Pariksha au Samparka

ପରୀକ୍ଷା ଆଉ ସମ୍ପର୍କ

ବର୍ଷରେ ସେଇ ସମୟ, ଯେବେ ଦୂରତା କମେ ମୋର ଆଉ ବହିର ଏଥର ବୋଧେ ସମ୍ପୂର୍ଣ୍ଣ ଅପହଞ୍ଚ ଥିଲି, ଭୟଥିଲା ଏ ପରୀକ୍ଷା ଯେମିତି ହଷ୍ଟେଲ ଯିବାକୁ ବାଧ୍ୟ ନ କରେ । ଦୁଇମାସ ବାକି, ଶୁଭାରମ୍ଭ କାଳେ ଦୁଇ ମାସ ପଢ଼ିଲେ ସାହିତ୍ୟରେ ଆଗେ ପାସ୍ ହେଇଯିବି, କ’ଣ ପାଇଁ ସାହିତ୍ୟ ମତେ ନିଜର ଲାଗିଲା ଶୁଣିଥିଲି ପ୍ରେମରେ ପଡ଼ିଲେ କୁଆଡ଼େ ସାହିତ୍ୟ ଭଲଲାଗେ । ପ୍ରେମରେ ପଡ଼ିବା ପୂର୍ବରୁ, ଭୟ !! ଭୟର ନାଁ ଗଣିତ, ମୋ ଶତ୍ରୁ…

ଅଧିକ ପଢ଼ନ୍ତୁ
Makar Sankranti

ମକର ସଂକ୍ରାନ୍ତି

ମଘା ନକ୍ଷତ୍ରରେ ମାଘ ଆସିଲା । ମକର ସଂକ୍ରାନ୍ତି ଦେଖି ହସିଲା ॥ ମକର ରାଶିରେ ସୂର୍ଯ୍ୟଙ୍କ ସ୍ଥିତି । ମକର ସଂକ୍ରାନ୍ତି ଫୁଲାଏ ଛାତି ॥ ସୂର୍ଯ୍ୟ ଅବସ୍ଥାନ ମକର କ୍ରାନ୍ତି । ତେଣୁ ଏ ତିଥି ମକର ସଂକ୍ରାନ୍ତି ॥ ଦକ୍ଷିଣ ଅୟନ ଗତି ସରିଲା । ଉତ୍ତର ଅୟନ ଆରମ୍ଭ ହେଲା ॥ ଏଣିକି ଶୀତର ଦାଉ କମିବ । ଖରାର ପ୍ରକୋପ ଏବେ ବଢ଼ିବ ॥ ଦିନ ବଢ଼ି ରାତି ଛୋଟ ହୋଇବ । ଏତେ ଲମ୍ବା ରାତି କିଏ…

ଅଧିକ ପଢ଼ନ୍ତୁ
Mun bi Kebe Premika thili

ମୁଁ ବି କେବେ ପ୍ରେମିକ ଥିଲି

ଶୁଷ୍କ ଗୋଲାପ ଚିରା ଡାଏରୀ ପୁରୁଣା ଚିଠି, ଆଉ ସେ ଚିଠି ଭିତରେ ତୁ ଲେଖିଥିବା ଅକ୍ଷର ନାଲି, ଆଜି ବି କୁହେ ସେ ନିରୋଳା ରାତିରେ ମୁଁ ବି କେବେ ପ୍ରେମିକ ଥିଲି । କଲେଜ କାନ୍ଥ ତୋ’ ଗାଆଁ ପଥ ମୋ ଗାଆଁ ନଈ, ଆଉ ନଈର ପଠାରେ ତୁ ଛୁଇଁଥିବା ସେ ଚୁନାବାଲି, ଆଜି ବି ଦେଖିଲେ ମନେ ପଡ଼େ ମୋ’ର ମୁଁ ବି କେବେ ପ୍ରେମିକ ଥିଲି । ମଉନ ମନ ଉଦାସ ଜହ୍ନ…

ଅଧିକ ପଢ଼ନ୍ତୁ
Saante

ସାଆନ୍ତେ

ତମକୁ ବିଶ୍ୱାସର ସିଡ଼ି କରି ଏତେବାଟ ଚଢ଼ି ଆସିଛି ସାଆନ୍ତେ ମୋ’ ପୃଥିବୀ ଭିତରେ ତମେତ ଏକା ଜଣେ ଯିଏ ବୁଝିଛି ମୋ’ ପେଟ ଚାଖଣ୍ଡକର ଦାଉ ତମକୁ କ’ଣ ଅଜଣା ଯେ ସାଆନ୍ତେ..! ତମ ସାଆନ୍ତ ପଣର ଡାକରା ପଡ଼ିଛି ଚାରିଆଡ଼େ ତମେ ପାପୀକୁ ଦେଇପାର ମୁକ୍ତି, ଭୋକିଲାକୁ ଅନ୍ନ, ଅନ୍ଧକୁ ଚକ୍ଷୁ, ପଥରକୁ କରିଦେଇପାର ନାରୀ । ତମେ ହସିଦେଲେ ଦୁନିଆ ହସେ ତମେ ଛୁଇଁଦେଲେ ପଥର ଭାସେ ତମ ପାଖରେ କ’ଣ ଅସାଧ୍ୟ ସାଆନ୍ତେ..!…

ଅଧିକ ପଢ଼ନ୍ତୁ
Mana Chorabali

ମନ ଚୋରାବାଲି

ଜୀବନ ଅଟଇ ଚୋରା ବାଲି ସମ ଚାଲିବାକୁ ହୁଏ ବହୁତ ବାଟ ଚାଲି ଚାଲି ପାଦ ଥକି ପଡ଼େ ସେତ ଲକ୍ଷ୍ୟହୀନ ସୀମା ଅଦେଖା ବାଟ ॥ କେତେ ଆଶା ସ୍ୱପ୍ନ ପୂର୍ଣ୍ଣ ହୋଇଥାଏ କେତେ ସ୍ୱପ୍ନ ରହେ ଅଧା ପାହାଚ ସ୍ନେହ ପ୍ରେମ ଏଠି ଲୁଚକାଳି ଖେଳ ବନ୍ଧା ପଡ଼ିଯାଏ ସୁନାର କାଚ ॥ ମରୁଦ୍ୟାନ ହୁଏ ପ୍ରୀତିର ଫଗୁଣ ବସନ୍ତ ଝରାଏ ଶୁଷ୍କ ପବନ କୋଇଲି କରେନା କୁହୁ ତାନ ଆଜି କଣ୍ଠ ରୁଦ୍ଧ…

ଅଧିକ ପଢ଼ନ୍ତୁ