲି ଥିଲି ନୂଆଁ ନୂଆଁ । ଚିହ୍ନାଇଲ ହେ ମା’ ଦୁର୍ଗା ଇଏ ତୋ’ର ମାଆ… ଇଏ ତୋ’ର ମାଆ, ଯା’ର ଛାଇ ତଳେ ରହି ଦେଖିବୁ ଦୁନିଆ । ପ୍ରତିବର୍ଷ ମାଆ ମୋର ଦୂର୍ଗାପୂଜା କରେ, ଘରେ ପୂଜା କରେ ପୁଣି, କରେ ମଣ୍ଡପରେ । ବୁଲାଇ ବୁଲାଇ ଆଣେ ଯେତେ ଥିଲେ ରୁଣ୍ଡ, ସବୁଠାରେ…

