Smruti

ସ୍ମୃତି

ମନେ ପଡ଼ୁଅଛି ସାଥୀମାନେ ଆଜି ପାଠ ପଢ଼ା ବେଳର କଥା ସମୟେ ଆସିବା ସମୟରେ ଯିବା ଥିଲା ସେତ ଆମରି ଚିନ୍ତା । (୧) ଧାଡ଼ି ଧାଡ଼ି ହୋଇ ଏକକ ସ୍ୱରରେ ପ୍ରାର୍ଥନା କରୁଥିଲେ ଆମେ ପାଠ ବେଳେ ପାଠ ଖେଳ ବେଳେ ଖେଳ ହସ ମଜାଗ କେତେ ଜମେ । (୨) ଦଶମ ଶ୍ରେଣୀର ଶେଷ ପରୀକ୍ଷାର ସ୍ମୃତିକୁ ବା ଭୁଲି ହେଉଛି ଆପଣା ମଧ୍ୟରେ ଆଲୋଚନା ହୁଏ ସେହି କଥା ମନେ ରହିଛି । (୩) ଏକାଠି ବସିକି…

ଅଧିକ ପଢ଼ନ୍ତୁ
Nisangata

ନିଃସଙ୍ଗତା

ଏ ଫିକା ଫିକା ଆଲୁଅର ଛାଇ ମନରେ ଭରିଛି ଅସୁମାରୀ ପ୍ରୀତି ଚାରି କାନ୍ଥ ବନ୍ଦ କବାଟର ନୀରବତା ମନରେ ଭରୁଛି କିନ୍ତୁ ବ୍ୟଥାର ରାତି ଅନ୍ଧାର ରାତିରେ ଝାପସା ଆଲୁଅରେ ବସି ଭାବେ ମୁଁ ତୁମରି କଥା ଆଖିରେ ଆଖିଏ ନିଦ ହେଲେ ହେଲେ ଶୋଇ ଦେଉନି ଏ ମନର ବ୍ୟଥା । ନିଦ ଭରା ଆଖି ଆଜି ଯାଇଛି ହଜି କ୍ଳାନ୍ତ ଶରୀର ଭିତରେ ସେ ବାଟବଣା ବଢ଼ୁଛି ରାତି ବଢ଼ୁଛି ତାତି ଅମାନିଆ ମନଟା…

ଅଧିକ ପଢ଼ନ୍ତୁ
Jhumuthiba Kalpana

ଝୁମୁଥିବା କଳ୍ପନା

ତୁମ ମଥାର ବିନ୍ଦି, ମୁଁ ସେଇଠି ଜାଗା ଟିଏ ଚାହୁଁଚି…. ଯେଉଁଠି ତୁମ ଦୁଇ ଭ୍ରୂଲତାର ଦୁଷ୍ଟାମୀରେ ମଥାରେ ତରଙ୍ଗଟେ ଖେଳେ ଆଉ ସେ, ତରଙ୍ଗର ପ୍ରତି ତାଳେ ଝୁମୁଥାଏ କଳା ବିନ୍ଦିଟିଏ । ବାସ୍…. ମୁଁ ସେଇଠି ଆଜୀବନ କବି ହେଇ ରହିବାକୁ ଚାହୁଁଚି ତୁମ ଓଠର ନିଆରା ହସ…. ମୋର ସବୁ ଯନ୍ତ୍ରଣା କ୍ଷଣିକରେ ପୃଥିବୀରୁ ଦୂରେଇ ଯାଏ ତମ ଓଠର ଚେନେଏ ହସରେ ॥ ବସ୍‌ଠୁ ଖାଇଥିବା ଗାଳି ସାରା ଦିନର କ୍ଲାନ୍ତି ଆକାଶରେ…

ଅଧିକ ପଢ଼ନ୍ତୁ
Bhor Hebara Swapna

ଭୋର୍ ହେବାର ସ୍ୱପ୍ନ

ଭୋର୍ ହେବାର ସ୍ୱପ୍ନ ମୃଗେଶ ବୈଷ୍ଣବ ପାଣିଗ୍ରାହୀ ଦୁଃଖର ନଈରେ ଲୁହର ବନ୍ୟା ଆସିବାର ମୁଁ ଜାଣିଛି, ପାହାନ୍ତି ସ୍ୱପ୍ନରେ ରାତିର ନିଦ ହଜିଯିବାର ମୁଁ ଜାଣିଛି । ଆଶାର ହୁଲି ଡଙ୍ଗା ଯେବେ ଭାସୁଥାଏ, ସ୍ମୃତି, ମନ ତଳେ ଗୋପନ କବିତା ସାଜିବାର ମୁଁ ଜାଣିଛି, ପ୍ରତୀକ୍ଷାର ମିଠା ଯନ୍ତ୍ରଣାରେ ରାତି ଅଧିଆ ନୈରାଶ୍ୟର ସବୁଜିମାକୁ ଖୋଜୁଛି । ମୁଁ ଜାଣେ ତୁମେ ନଥିଲେ ଦୁଃଖ ଛଡ଼ା କିଛି ବି ନଥାଏ, ଲୁହ ଛଡ଼ା କିଛି ବି ନଥାଏ,…

ଅଧିକ ପଢ଼ନ୍ତୁ
Bhanga Hrudaya

ଭଙ୍ଗା ହୃଦୟ

ତୁମେ ଯିବା ପରେ ପରେ ମୁଁ ସମ୍ପୂର୍ଣ୍ଣ ଏକା ମୋ ପାଶେ କିଛି ନାହିଁ ନିସ୍ତବ୍ଧତା ଭିତରେ କେବଳ ସେଇ ଭଙ୍ଗା ହୃଦୟ ଖୁବ୍ ଜୋରରେ ସ୍ପନ୍ଦନ ହେଇ ବୋଲ ନମାନି ଗୁମୁରି ଗୁମୁରି କାନ୍ଦୁଛି । ଯେତେ ବୁଝାଇଲେ କୋହଭରା ହୃଦୟଟା ଭିତରେ ଭିତରେ ଜଳି ଜଳି ଛାରଖାର ହେଇ ପାଉଁଶ ପରି ଉଡ଼ିଲାଣି । କେମିତି ବୁଝାଇବି ଏ ଭଙ୍ଗା ହୃଦୟ ତୁ ସ୍ଥିର ହେଇ ଯାଆ ଦିନେ ଆସିବ ଶ୍ରାବଣ ପୁଣି ଛୁଇଁବ ବର୍ଷା ଭିଜି…

ଅଧିକ ପଢ଼ନ୍ତୁ